ସ୍କୁଟି ଚୋରି କରି ବନ୍ଧା ହେଲେ ହାବିଲଦାର

ନୂଆପଡା, ୦୪|୦୧:   ଆଇନର ରକ୍ଷା ପାଇଁ ଶପଥ ନେଇଥିବା ଜଣେ ପୋଲିସ କର୍ମୀ ଚୋରି ଅଭିଯୋଗରେ ଗିରଫ ହୋଇଛନ୍ତି। ସାମାନ୍ୟ ସ୍କୁଟି ଚୋରି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।

ନୂଆପଡାରେ ଆଜି ଜଣଙ୍କର ସ୍କୁଟି ଚୋରି ହୋଇଥିଲା। ଏନେଇ ବ୍ୟକ୍ତିଜଣଙ୍କ ଘରେ ଲାଗିଥିବା ସିସିଟିଭି ଯାଂଚ କରିଥିଲେ। ଏଥିରେ ହାବିଲଦାର ବିଭୂତି ଭୂଷଣ ପ୍ରଧାନ ଚୋରି କରିଥିବା କଏଦ ହୋଇଥିଲା। ଏହାପରେ ପୋଲିସ ବିଭୂତିଙ୍କୁ ଗିରଫ କରିଛି।   

   ସମ୍ବନ୍ଧିତ ଖବର


ରାଜ୍ୟ ପାଇଁ ଆଶ୍ବସ୍ତି ଖବର: ସୁସ୍ଥ ହେଲେ ଆଉ ୧୧୨ ଜଣ କରୋନା ଆକ୍ରାନ୍ତ, କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ

ଅର୍ଜୁନ ପୁରସ୍କାର ପାଇଁ ଦୀପଗ୍ରେସଙ୍କ ନାମ ସୁପାରିସ !

କରୋନା ସମୟରେ ପ୍ରଥମ ରାଜ୍ୟ ଭାବେ ଖେଳ ଆୟୋଜନ କରିବ ଓଡ଼ିଶା, ଟି-୧୦ ପ୍ରିମିୟର ଲିଗ୍ ପାଇଁ‌ ଅନ୍‌ଲାଇନ୍‌ରେ ଆବେଦନ

ଆସନ୍ତା ୮ ତାରିଖରେ ଓଡ଼ିଶାର ଜନସାଧାରଣଙ୍କୁ ସମ୍ବୋଧିତ କରିବେ ଅମିତ ଶାହ

ଆଜିଠୁ ଏସ୍‌ସିବିରେ ପିଜି ପରୀକ୍ଷା ଆରମ୍ଭ, ହୋଇଛି ଆଇସୋଲେସନ୍‌ ହଲ୍‌ ବ୍ୟବସ୍ଥା

ଅଣସର ଦର୍ଶନ ପୂର୍ବରୁ କଟକଣା: ଅଲାରନାଥ ପୀଠରେ ଖାଁ ଖାଁ