PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

‘ପର୍ଣ୍ଣ ହବ’ ସାଇଟରେ ଲୋକେ ଏହି ଜିନିଷକୁ ଅଧିକ କରୁଛନ୍ତି ସର୍ଚ୍ଚ, ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୧୨।୧୨: ବର୍ଷର ଶେଷ ମାସରେ ଆସି ଜଣାପଡୁଛି ଯେ, ସାରା ବର୍ଷ ଆମର କିଭଳି ରହିଥିଲା? ଲୋକମାନେ ଚଳିତ ବର୍ଷ ସବୁଠାରୁ ଅଧିକ କ’ର ପସନ୍ଦ କରିଛନ୍ତି? କିଛି ଜିନିଷକୁ ଲୋକମାନେ  ଛାଡି ଦେଇଥିବା ବେଳେ ଆଉ କିଛି ଟ୍ରେଣ୍ଡରେ ରହିଛି। ସାରା ବର୍ଷର ଲେଖାଜୋଖା ଦେଖିବା ପାଇଁ ବିଭିନ୍ନ ପ୍ରକାର ସର୍ଭେ କରାଯାଇଛି। ଏଥିରେ ପୋର୍ଣ୍ଣହବ୍ ମଧ୍ୟ ସାମିଲ ରହିଛି। ତେବେ ଏଥର ପର୍ଣ୍ଣହବରେ ଲୋକମାନେ ‘ଏଲିୟନ’କୁ ସର୍ଚ୍ଚ କରିଛନ୍ତି, ଯାହକି ଖୁବ୍ ଆଶ୍ଚର୍ଯ୍ୟକର କଥା।

ଆଡଲ୍ଟ ସାଇଟ୍ ପର୍ଣ୍ଣ ହବରେ ମଧ୍ୟ ୨୦୧୯ରେ ସର୍ଭେ କରାଯାଇଛି। ସର୍ଭେ ଜରିଆରେ ଜାଣିବାକୁ ଏହା ଚେଷ୍ଟା କରାଯାଇଥିଲା ଯେ, ସାରା ବର୍ଷ କେତେ ଲୋକ ତାଙ୍କର ସାଇଟକୁ କେବେ କେବେ ଯାଇଥିଲେ ଓ ଲୋକମାନେ କ’ଣ କ’ଣ ଅଧିକ ପସନ୍ଦ କରିଛନ୍ତି?

୨୦୧୯ରେ ପର୍ଣ୍ଣହବ୍ ସର୍ଭେ ଡାଟା ଖୁବ୍ ଆଶ୍ଚର୍ଯ୍ୟକର କରିଥିଲା। ସର୍ଭେରେ ଜଣାପଡିଥିଲା ଯେ, ଚଳିତ ବର୍ଷ ଲୋକମାନେ ଏହି ସାଇଟରେ ଅଧିକ ରିୟଲଷ୍ଟିକ୍ (ବାସ୍ତବିକ) ପର୍ଣ୍ଣ ସର୍ଚ୍ଚ କରିଥିଲେ, ବିଶେଷ  ଭାବରେ ରିୟଲ ଲୋକ ଓ ରିୟଲ ସେକ୍ସ। ସାରା ବର୍ଷ ୪୨ ବିଲିୟନରୁ ଅଧିକ ଲୋକ ଏହି ସାଇଟକୁ ଯାଇଥିବା ବେଳେ ୧.୧୫ କୋଟି ଲୋକ ପ୍ରତିଦିନ ସାଇଟକୁ ଆସୁଥିଲେ।

ଚଳିତ ବର୍ଷ ପର୍ଣ୍ଣହବ୍ ଏଥିପାଇଁ ଖାସ ଥିଲା କାରଣ ଏହି ବର୍ଷ ପ୍ରାୟ ୩୯ ବିଲିୟନ ଲୋକ ସାଇଟକୁ ଆସି ସର୍ଚ୍ଚ ଅପ୍ସନ ସିଲେକ୍ଟ କରିଥିଲେ, ଯାହାକି ଚଳିତ ବର୍ଷ ୮ ବିଲିୟନ ରହିଥିଲା। ଚଳିତ ବର୍ଷ ଓ୍ବେବସାଇଟରେ ଏକ ନମ୍ବର ସ୍ଥାନରେ ଥିବା ‘ରିୟଲ ସେକ୍ସ କରୁଥିବା ରିୟଲ ଲୋକ।’ ତେ​ବେ​‌ ସେତେବେଳେ ଅଧିକ ଆଶ୍ଚର୍ଯ୍ୟ ଲାଗିଥିଲା ଯେତେବେଳେ ଲୋକମାନେ ପର୍ଣ୍ଣହବରେ ରିୟଲ ସେକ୍ସ ପରେ ଦ୍ବୀତୟ ସବୁଠାରୁ ଅଧିକ ‘ଏଲିୟନ’ଙ୍କୁ ସର୍ଚ୍ଚ କରିଛନ୍ତି। ଆଡଲ୍ଟ ସାଇଟରେ ଏଲିୟନଙ୍କୁ ଖୋଜିବା ବାସ୍ତବିକ ଭାବରେ ଆଶ୍ଚର୍ଯ୍ୟକର କଥା। ଲୋକଙ୍କୁ ପ୍ରଭାବିତ କରିଥିବା ବିଷୟରେ ମଧ୍ୟ ଏଲିୟନ ୨୦୧୯ର ସର୍ଭେରେ ଟପରେ ଥିଲେ।