PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ପରେ ପିପିଲି ଉପନିର୍ବାଚନ ନେଇ ସ୍ଥଗିତାଦେଶ ଜାରି କଲେ ପୁରୀ ଏଡିଏମ
  • ||
  • କଟକ: ମାତା ମଠ ନିକଟରେ ସିଲଭରସିଟି ବୋଟିଂ କ୍ଲବର ଭିଡିଓ କନଫରେନ୍ସିଂ ଜରିଆରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ: କାର୍ ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ
  • ||
  • ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ବାତିଲ, ଦ୍ବାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ
  • ||
  • କର୍ଲାମୁଣ୍ଡା : କରୋନାରେ ଚାଲିଗଲା ଯୁବ ଶିକ୍ଷକଙ୍କ ଜୀବନ
  • ||
  • ତେଲକୋଇ: ଶାବକ ବାରହା ଢ଼ୁଡ ପୁଣି ନିଖୋଜ, ଗତ କିଛି ଦିନ ତଳେ ମାଆ କୁନ୍ତଳାଙ୍କ କୋଳକୁ ଫେରିଥିଲା
  • ||
  • ସମ୍ବଲପୁର: ଭିମସାରରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ଓ ସ୍ବାସ୍ଥ୍ୟ ସଚିବ ପ୍ରମୁଖଙ୍କ କୋଭିଡ ମୁକାବିଲା ସମୀକ୍ଷା, ବୁର୍ଲାରେ ମୋଟ୍ ୫୨୫ ଶଯ୍ୟା କୋଭିଡ ହସପିଟାଲ ହେବ ବୋଲି ଶ୍ରୀ ମହାପାତ୍ରଙ୍କ ସୂଚନା
  • ||
  • ନିଆଳି: ବାଲିକୁଦା ଜଙ୍ଗଲରୁ ମୃତଦେହ ଉଦ୍ଧାର, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ, ୩ଦିନ ଧରି ଏହି ଯୁବକ ନିଖୋଜ ଥିଲେ
  • ||
  • ମେଲଚ୍ଛାମୁଣ୍ଡା : ହାତୀ ଆକ୍ରମଣରେ ଜଣେ ମୃତ
  • ||
  • ବୌଦ୍ଧ: ବୌଦ୍ଧ ଆଇ.ଟି.ଆଇ. ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟକୁ ଘେରିଲେ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ
  • ||
  • ସାଲେପୁର: ବିଦ୍ୟୁତଘାତରେ କେବୁଲ ଅପେରେଟର ମୃତ୍ୟୁ। ବିଦ୍ୟୁତ ଖୁଣ୍ଟରେ ଚଢ଼ି କେବୁଲ କାର୍ଯ୍ୟ କରୁଥିବା ବେଳେ ଅଘଟଣ
  • ||
  • ଭୁବନେଶ୍ଵର: ରମ୍‌ଜାନ୍ ଓ ପଣା ସଂକ୍ରାନ୍ତି ଉପରେ ବିଏମ୍‌ସିର କଟକଣା, ଖୁବଶୀଘ୍ର ଆସିବ ଏସ୍‌ଓପି
  • ||
  • ଜଳେଶ୍ୱର: ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଠାବ
  • ||
  • ନୟାଗଡ଼: କଟକ ଅବକାରୀ ଗୋଇନ୍ଦା ବିଭାଗ ଦ୍ବାରା ୨କିଲୋ ୩୦୦ଗ୍ରାମ ଅଫିମ ଜବତ, ଜଣେ ଗିରଫ
  • ||
  • ପୁରୀ: ଶ୍ରୀମନ୍ଦିର ସହ ଜଡ଼ିତ ୨୩ଜଣ କରୋନା ପଜିଟିଭ୍ ଚିହ୍ନଟ : ସେବାୟତଙ୍କ ସମେତ ଏକାଧିକ କର୍ମଚାରୀ ସଂକ୍ରମିତ
  • ||
  • ଗଞ୍ଜାମ: ୭ ଦିନ ପାଇଁ ସମସ୍ତ ଧର୍ମାନୁଷ୍ଠାନ, ସର୍ବସାଧାରଣ ସ୍ଥାନ ଯଥା- ପାର୍କ ସମୁଦ୍ରକୂଳ ବନ୍ଦ ନିର୍ଦ୍ଦେଶ, ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ସର୍ବସାଧାରଣରେ ମନା
  • ||
  • ମାଲକାନଗିରି: ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ପାପରମେଟଲା ଥାନା ଅନ୍ତର୍ଗତ ଜାମୁଝାଡୀ ଜଙ୍ଗଲରୁ ଅଚିହ୍ନା ଯୁବକର ମୃତଦେହ ଉଦ୍ଧାର
  • ||
  • କଳାହାଣ୍ଡି: ଜାଲ୍ ସାର୍ଟିଫିକେଟ୍ ଦେଇ ୨୫ ଶିକ୍ଷକ ବହିଷ୍କୃତ
  • ||
  • ଯାଜପୁର: ଡଙ୍କାରୀରେ ବଡ ଧରଣର ଚଢ଼ାଉ, କଳାପଥର ଗାଡି ଜବତ, ଏକାଧିକ ଲୁଟେରା ଗିରଫ
  • ||
  • ବୋଲଗଡ଼: ବାଇକ୍- ବୁଲେଟ ମୁଁହା ମୁଁହି ଧକ୍କା, ୨ ଗୁରୁତର
  • ||

ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ନେଇ ଥାନାକୁ ଯାଇଥିଲେ ମହିଳା ! ୩ଦିନ ଧରି ନିଜ ଘରେ ଦୁଷ୍କର୍ମ କଲେ ଏସ୍ଆଇ !

