ବଢ଼ିଲା ବିଦ୍ୟୁତ୍‌ ଦର …

ଭୁବନେଶ୍ୱର – ଅକ୍ଟୋବର ପହିଲାରୁ ରାଜ୍ୟରେ ବଢ଼ିବ ବିଦ୍ୟୁତ୍‌ ଦର । ୟୁନିଟ୍‌ ପିଛା ବିଦ୍ୟୁତ୍‌ ଦର ୨୦ ପଇସା ବଢ଼ାଇବାକୁ OERCର ନିଷ୍ପତ୍ତି । କୃଷି କ୍ଷେତ୍ର ଓ BPL ଶ୍ରେଣୀର କୁଟୀର ଜ୍ୟୋତି ଗ୍ରାହକଙ୍କ ପାଇଁ ଲାଗୁ ହେବନି ଏହି ବର୍ଦ୍ଧିତ ଦର।

ସୂଚନା ଯେ , ଦରଧାର୍ଯ୍ୟ ଶୁଣାଣି ବେଳେ ନିଅଣ୍ଟ ଭରଣା ଦାବି କରିଥିଲା ଗ୍ରୀଡ୍‌କୋ । ୬୬୦ କୋଟିର ନିଅଣ୍ଟ ଭିତ୍ତିରେ ୩୪୧ କୋଟିର ଭରଣା ପାଇଁ ମଞ୍ଜୁରି ହୋଇଛି । ଏପ୍ରିଲ୍‌ ମାସରେ ହେବାକୁ ଥିବା ଦର ନିର୍ଦ୍ଧାରଣ କୋଭିଡ୍‌ ପାଇଁ ସ୍ଥଗିତ ଥିଲା ।

   ସମ୍ବନ୍ଧିତ ଖବର


ଭଗାମୁଣ୍ଡାରେ କଣ୍ଟେନର ସହ ଟ୍ରକ ମୁହାଁ-ମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର

ବନ୍ଧୁକ ମୁନରେ ବିଲ୍‌ଡର୍‌ଙ୍କୁ ୨୦ ଲକ୍ଷ ବଟି ଧମକ: ୨ ଅଭିଯୁକ୍ତ ଗିରଫ, ଦୁଇ ମାଉଜର ଓ ଗାଡ଼ି ଜବତ

ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ କରୋନା

ପୋଲିଓ ଟିକା ନେଇ ଶିଶୁ ମୃତ ! ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା

ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ: ଶବ ରଖି କାର୍ଯ୍ୟବନ୍ଦ କଲେ ସହକର୍ମୀ, ସ୍ୱାମୀକୁ ଅଟକ ରଖିଲା ପୁଲିସ୍

ଭାରସାମ୍ୟ ହରାଇ ପିଟି ହେଲା କାର, ଚାଳକ ଆହତ