ଭିସା ବାହାନାରେ ଗେଷ୍ଟ ହାଉସକୁ ଡ଼ାକି ବିଦେଶିନୀଙ୍କୁ ଦୁଷ୍କର୍ମ କଲେ ୨ ପୁଲିସ କର୍ମଚାରୀ

ବାଂଲାଦେଶ ୭।୯: କୋତବାଲୀର ବିଦେଶୀ ମହିଳାଙ୍କୁ ଗଣଦୁଷ୍କର୍ମ। ଦୁଇ ଜଣ ପୁଲିସ କର୍ମଚାରୀଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ବିଦେଶିନୀ। କୋତବାଲୀ ପ୍ରଭାରୀ ଅବଧେଶ ପ୍ରତାପ ସିଂହ କହିଛନ୍ତି କି, କିର୍ଗିସ୍ତାନ ନିବାସୀ ବିଦେଶୀ ମହିଳା ଯିଏ ଏବେ ସାଦାବାଦରେ ରହୁଛନ୍ତି।

ମହିଳା ଅଭିଯୋଗ କ୍ରମେ ଆଗ୍ରାରେ କାର୍ଯ୍ୟରତ ପୁଳିସ କର୍ମଚାରୀ ଧମେନ୍ଦ୍ର ଗିରୀ ଏବଂ ଆକାଶ ବିରୋଧରେ ଦୁଷ୍କର୍ମ ଅଭିଯୋଗରେ ମାମଲା ରୁଜୁ ହୋଇଛି। ପିଡ଼ୀତାଙ୍କ କହିବାନୁସାରେ, ଭିସା କରିବା ପାଇଁ ଦୁଇ ଦୁଇ ଥର ଡାକିଥିଲେ। ତା ପରେ ହୋଲିଗେଟ୍ ସ୍ଥିତ ଗେଷ୍ଟ୍ ହାଉସକୁ ଡାକି ଦୁଷ୍କର୍ମ କରିଥିଲେ ବୋଲି ବିଦେଶିନୀ ଜଣକୁ କହିଛନ୍ତି। ପୁଲିସ ମାମଲାର ତଦନ୍ତ କରୁଛି। ଘଟଣାର ସତ୍ୟତା ଜଣାପଡ଼ିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି।

   ସମ୍ବନ୍ଧିତ ଖବର


ଅହମଦାବାଦରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ପିଙ୍କ୍‌ ବଲ ଟେଷ୍ଟ ମ୍ୟାଚ୍, ସୂଚନା ଦେଲେ ସୌରଭ

କାମାନ୍ଧ ଯୁବକଙ୍କ ଅଜବ ଯୌନ ଲାଳସା; ମହିଳାଙ୍କ ଅନ୍ତବସ୍ତ୍ର ଚୋରାଇବା ପାଇଁ ଭାଙ୍ଗୁଥିଲେ କଠିନ ଲକଡାଉନ କଟକଣା, ଘରୁ ମିଳିଲା ୧୦୦ ବ୍ରା ଓ ୪୧ ହଳ ପ୍ୟାଣ୍ଟି…

7th pay commission: କେନ୍ଦ୍ରୀୟ କର୍ମଚାରୀଙ୍କୁ ଦିପାବଳୀ ଉପହାର ଦେବେ ସରକାର, ଜାଣନ୍ତୁ କ’ଣ ନୂଆ ନିଷ୍ପତ୍ତି…

IPL ୨୦୨୦: ପ୍ରଥମ ଖେଳାଳି ଭାବେ ଇତିହାସ ରଚିଲେ ଶିଖର ଧାଓ୍ବନ, ନିଜ ନାମରେ କଲେ ଏହି ଖାସ୍‌ ରେକର୍ଡ

ଟିଆରପି ସ୍କାମର ତଦନ୍ତ କରିବ CBI, ଯୋଗୀ ସରକାରଙ୍କ ସୁପାରିସ ପରେ ତଦନ୍ତ ଆରମ୍ଭ …

ପୂର୍ବରୁ କରୋନା ବିଷୟରେ ଦେଇଥିଲେ ଭବିଷ୍ୟବାଣୀ, କହିଲେ ଆଉ ଏତେ ଦିନ ରହିବ