ରାବଣ ବଧ ପରେ ଶେଷ ହେଲା ରାମାୟଣ: ରବିବାର ସନ୍ଧ୍ୟାରୁ ପ୍ରସାରିତ ହେବ ‘ଉତ୍ତର ରାମାୟଣ’

ନୂଆଦିଲ୍ଳୀ ୧୯/୪: ଦୂରଦର୍ଶନରେ ଇତିହାସ ସୃଷ୍ଟି କରିଥିବା ଧାରାବାହିକ ‘ରାମାୟଣ’ ଆଜି ଶେଷ ହେଇଛି। ମାନେ ରବିବାରଠୁ ‘ଲବ- କୁଶ’ ଅଧ୍ୟାୟ ଆରମ୍ଭ ହେବ। ୩୩ବର୍ଷ ପରେ ବି ଏହି ଧାରାବହିକର ଲୋକପ୍ରିୟତା ଯୋଗୁ ଦୂରଦର୍ଶନ ଲବ-କୁଶ ଅଧ୍ୟାୟକୁ ଦ୍ବିତୀୟ ଥର ପ୍ରସାରଣ ଲାଗି ନିଷ୍ପତ୍ତି ନେଇଛି। ଏହି ସମ୍ପର୍କରେ ପ୍ରସାର ଭାରତୀ ସିଇଓ ସୋସିଆଲ ମିଡିଆ ସାଇଡ୍‌ରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଶନିବାର ରାବଣ ବଧ ହେବା ପରେ ‘ରାମୟଣ’ ଶେଷ ହୋଇଛି। ରବିବାର ସକାଳେ ତାର ରିପିଟ୍ ଟେଲିକାଷ୍ଟ ହେବା ପରେ ରାତିରେ ଉତ୍ତର ରାମାୟଣ ଅର୍ଥତ୍ ‘ଲବ-କୁଶ’ କାହାଣୀ ଆରମ୍ଭ ହେବ। ପ୍ରତି ରାତି ୯ଟାରେ ଦେଖାଇବ। ଏହି ଉତ୍ତର ରାମାୟଣ ନାମରେ ୧୯୮୮ ମସିହାରେ ପ୍ରସାରିତ ଅଧ୍ୟୟକୁ ବି ରାମନନ୍ଦ ସାଗର ନିର୍ମାଣ କରିଥିଲେ।

   ସମ୍ବନ୍ଧିତ ଖବର


ପୁରୁଣା ମାନଚିତ୍ର ସେୟାର କରି ଦଶହରାର ଶୁଭେଚ୍ଛା ଜଣାଇଲେ ପିଏମ୍‌ ଓଲି, ନେପାଳବାସୀ କହିଲେ..

୬୫ ବର୍ଷ ବୟସରେ ଦ୍ବିତୀୟ ବିବାହ କରିବେ ଜଣାଶୁଣା ଓକିଲ ହରିଶ ସାଲଭେ, କାହାକୁ ବାହା ହେବେ ଜାଣନ୍ତୁ

ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ

ପ୍ରଧାନମନ୍ତ୍ରୀ ପାକିସ୍ତାନ ଓ ଚୀନ୍‌ ସହ ଯୁଦ୍ଧ ତାରିଖ ସ୍ଥିର କରି ସାରିଛନ୍ତି – ୟୁପି ବିଜେପି ଅଧ୍ୟକ୍ଷଙ୍କ ବିବାଦିତ ବୟାନ

ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଜିନପିଙ୍ଗ୍‌ ସେନା, ୧୦୦ ଯବାନ ଆକାଶରେ କଲେ ସମାରାଭ୍ୟାସ

RBI ଗଭର୍ଣ୍ଣରଙ୍କୁ କରୋନା