PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ଟ୍ରାନ୍ସପରେଣ୍ଟ ଡ୍ରେସ୍ ପିନ୍ଧି ପହଞ୍ଚିଥିଲେ ପ୍ରିୟଙ୍କା, ଘଟିଲା ଏମିତି…

ନୂଆଦିଲ୍ଲୀ ୧/୧୨: ବଲିଉଡଠୁ ଆରମ୍ଭ କରି ହଲିଉଡରେ ନିଜ ପରିଚୟ ସୃଷ୍ଟି କରିଥିବା ପ୍ରିୟଙ୍କା ଚୋପ୍ରା ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଫିଲ୍ମରେ ସେ ଯେତେ ଷ୍ଟାଇଲିସ୍ ନଜର ଆସନ୍ତି ରିୟଲ ଲାଇଫରେ ମଧ୍ୟ ସେ ସେତେ ଷ୍ଟାଇଲିସ୍ । କିନ୍ତୁ ବେଳେବେଳେ ଅଧିକ ଷ୍ଟାଇଲିସ୍ ହେବା ଚକ୍କରରେ ସେ ଓପ୍ସ ମୁମେଣ୍ଟର ଶିକାର ମଧ୍ୟ ହୋଇଥାନ୍ତି ।

ପ୍ରିୟଙ୍କାଙ୍କ ଜାଲି ସ୍କର୍ଟ

୨୦୧୪ ମସିହାରେ ପ୍ରିୟଙ୍କାଙ୍କ ଏକ ଇଂରାଜୀ ଗୀତ ’ଆଇ କାଣ୍ଟ ମେକ୍ ୟୁ ଲଭ୍ ମି’ ରିଲିଜ୍ ହୋଇଥିଲା । ଏହି ଗୀତର ପ୍ରୋମୋଟ୍ କରିବା ପାଇଁ ସେ ମୁମ୍ବାଇରେ ପହଞ୍ଚିଥିଲେ । ଏହି ସମୟରେ ସେ ଏମିତି ସ୍କର୍ଟ ପିନ୍ଧିଥିଲେ ଯେଉଁଥିପାଇଁ ସେ ଓପ୍ସ ମୁମେଣ୍ଟର ଶିକାର ହୋଇଗଲେ ।

ଷ୍ଟେଜ୍ ଉପରେ ସେ ଲାଇଭ୍ ପରଫମାନ୍ସ ମଧ୍ୟ ଦେଲେ କିନ୍ତୁ ସମସ୍ତେ ତାଙ୍କ ପରଫମାନ୍ସ ଅପେକ୍ଷା ତାଙ୍କ ଡ୍ରେସକୁ ଅଧିକ ଦେଖିଲେ । ଏହି ଅବସରରେ ସେ ଧଳା ଟପ୍ ସହିତ କଳା ରଙ୍ଗର ଏକ ପ୍ରାୟ ଟ୍ରାନ୍ସପରେଣ୍ଟ ସ୍କର୍ଟ ପିନ୍ଧିଥିଲେ । ଏଥିରେ ସବୁ କିଛି ନଜର ଆସୁଥିଲା । ତାଙ୍କ ଅନ୍ତବସ୍ତ୍ର ମଧ୍ୟ ଏଥିରେ ନଜର ଆସୁଥିଲା । ଏଥିପାଇଁ ସମସ୍ତେ ତାଙ୍କ ଡ୍ରେସକୁ ନେଇ ଟିପ୍ପଣୀ ମଧ୍ୟ କରିଥିଲେ ।