PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ରାଷ୍ଟ୍ରୀୟ ଜନସଂଖା ରେଜିଷ୍ଟର ଉପରେ କେନ୍ଦ୍ର କ୍ୟାବିନେଟର ମୋହର,ଅପଡେଟ୍ ହେବ ଏନପିଆର

ନୂଆଦିଲ୍ଲୀ,୨୪।୧୨: ରାଷ୍ଟ୍ରୀୟ ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିରୋଧ ଜାରି ରହିଛି। ​ଏହା ଭିତରେ ଆଜି ମୋଦି ସରକାରଙ୍କ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକରେ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର ଅର୍ଥାତ NPR ( ନ୍ୟାସନାଲ ପପୁଲେସନ୍ ରେଜିଷ୍ଟର)କୁ ଅପଡେଟ୍ କରିବା ନେଇ ମଞ୍ଜୁରୀ ମିଳିଛି। ବୈଠକ ଶେଷ ହେବାପରେ ଅପରାହ୍ନ ୩ଟା୩୦ ମିନିଟରେ  ବିସ୍ତୃତ ଭାବରେ ସୂଚନା ଦିଆଯିବ।

ତେବେ ଆସନ୍ତୁ ଜାଣିବା ଏନପିଆର କ’ଣ? ସିଟିଜେସିପ୍ ( ରେଜିଷ୍ଟେ୍ରସନ୍ ଅଫ ସିଟିଜେନ୍ସ ଆଣ୍ଡ ଇସ୍ୟୁ ଅଫ୍ ନ୍ୟାସନାଲ ଆଇଡେଣ୍ଟିଟି କାର୍ଡସ୍)ରୁଲ୍ସ ୨୦୦୩ରେ ଜନସଂଖ୍ୟା ରେଜିଷ୍ଟରକୁ ଏଭଳି ଭାବରେ ପରିଭାଷିତ କରାଯାଇଛି। ଜନସଂଖ୍ୟା ରେଜିଷ୍ଟର ଅର୍ଥ ଏଥିରେ କୌଣସି ଗାଁ,  ଗ୍ରାମୀଣ ଅଞ୍ଚଳର ଓ୍ବାର୍ଡ କିମ୍ବା ସହର ସୀମାଙ୍କିତ ଅଞ୍ଚଳରେ ରହୁଥିବା ଲୋକଙ୍କର ବିବରଣୀ ସାମିଲ କରିବା।