PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟାଙ୍ଗୀରେ ୧୭ଟିକିଆ ହାତୀପଲ ଆତଙ୍କ, ଗାଁରେ ପଶିଲେ, ଫସଲ ନଷ୍ଟ କଲେ
  • ||
  • ଢେଙ୍କାନାଳ : ୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
  • ||
  • କଳାହାଣ୍ଡି : ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ ଯୁବକ, ଫାସରେ ପଡି ଜୀବନ ଗଲା
  • ||
  • ଚାନ୍ଦବାଲି : ମୁଖ୍ୟ ବଜାରରେ ହଠାତ୍ ଭୁଶୁଡିଲା ବିଦ୍ୟୁତ୍ ଖୁଣ୍ଟି, ଅଳ୍ପକେ ବର୍ତ୍ତିଲେ ପଥଚାରୀ
  • ||
  • ଭୁବନେଶ୍ୱର : ଏ ବର୍ଷ ଥରାଇବ ଶୀତ ଲହରୀ, ଜବର ଜାଡ଼ରେ ଥରିବ ଓଡ଼ିଶା, ଲମ୍ବିବ ଶୀତ ଅବଧି
  • ||
  • ଲାଞ୍ଜିଗଡ଼ : ବେଦାନ୍ତର ଏଲଏନଟି କଲୋନୀକୁ ପଶିଲା କରୋନା, ୩ ଶ୍ରମିକ ପଜିଟିଭ୍ ଚିହ୍ନଟ
  • ||
  • ସମ୍ବଲପୁର : ଆଜି ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ, ମମିତା ମେହେର୍ ହତ୍ୟା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||

ବିବାହ ବନ୍ଧନରେ ବାନ୍ଧିହେଲେ ‘ଭଲ୍ଲାଲଦେବ’: ଯୋଡିକୁ ପସନ୍ଦ କଲେ ଫ୍ୟାନ୍ସ, ସୋସିଆଲ ମିଡିଆରେ ବୁଲିଲା ଫଟୋ ଓ ଭିଡିଓ

https://www.instagram.com/

ନୂଆଦିଲ୍ଲୀ ୯/୮: ‘ବାହୁବଳୀ’ ଫେ୍ ଆକ୍ଟର ରାଣା ଦଗ୍ଗୁବତ୍ତୀ ଗତ ରାତିରେ ନିଜ ଲେଡି ଲଭ୍ ମିହିକା ବଜାଜଙ୍କ ସହିତ ପବିତ୍ର ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ବିବାହକୁ ନେଇ ରାଣାଙ୍କ ଫ୍ୟାନ୍ସମାନେ ପ୍ରତୀକ୍ଷା କରି ରହିଥିଲେ । ବିବାହରେ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ଅନେକ ବଡ ବଡ ଚେହେରା ଅତିଥି ହୋଇଥିଲେ । ବିବାହର ଫଟୋ ଏବେ ସୋସିଆଲ ମିଡିଆରେ ଘୁରିବାରେ ଲାଗିଛି ।

ରାଣା ଦଗୁବତ୍ତୀ ଓ ମିହିକା ଲକଡାଉନ୍ ସମୟରେ ନିଜ ନିର୍ବନ୍ଧ ନେଇ ଖବର ଦେଇ ସମସ୍ତଙ୍କୁ ସର୍ପାଇଜ୍ ଦେଇଥିଲେ । ଉଭୟଙ୍କ ଯୋଡି ବହୁତ ସୁନ୍ଦର ଲାଗୁଛି ଏବଂ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ଉଭୟ ଟ୍ରାଡିସନାଲ୍ ଡ୍ରେସରେ ନଜର ଆସୁଛନ୍ତି ।