ଫ୍ୟାମିଲି ପ୍ଲାନିଂ ପାଇଁ ପ୍ରସ୍ତୁତ ଅଛନ୍ତି କି ପ୍ରିୟଙ୍କା ଚୋପ୍ରା ? ଅଭିନେତ୍ରୀ ଦେଲେ ଏଭଳି ଜବାବ୍

ମୁମ୍ବାଇ ୨୮।୩ : ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସ୍ୱାମୀ ନିକ ଜୋନସଙ୍କ ସହ ଏକ ସୁଖମୟ ଜୀବନ ବିତାଉଛନ୍ତି। ଉଭୟ ବଣ୍ଡିଂ ଏବଂ କେମିଷ୍ଟ୍ରି ନେଇ ସବୁବେଳେ ଚର୍ଚ୍ଚା ଲାଗିରହିଛି। କିଛି ଦିନ ତଳେ ଉଭୟ ହୋଲି କାର୍ଯ୍ୟ ପାଇଁ ଭାରତ ଆସିଥିଲେ। ସୋସିଆଲ ମିଡିଆରେ ଉଭୟଙ୍କ ହୋଲି ଫଟୋ ଖୁବ୍ ଭାଇରାଲ ହୋଇଥିଲା। ବର୍ତ୍ତମାନ ଏକ ପତ୍ରିକାକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ଅଭିନେତ୍ରୀ ତାଙ୍କ ଫ୍ୟାମିଲି ପ୍ଲାନିଂକୁ ନେଇ କିଛି କହିଛନ୍ତି।

ଏନେଇ ପ୍ରିୟଙ୍କା କହିଛନ୍ତି ଯେ- ‘ବର୍ତ୍ତମାନ ମୁଁ ମୋର କାର୍ଯ୍ୟ ପ୍ରତିଶ୍ରୁତିରେ ବ୍ୟସ୍ତ ଅଛି। ତଥାପି, ପରିବାର ରହିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯେତେବେଳେ ଈଶ୍ବର ଇଚ୍ଛା କରନ୍ତି, ଅର୍ଥାତ୍ ଠିକ୍ ସମୟ ସବୁ କିଛି ଆପେ ଆପେ ହେବ। ସୂଚନାଯୋଗ୍ୟ ଯେ କରୋନା ଭାଇରସ ପାଇଁ ପ୍ରିୟଙ୍କା ଏବଂ ନିକ କ୍ବାରେଣ୍ଟାଇନରେ ଅଛନ୍ତି। ଉଭୟଙ୍କ ଅନେକ ଭିଡିଓ ଏବଂ ଫଟୋ ସାମ୍ନାକୁ ଆସୁଛି ।

   ସମ୍ବନ୍ଧିତ ଖବର


ସାରା ଦେଶରେ ଜୁନରେ ଖୋଲିବ କି ସିନେମା ହଲ୍ ? ପ୍ରକାଶ ଜାଭେଡକର କଲେ ଖୁଲାସା

ଆଉ ନାହାନ୍ତି ପ୍ରସିଦ୍ଧ ନିର୍ଦ୍ଦେଶକ ବାସୁ ଚାଟାର୍ଜୀ : ୯୦ ବର୍ଷ ବୟସରେ ମୁମ୍ବାଇରେ ତ୍ୟାଗ କଲେ ଶେଷ ନିଶ୍ବାସ

ନଟ୍ ଆଉଟ୍ ! ମଦ କିଣାରେ ଆନ୍‌ଲାଇନ୍ ଠକେଇ

ପୁଣି ପରଦାକୁ ଫେରିଲେ ଅଭିଷେକ: ଜୁଲାଇରୁ ‘ଦ ବିଗ୍‌ ବୁଲ୍‌’ର ସୁଟିଂ ଆରମ୍ଭ

ଡିଜିଟାଲ ପ୍ଲାଟଫର୍ମରେ ରିଲିଜ୍‌ ହେବ ‘ଭୁଜ: ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’

ଲାଇଭ ଭିଡିଓ କରି ବିଷ ପିଇ ଆତ୍ମହତ୍ୟା କଲେ ୨୯ ବର୍ଷୀୟା ଟେଲି ଅଭିନେତ୍ରୀ, ହସ୍ପିଟାଲରୁ ବୟଫ୍ରେଣ୍ଡ୍ ଫେରାର୍