ବଳଭଦ୍ରଙ୍କ ପାଇଁ ବିଜେପି ଦ୍ୱାର ଖୋଲା: ପ୍ରତାପ

ଭୁବନେଶ୍ୱର ୧୪/୩: ବିଜେଡିରୁ ଇସ୍ତଫା ଦେଇଥିବା ବଳଭଦ୍ରଙ୍କ ପାଇଁ ଦ୍ୱାର ଖୋଲାଲି ବିଜେପି । ବିଜେପିର ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀ କହିଛନ୍ତି ଯେ ବଳଭଦ୍ରଙ୍କ ପାଇଁ ଦ୍ୱାର ଖୋଲା । ପ୍ରତାପ କହିଛନ୍ତି ଯେ ଯଦି ବଳଭଦ୍ର ବିଜେପି ପାଇଁ ଆଗ୍ରହ ଦେଖାଇବେ ତେବେ ଦଳ ବିଚାର କରିବ ।

ଗୁରୁବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବଳଭଦ୍ର । ତାଙ୍କୁ ଅଣଦେଖା କରୁଥିବାରୁ ଦଳ ଛାଡିଥିବା କହିଥିଲେ ବଳଭଦ୍ର । 

ଅଧିକ ପଢନ୍ତୁ ବିଜେଡିରୁ ଇସ୍ତଫା ଦେଲେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ

   ସମ୍ବନ୍ଧିତ ଖବର


ଭାରତକୁ କ’ଣ ପାଇଁ ଆସିଥିଲା ଗିରଫ ହୋଇଥିବା ଚୀନ୍‌ ସୈନିକ? ତା ପାଖରୁ ସେନାକୁ ମିଳିଥିଲା ସ୍ଲିପିଙ୍ଗ୍‌ ବ୍ୟାଗ୍‌ ଓ ଷ୍ଟୋରେଜ ଡିଭାଇସ୍

ଖୁବ୍‌ଶୀଘ୍ର ଓଡ଼ିଶାକୁ ମିଳିବ କରୋନା ଟିକା, ୨୯ ତାରିଖ ସୁଦ୍ଧା ନାମ ପଞ୍ଜିକରଣ ପାଇଁ ନିର୍ଦ୍ଦେଶ

ଆଗାମୀ ୨୦ ବର୍ଷ ଯାଏ ରହିବ କରୋନା, ଏଭଳି ଯୁକ୍ତି ରଖିଲା ସିରମ୍‌ ଇନଷ୍ଟିଚ୍ୟୁଟ୍‌

ବିହାର ନିର୍ବାଚନ : ‘ସେତେବେଳେ ଘର ଭିତରେ ଥିଲେ , ଏବେ ଭୋଟ୍ ମାଗିବାକୁ ବାହାରିଲେ’

ନବ ଦମ୍ପତ୍ତିଙ୍କୁ କତରର ହନିମୁନ୍ ପ୍ୟାକେଜ୍ ଦେଇ ଫଶାଇଲେ ଆଣ୍ଟି, ଡ୍ରଗ୍ଦ କେସରେ ସଜା କାଟୁଛନ୍ତି ସ୍ବାମୀ-ସ୍ତ୍ରୀ

ଭାରତରେ ୧୦୦ ଜଣ ସ୍ବେଛାସେବୀଙ୍କ ଉପରେ ପରୀକ୍ଷା ହେବ ଋଷିଆ ଟିକା…