PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବିଶିଷ୍ଟ ଗାନ୍ଧିବାଦୀ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ପ୍ରଫେସର ସନାତନ ମହାନ୍ତିଙ୍କ ପରଲୋକ
  • ||
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ନୂଆବର୍ଷରେ ବଢିଲା ଟ୍ରେନ୍ ଭଡା

ନୁଆଦିଲ୍ଲୀ ୩୧/୧୨: ରେଲୱେ ନୂଆବର୍ଷରେ ରେଳଯାତ୍ରୀଙ୍କ ପାଇଁ  ଯାତ୍ରା ଭଡା ବଢାଇ ଦେଇଛି । ରେଳ ମନ୍ତ୍ରାଳୟ ମଙ୍ଗଳବାର ଯାତ୍ରୀଙ୍କ ଭଡା ପ୍ରତି କିଲୋମିଟର ପିଛା ୧ ପଇସାରୁ ୪ ପଇସା ପର୍ଯ୍ୟନ୍ତ ବଢାଇ ଦେଇଛି । ବର୍ଦ୍ଧିତ ଦର ଆଜି ରାତି ଅର୍ଥାତ୍ ୧ ଜାନୁୟାରୀ ୨୦୨୦ରୁ ଲାଗୁ ହେବ । ଲମ୍ବା ଯାତ୍ରା କରୁଥିବା ଯାତ୍ରୀଙ୍କ ଉପରେ ଏହାର ପ୍ରଭାବ ପଡିବ ।

ରେଳ ମନ୍ତ୍ରାଳୟ ଅନୁସାରେ, ସାମାନ୍ୟ ଟ୍ରେନରେ ଏକ ପଇସା ପ୍ରତିକିଲୋମିଟର ବୃଦ୍ଧି ହୋଇଛି । ଯଦିଓ ମେଲ୍ ଓ ଏକ୍ସପ୍ରେସ୍ ଗାଡିରେ ସ୍ଲିପର କ୍ଲାସରେ ୨ ପଇସା ପ୍ରତି କିଲୋମିଟର ବେସିକ୍ ବଢା ବଢିଛି । ତେବେ ରେଳ ଭଡାରେ ଲୋକାଲ୍ ଓ ସରଅର୍ବନ(ଉପନଗରୀୟ) ଟ୍ରେନକୁ ସାମିଲ କରାଯାଇନି । ଏହି ଟ୍ରେନରେ ଭଡା ପୂର୍ବ ଭଳି ରହିବ ।

ଅର୍ଥାତ୍ ଆପଣଙ୍କୁ ଯଦି ୧୦୦ କିଲୋମିଟର ରେଳ ଯାତ୍ରା କରିବାକୁ ପଡ଼େ ତେବେ ସାମାନ୍ୟ ଟ୍ରେନରେ ଦ୍ୱିତୀୟ କ୍ଲାସରେ ଏକ ଟଙ୍କା  ଓ ସ୍ଲିପରରେ ୨ ଟଙ୍କା, ଯଦିଓ ଏସି କ୍ଲାସରେ ସମସ୍ତ ଶ୍ରେଣୀରେ ୪ ଟଙ୍କା  ଅଧିକ ଦେବାକୁ ପଡିବ । ଏବେ ରେଲୱେରେ ଲମ୍ବା ଯାତ୍ରା କରୁଥିବା ଯାତ୍ରୀଙ୍କ ଉପରେ ଅଧିକ ପ୍ରଭାବ ପଡିବ ।

ସମ୍ବନ୍ଧିତ ଖବର