PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ରାଜଧାନୀ ଭୁବନେଶ୍ୱରରେ ଲକ୍‌ଡାଉନ୍‌ ସମୟରେ ଯୁବକଙ୍କୁ କାର୍‌ରେ ଅପହରଣ ଘଟଣା , ନିଶା ନିବାରଣ କେନ୍ଦ୍ରରୁ ପଳାଇ ଆସିଥିବା ସୂଚନା ଦେଲେ ଡିସିପି- ଭିଡିଓ ଭାଇରାଲ୍‌

ଭୁବନେଶ୍ୱର- ରାଜଧାନୀ ଭୁବନେଶ୍ୱରରେ ଦିନ ଦ୍ୱିପହର ସମୟରେ ଯୁବକଙ୍କୁକାର୍‌ ଅପହରଣ କରୁଥିବାର ଦୃଶ୍ୟ ବିଭିନ୍ନ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଥଇଳଆ। ଭୁବନେଶ୍ୱର ଡେଲଟା ଛକ ନିକଟରେ ଏକ ଟାଟା ଟିଆଗୋ କାର୍‌ରେ ୫ ଜ ଜଣେ ଯୁବକଙ୍କୁ ଅପହରଣ କରୁଥିବାର ଭିଡିଓ ଭାଇରାଲ୍‌ ହୋଇଥିଲା । ଯୁବକ ଜଣଙ୍କ ଚିତ୍କାର କରୁଥିବା ବେଳେ ଏମାନେ ତାଙ୍କୁ ମାଡ ମାରୁଥିବାର ଭିଜୁଆଲ୍‌ ଭାଇରାଲ୍‌ ହୋଇତିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି। ତେବେ ଯୁବକ ଜଣଙ୍କ ନିଶା ନିବାରଣ କେନ୍ଦ୍ରରୁ ଚାଲି ଆସିଥିବା ପୁଲିସ ଡିସିପି ଟ୍ୱିଟ କରି ସୂଚନା ଦେଇଛନ୍ତି । ତେବେ ସ୍ଥାନୀୟ ଲୋକ ରୋକୁଥିବା ବେଳେ ନିଶାନିବାରଣ କେନ୍ଦ୍ରର କର୍ମଚାରୀ ଏପିର ବିଚ୍‌ ରାସ୍ତାରେ ମାଡ ମାରି କାର୍‌କୁ ବୃଦ୍ଧଙ୍କୁ ଉପରେ ମଡାଇବାଇ ପାଇଁ ଚେଷ୍ଟା କରିବା , ପୋଲିସ ଆସିବା ବେଳକୁ ତରବରିଆ ଭାବେ ସେଠାରୁ ପଳାଇବା ନେଇ ଅନେକ ସନ୍ଦେହ ପ୍ରକାଶ ପାଇଛି ।

ସ୍ଥାନୀୟ ଲୋକ ଏହାର ବିରୋଦ କରୁଥିବା ବେଳେ ଜଣେ ବୃଦ୍ଧଙ୍କ ଉପରେ କାର୍‌ ମଡାଇ ଦେବା ଉଦ୍ୟମ କରି ଅପହର୍ତ୍ତାମାନେ ସେଠାରୁ କାର୍‌ରେ ଯୁବକଙ୍କୁ ଅ ନେଇଥିଲେ । ଅପହରଣ କରାଯାଇଥିବା କାର୍‌ର ନମ୍ବର OD02BE7656 ।ତେବେ ଏହି ଯୁବକଙ୍କୁ ଏପରି କାହିଁକି ନେଲେ । ସ୍ଥାନୀୟ ଲୋକଙ୍କୁ ସେ ବିଷୟରେ କାହିଁକି ସୂଚନା ଦେଲେ ନାହିଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।