PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ଅପମିଶ୍ରିତ ମଦ କାରଖାନା ଉପରେ ଅବକାରୀ ବିଭାଗର ଚଢାଉ, ୪୨୫ ଲିଟର ମଦ ଜବତ

ବ୍ରହ୍ମପୁର, ୩୧।୫ : ଅପମିଶ୍ରିତ ମଦ କାରଖାନା ଉପରେ ଗୋଷାଣୀନାଗାଁ ଥାନା ଅବକାରୀ ବିଭାଗ ଓ ପୋଲିସର ଚଢାଉ। ଚଢାଉ ବେଳେ ୪୨୫ ଲିଟର ଅପମିଶ୍ରିତ ମଦ ଜବତ କଲା ପୋଲିସ। ଏହା ସହ ଘଟଣାସ୍ଥଳରୁ ମଦ ପ୍ୟାକିଂ ମେସିନ୍ ସହ ଅନ୍ୟାନ୍ୟ ମଦ ପ୍ରସ୍ତୁତକାରୀ ସାମଗ୍ରୀ ଜବତ ହୋଇଛି।

ସୂଚନାନୁଯାୟୀ, ଲାଞ୍ଜିପଲ୍ଲି ଦୀପ ସାହିରେ ଏକ ଅପମିଶ୍ରିତ ମଦ କାରଖାନା ଉପରେ ଗୋଷାଣୀନାଗାଁ ଥାନା ଅବକାରୀ ବିଭାଗ ଓ ପୋଲିସ ଚଢାଉ କରିଥିଲା। ଏହି ସମୟରେ ୪୨୫ ଲିଟର ଅପମିଶ୍ରିତ ମଦ ଜବତ କରିବା ସହ ମଦ ପ୍ୟାକିଂ ମେସିନ୍ ସହ ଅନ୍ୟାନ୍ୟ ମଦ ପ୍ରସ୍ତୁତକାରୀ ସାମଗ୍ରୀ ଜବତ କରିଛି ପୋଲିସ। ଏହି ଘଟଣାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ହେଲେ ଡି.ଉଦୟଭାନୁ ରେଡି। ପୋଲିସ ଅଟକ ରଖି ତାଙ୍କୁ ପଚରାଉଚରା କରୁଛି।