ଢେଙ୍କାନାଳ: ବୁଥରେ ଟଳିପଡିଲେ ପୋଲିଂ କର୍ମଚାରୀ

ଢେଙ୍କାନାଳ ୨୩/୪: ବୁଥରେ ଟଳିପଡିଲେ ପୋଲିଂ କର୍ମଚାରୀ । ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ଘଟିଛି ପୁଣି ଏକ ଅଭାବନୀୟ ଘଟଣା । ପରଜଙ୍ଗ କଣ୍ଟାପାଳ ୪୧ ନମ୍ବର ବୁଥରେ ଜଣେ ପୋଲିଂ କର୍ମଚାରୀଙ୍କ ମୃତ୍ଯୁ ହୋଇଛି । ମୃତ ପୋଲିଂ କର୍ମଚାରୀ ଜଣକ ହେଲେ ନବକିଶୋର ନାୟକ ।

ମତଗ୍ରହଣ ଚାଲିଥିବାବେଳେ ବୁଥରେ ଟଳିପଡିଲେ ନବକିଶୋର । ତାଙ୍କୁ କାମାକ୍ଷାନଗର ହସ୍ପିଟାଲ ନିଆଯାଇଥିଲା ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ୨ ଦିନ ତଳେ ଆନନ୍ଦପୁରରେ ଇଭିଏମ୍ ସଂଗ୍ରହ ବେଳେ ଜଣେ ପୋଲିଂ କର୍ମଚାରୀ ଅଭୟ ସେଠୀଙ୍କ ମୃତ୍ଯୁ ହୋଇଥିଲା ।

   ସମ୍ବନ୍ଧିତ ଖବର


ଏବେ ବାହନ ପଞ୍ଜୀକରଣ ବେଳେ ନୋମିନିଙ୍କ ନାଁ ଦେବାକୁ ପଡିବ, କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟର ପ୍ରସ୍ତାବ

ଚୀନ୍ ସୈନିକଙ୍କୁ ଜିନପିଙ୍ଗ୍‌ଙ୍କ ମନ୍ତ୍ର: ମୃତ୍ୟୁକୁ ଭୟ ନକରି ଯୁଦ୍ଧ ଜିତିବାର ପ୍ରସ୍ତୁତି କର

ବ୍ଲାକହୋଲ୍‌ର ଖୁବ୍ ନିକଟରେ ପୃଥିବୀ, ଜାଣନ୍ତୁ ଗବେଷକଙ୍କ ମତ କ’ଣ?

ସମ୍ପତ୍ତି ପାଇଁ ପୁଅ ସାଜିଲା ରାକ୍ଷାସ, ସ୍ତ୍ରୀ ସହ ମିଶି ବାପାକୁ ଗଛରେ ବାନ୍ଧିବା ପରେ ଗଳାକାଟି ହତ୍ୟା କଲା

ଆରମ୍ଭ ହେଲା ବାହା ଋତୁ: ‘କାହା ମନରେ ଜୁଆର, କାହା ମନରେ ଭଟ୍ଟା’

ୟୁପି ସରକାରଙ୍କ ଲଭ ଜିହାଦ ଅଧ୍ୟାଦେଶକୁ ରାଜ୍ୟପାଳଙ୍କ ମଞ୍ଜୁରୀ, ବେଆଇନ ଭାବେ ଧର୍ମାନ୍ତରୀକରଣ ବିରୁଦ୍ଧରେ କଡାନିୟମ ଲାଗୁ…