ଜୁଆ ଆଡ୍ଡାରେ ଚମାଖଣ୍ଡି ପୁଲିସର ଚଢ଼ଉ: ୮୫ହଜାର ଟଙ୍କା ଜବତ,୯ ଗିରଫ

ବହ୍ମପୁର ୨/୫: ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଅଞ୍ଚଳରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ଉ କରିଛି। ଚଢ଼ଉ ବେଳେ ଜୁଆ ଆଡ୍ଡାରୁ ନଗଦ ୮୫ହଜାର ୫୦୦ଟଙ୍କା ଓ ୧୭ଟା ବାଇକ୍ ସହ ୧୦ ମୋବାଇଲ୍ ଫୋନ ଜବତ ହୋଇଛି। ଏହି ସହିତ ଜୁଆ ଖେଳରେ ସପୃକ୍ତ ଥିବା ୯ଜଣ ଅମାନିୟାକୁ ଚମାଖଣ୍ଡ ପୁଲିସ୍ ଗିରଫ କରାଯାଇଛି।

ସୂଚନା ମୁତାବିକ ଚମାଖଣ୍ଡି ଅଞ୍ଚଳରେ ଲକ୍‌ଡାଉନ୍ ସମୟରେ ଅମାନୀୟା ମାନେ ଜୁଆ ଖେଳୁଥିବା ପୁଲିସ୍ କୌଣସି ସୂତ୍ରରୁ ପାଇଥିଲା ପରେ ଗତକାଲି ରାତି ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ଉ କରି ୯ଜଣଙ୍କୁ ଗରିଫ କରିଥିବା ସୂଚନା ପୁଲିସ୍ ଅଧିକାରୀ ସୂଚନା ଦେଇଛନ୍ତି

   ସମ୍ବନ୍ଧିତ ଖବର


ବାଇକ୍‌କୁ ଧକ୍କା ଦେଲା ସ୍କର୍ପିଓ, ଦୁଇ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି

ରାଜ୍ୟରେ ଆଉ ୧୯୦୪ ଜଣ କରୋନା ପଜିଟିଭ‌ ଚିହ୍ନଟ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୨ ହଜାର ଟପିଲା

ବୃଦ୍ଧାଙ୍କୁ କଚାଡି ମାରିଲା ଦନ୍ତା, ଅନ୍ୟ ଦୁଇ ଜଣ ଗୁରୁତର

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା: ୩ ଅଭିଯୁକ୍ତ ଗିରଫ, ୪ ଫେରାର୍‌

ମାଲବାହୀ ଟ୍ରକ- କାର୍ ମୁହାଁମୁହିଁ ଧକ୍କା, ‌ ଡ୍ରାଇଭର ଓ ଯାତ୍ରୀ ଆହତ

ବହୁ ଚର୍ଚ୍ଚିତ ଜାଲ ଟିଡିଆର୍ ମାମଲା : ମୁଖ୍ୟ ଅଭିଯୁକ୍ତ ଗିରଫ