ହୋଲି ପୂର୍ବରୁ ରେଳ ଯାତ୍ରୀଙ୍କୁ ବଡ଼ ଝଟକା, କ୍ୟାନ୍ସଲ କରାଗଲା ୩୫୮ଟି ଟ୍ରେନ

ନୂଆଦିଲ୍ଲୀ,୮।୩: ହୋଲି ପୂର୍ବରୁ ଭାରତୀୟ ରେଲଓ୍ବେ ଏବେ ଯାତ୍ରୀଙ୍କୁ ଦେଇଛି ବଡ ଝଟକା। ରେଲଓ୍ବେ ପକ୍ଷରୁ ୭ ମାର୍ଚ୍ଚରୁ ପ୍ରାୟ ୩୫୮ଟି ଟ୍ରେନକୁ କ୍ୟାନ୍ସଲ କରିଦିଆଯାଇଛି। ଏଥିରେ ଅଧିକାଂଶ ଟ୍ରେନ ବିହାର ଓ ଉତ୍ତର ପ୍ରଦେଶ ଆଡକୁ ଯାଉଥିବା କିମ୍ବା ସେଠାରୁ ଆସୁଥିବା ଉତ୍ତର ଭାରତ ଆଡକୁ ଆସିବ। ରଦ୍ଦ କରାଯାଇଥିବା ଟ୍ରେନର ସୂଚୀ ମଧ୍ୟ ରେଲଓ୍ବେ ନିଜର ଓ୍ବେବସାଇଟରେ ଦେଇଛି। କ୍ୟାନ୍ସଲ କରାଯାଇଥିବା ଟ୍ରେନରେ ପ୍ରମୁଖ୍ୟ ଭାବରେ କୁମ୍ବା ଏକ୍ସପ୍ରେ୍ସ, ଗୋମତି ନଗର ଏକ୍ସପ୍ରେସ୍, କୈଫିୟତ ଏକ୍ସପ୍ରେସ୍, ହମସଫର ଏକ୍ସପ୍ରେସ୍, ବୁଦ୍ଦପୂର୍ଣ୍ଣିମା ଏକ୍ସପ୍ରେସ୍, ଡିଡିଏନ୍-ବିଏସବି ଏକ୍ସପ୍ରେସର ନାମ ରହିଛି।

ଯଦିଓ ରେଲଓ୍ବେ ପକ୍ଷରୁ ନିଜର ଓ୍ବେବସାଇଟରେ କୌଣସି ଅଫିସିଆଲ ସୂଚନା ଦିଆଯାଇନି ଯେ, ଟ୍ରେନ କେଉଁ କାରଣ ପାଇଁ କ୍ୟାନ୍ସଲ କରିଦିଆଯାଇଛି। ଯାତ୍ରୀଙ୍କ ସାମନାରେ ରଦ୍ଦ ହେବାର ସମସ୍ୟା  ଫେବୃଆରୀରୁ ଆସୁଛି। ରେଲଓ୍ବେ ଲଗାତାର ଭାବରେ ଫେବୃଆରୀରୁ ଟ୍ରେନକୁ ରଦ୍ଦ କରିଦିଆଯାଇଛି ଓ ଏଥିରେ ବହୁ ମହତ୍ତ୍ବପୂର୍ଣ୍ଣ ଟ୍ରେନ ମଧ୍ୟ ରହିଛି। ସେଭଳି ରେଲଓ୍ବେ  ଉତ୍ସବର ଏହି ଋତୁରେ ବହୁ ସଂଖ୍ୟାରେ ଟ୍ରେନ୍ କ୍ୟାନ୍ସଲ କରି ଲୋକଙ୍କ ସାମନାରେ ବହୁ ସମସ୍ୟା ସୃଷ୍ଠି କରିଛି। ଏଭଳି ସ୍ଥିତି ଯାତ୍ରାର ଅନ୍ୟ ବିକଳ୍ପ ମଧ୍ୟ ଯାତ୍ରୀଙ୍କ ପାଇଁ ପୁରା ହେବ ନାହିଁ। କ୍ୟାନ୍ସଲ କରାଯାଇଥିବା ଟ୍ରେନ୍ ସୂଚୀ ପାଇଁ https://enquiry.indianrail.

   ସମ୍ବନ୍ଧିତ ଖବର


ଏହି ରାଜ୍ୟରେ ଜୁନ୍ ମାସ ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗଇଙ୍କର ପରଲୋକ-ତିନିମାସ ତଳେ କରୋନା ଆକ୍ରାନ୍ତ ହୋଇଥିଲେ

ଚିରା ପାସପୋର୍ଟ ଯୋଗୁଁ ଏୟାରପୋର୍ଟରେ ଖୋଲିଗଲା ପତିଙ୍କ ରାଜ୍, ରାଗରେ ପତ୍ନୀ ନେଲେ ଏମିତି ନିଷ୍ପତ୍ତି…

ଜୀବିତ ଯୁବକଙ୍କ ପୋଷ୍ଟମର୍ଟମ ! ଆଉ ତା ପରେ…

କରୋନା:ଭାରତରେ ଟ୍ରାଏଲ୍‌ ଚାଲିଥିବା ଅକ୍ସଫର୍ଡ ଟିକା ୯୦ ପ୍ରତିଶତ ପ୍ରଭାବୀ

ତରୁଣ ଗୋଗୋଇଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର,ଗସ୍ତ କାର୍ଯ୍ୟକ୍ରମ ରଦ୍ଦ କରି ଗୌହାଟି ପହଁଞ୍ଚିଲେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