ପଞ୍ଜାବରେ ବଢ଼ିଲା ଲକ୍‌ ଡାଉନ୍

ପଞ୍ଜାବ :  ପଞ୍ଜାବରେ ଆଉ ୨ ସପ୍ତାହ ବଢ଼ିଲା ଲକ୍‌ ଡାଉନ୍ । ଏଥିନେଇ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ଘୋଷଣା । ହେଲେ ସାରା ଦେଶରେ ଲକ୍‌ ଡାଉନ୍‌ ମେ ୩ ଯାଏ ସରକାରଙ୍କ ତରଫରୁ ଘୋଷଣା ହୋଇଥିଲା ।

ଏବେ କରୋନା ବୃଦ୍ଧିକୁ ଆଖି ଆଗରେ ରଖି ପଞ୍ଜାବ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ଏହାସହ ମଧ୍ୟ ଲୋକଙ୍କ ସୁବିଧାକୁ ନେଇ କୁହାଯାଇଛି ପ୍ରଦିଦିନ ସକାଳ ୭ଟାରୁ ୧୧ଟା ଯାଏ ଲକ୍‌ ଡାଉନ୍‌ କୋହଳ କରାଯିବ । ଯାହାକି ଦୋକାନଗୁଡ଼ିକ ଖୋଲା ରହିବ । ଲେକେ ନିଜର ସାମଗ୍ରୀ ନେଇ ଘରକୁ ଫେରିବେ ।

ସୂଚନା ମୁତାବକ ,  ଦେଶରେ ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୧୦୦୭କୁ ବୃଦ୍ଧି ପାଇଥିବା ବେଳେ ସଂକ୍ରମିତ ମାମଲା ୩୧,୩୩୨ ରେ ପହଁଚିଛି ।

   ସମ୍ବନ୍ଧିତ ଖବର


ପ୍ରକାଶ ପାଇଲା ସିଭିଲ ସର୍ଭିସ ପ୍ରିଲିମ୍‌ ରେଜଲ୍ଟ

‘କୋଭାକ୍ସିନ’ର ୩ୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ମିଳିଲା ଅନୁମତି

କରୋନା ସହ ୧୫ ଦିନ ଲଢ଼େଇ ପରେ ହାରିଗଲେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ରୁକ୍ମଣୀ ଦେବୀ

ED ସ୍କାନରରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପୁଅ

ଖାଲି ପାଦରେ ନିତି ୧୦ କି.ମି. ସାଇକେଲ ଚଲାଇ ଯାଉଛନ୍ତି ଡାକ୍ତର, ୮୭ ବର୍ଷରେ ବି କମିନି ସେବାର ନିଶା

ଇମ୍ରାନ୍‌ଙ୍କୁ ଝଟକା : ପୂର୍ବଭଳି ଗ୍ରେ ଲିଷ୍ଟରେ ପାକିସ୍ତାନ, FATF କହିଲା…