‘ତାରକ ମେହେଟ୍ଟା’ର ନିର୍ମାତା ଅସିତ କୁମାର ମୋଦି କରୋନା ପଜିଟିଭ୍‌, ନିଜକୁ କଲେ ଆଇସୋଲେଟ୍‌

ମୁମ୍ବାଇ ୨୧।୧୧ : ଟିଭି ସିରିଏଲ୍‌ ତାରକ ମେହେତା କା ଉଲଟା ଚଷମାର ନିର୍ମାତା ଅସିତ କୁମାର ମୋଦିଙ୍କୁ କରୋନା। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଥିବା ଜଣାପଡ଼ିଛି। ଏହା ପରେ ସେ ନିଜକୁ ଆଇସୋଲେଟ୍‌ କରିଛନ୍ତି। ଅସିତ କୁମାର ମୋଦି ନିଜେ ସୋସିଆଲ ମିଡ଼ିଆରେ ଏନେଇ ସୂଚନା ଦେଇଛନ୍ତି।

ଅସିତ କୁମାର ମୋଦି ଟ୍ବିଟରରେ ଲେଖିଛନ୍ତି କି- ’କରୋନା ଲକ୍ଷଣ ଦେଖାଯିବା ପରେ ମୁଁ ପରୀକ୍ଷା କରାଇଥିଲି। ମୋର ରିପୋର୍ଟ ପଜିଟିଭ୍‌ ଆସିଛି। ମୁଁ ନିଜକୁ ଆଇସୋଲେଟ କରିଛି। ସମସ୍ତଙ୍କ ମୋର ନିବେଦନ କି, ଯେଉଁମାନେ ମୋର ଯୋଗାଯୋଗରେ ଆସିଛନ୍ତି ସେମାନେ ନିଜ ପରୀକ୍ଷା କରାଇନିଅନ୍ତି। ମୁଁ ସେମାନଙ୍କୁ ଅନୁରୋଧ ଏବଂ ନିୟମ ପାଳନ କରିବାକୁ ଅନୁରୋଧ କରୁଛି। ମୋ ବିଷୟରେ ଚିନ୍ତା କର ନାହିଁ। ତୁମର ପ୍ରେମ, ପ୍ରାର୍ଥନା ଏବଂ ଆଶୀର୍ବାଦ ସହିତ ମୁଁ ଶୀଘ୍ର ସୁସ୍ଥ ହୋଇଯିବି। ଆପଣମାନେ ଭଲରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ।

   ସମ୍ବନ୍ଧିତ ଖବର


ବିବେକ ଓବରୟେଙ୍କ ସହ ଫିଲ୍ମ କରିବେ ଅରବାଜ୍‌ ଖାନ୍‌ , ସଲଖାନ ଖାନ ଅନୁମତି ଦେବେ ତ ?

କଙ୍ଗନାଙ୍କୁ ‘ଦି ଟଙ୍କାର ମଣିଷ’ କହି ଆକ୍ଷେପ କରିଥିଲେ ମୁମ୍ବାଇ ମେୟର, ତା’ପରେ ପାଲଟା ଜବାବ୍‌ ଦେଲେ ପଙ୍ଗା କୁଇନ୍

ପୁଣି ଅଜା-ଆଈ ହେଲେ ଧର୍ମେନ୍ଦ୍ର-ହେମା, ଯାଆଁଳା ସନ୍ତାନର ମାଆ ହେଲେ ସାନ ଝିଅ ଅହାନା

ନିଶ୍ୱାସ ମାରିବାକୁ ଜ୍ୟାକିଙ୍କ ପାଖରେ ନାହିଁ ସମୟ, ଦୁଇଟି ଫିଲ୍ମର ସୁଟିଂରେ ବ୍ୟସ୍ତ ସୁନ୍ଦରୀ ନାୟିକା

ୟୁଜରଙ୍କୁ ‘ମୋଟା’ କହିଥିଲେ କପିଲ : ଟ୍ରୋଲ ହେବା ପରେ କରିବାକୁ ପଡ଼ିଲା ଏହି କାମ, କିନ୍ତୁ ସୋସିଆଲ ମିଡ଼ିଆରେ ବୁଲୁଛି ସ୍କ୍ରିନ୍‌ସଟ୍‌

ଭାଇ ଅକ୍ଷତଙ୍କ ବାହାଘରରେ ଖର୍ଚ୍ଚ ହୋଇଥିଲା ୬ କୋଟି ଟଙ୍କା, କଙ୍ଗନା ପିନ୍ଧିଥିଲେ ୧୮ ଲକ୍ଷର ଲେହେଙ୍ଗା ଏବଂ ୪୫ ଲକ୍ଷ ଟଙ୍କାର ଅଳଙ୍କାର…