ରାଜସ୍ଥାନ : ରକ୍ଷକ ସାଜିଲା ଭକ୍ଷକ । ଥାନା ଏସ୍‌ଆଇ ଭୁଲିଗଲେ ନିଜର ପଦ ମର୍ଯ୍ୟାଦା । ନିଜର ଅଭିଯୋଗ ନେଇ ଆସିଥିବା ଜଣେ ଅସହାୟ ମହିଳାଙ୍କର ସର୍ବସ୍ୱ ଲୁଟି ନେଲେ । ଏମିତି ଏକ ଲଜ୍ଜାକର ଘଟଣାର ଖବର ରାଜସ୍ଥାନର ଅଲୱରରୁ ଆସିଛି। ଯାହାକି ଖାକିରେ କଳଙ୍କ ଲଗେଇ ଦେଇଛି ।

ବସ୍‌ରେ ଛାତ୍ରୀଙ୍କର ଅଣ୍ଟାକୁ ଛୁଇଁ ଦେଲେ ଦରଜୀ, କୋର୍ଟ ଶୁଣାଇଲେ…

ଘଟଣା କ୍ରମ ଏମିତି –

ଅଲୱର ଜିଲ୍ଲାରେ ଏକ ଗାଁରେ ରହୁଥିବା ସୀମା ନାମକ (ଛଦ୍ମ ନାମ) ଜଣେ ୨୬ ବର୍ଷିୟା ନିଜର ପତିଙ୍କ ବିରୋଧରେ ଅଭିଯୋଗ ନେଇ ମାର୍ଚ୍ଚ ୨ ତାରିଖରେ ଖେଡଲି ଥାନାକୁ ଆସିଥିଲେ। ତାଙ୍କର ପତି ପାରିବାରିକ କଳହ ନେଇ ଛାଡ଼ପତ୍ର ଦେବାକୁ ଚାହୁଁଥିଲେ। ହେଲେ ମହିଳା ଜଣଙ୍କ ଚାହୁଁନଥିଲେ ସ୍ୱାମୀଙ୍କ ଠାରୁ ଦୂରେଇବାକୁ । ସେଥିପାଇଁ ସେ ଥାନାକୁ ଯାଇଥିଲେ। ହେଲେ ତାଙ୍କୁ ଏକୁଟିଆ ପାଇ ଥାନା ଏସ୍‌ଆଇ ନିଜର କାମ ଲାଳସାର ଚରିତାର୍ଥ କରିଥିଲେ। ଖେଡଲି ଥାନାର ସେକେଣ୍ଡ ମ୍ୟାନ୍‌ ଏସ୍‌ଆଇ ଭରତ ସିଂହ (୫୪) ପତିଙ୍କ ସହ ତାଙ୍କର ମାମଲାକୁ ସମାଧାନ କରିବା ପାଇଁ କଥା ଦେଇଥିଲେ । ତାଙ୍କୁ ଥାନାର ପଛରେ ଥିବା  ନିଜର ଅଫିସ୍ ଓ ବାସଗୃହକୁ ନେଇ ସେଠାରେ ୩ଦିନ ଧରି ଦୁଷ୍କର୍ମ କରିଥିଲେ ବୋଲି ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି।

थाने पहुंची फरियादी से रेप का आरोपी भरत सिंह (फाइल फोटो)
(ଅଭିଯୁକ୍ତ ଭଗତ ସିଂହ)

ସଂପୃକ୍ତ ମହିଳାଙ୍କୁ ୭ମାର୍ଚ୍ଚ ଦିନ ପୁଣି ଯେତେ ଥାନାକୁ ଡ଼କା ଯାଇଥିଲା ସେ ବିରୋଧ କରିଥିଲେ।  ଦ୍ୱିପ୍ରହର ପରେ ଥାନାରେ ପହଁଞ୍ଚି ଖେଡଲି ଥାନାରେ ପହଞ୍ଚି ସେକେଣ୍ଡ ମ୍ୟାନ୍‌ ଭରତ ସିଂହ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲେ। ମାମଲା ସୂଚନା ପାଇ ଆଇଜି ରେଞ୍ଜ୍‌ ଜୟପୁର ହୱା ସିଂହ ଘୁମାରିଆ, ଏସ୍‌ପି ତେଜସ୍ୱିନୀ ଗୌତମ ଖେଡଲୀ ଥାନାରେ ପହଞ୍ଚି ଯାଇଥିଲେ ଏବଂ ପୂରା ଘଟଣାକ୍ରମ ବିଷୟରେ ଅବଗତ ହୋଇଥିଲେ ।

ଆଇଜି ରେଞ୍ଜ୍‌ ଜୟପୁର ହୱା ସିଂହ ଘୁମାରିଆ ମହିଳାଙ୍କୁ ୨,୩ ଓ ୪ ମାର୍ଚ୍ଚରେ ଦୁଷ୍କର୍ମ ହୋଇଥିବା ଘଟଣା କ୍ରମ ବିଷୟରେ କହିଥିଲେ। ପ୍ରାରମ୍ଭିକ ତଦନ୍ତରେ ଭରତ ସିଂହଙ୍କୁ ଦୋଷୀ କରାଯାଇଥିଲା। ସେ ଏସ୍‌ଆଇଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।