ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ କିସ୍ ଫଟୋ ସୋସିଆଲ ମିଡିଆରେ ଭାଇରାଲ

ମୁମ୍ବାଇ ୧୬/୩: ରଣବୀର କପୁର ଆଲିଆ ଭଟ୍ଟଙ୍କୁ କିସ୍ କରୁଥିବାର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି । ଏହି କିସ୍ ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଆଲିଆ ରବିବାର ୨୭ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଫଟୋରେ ରଣବୀର ଆଲିଆଙ୍କ ଗାଲରେ କିସ୍ କରୁଥିବା ନଜର ଆସୁଛନ୍ତି । ବ୍ୟାକଗ୍ରାଉଣ୍ଡରେ ଅର୍ଜୁନ୍ କପୁର ମଲାଇକାଙ୍କୁ ହଗ୍ କରିଥିବା ମଧ୍ୟ ନଜର ଆସୁଛନ୍ତି ।

ସେଲିବ୍ରିଟି ଫଟୋଗ୍ରାଫର ବିରଳ ଭୟାନୀଙ୍କ ଅନୁସାରେ ଏହି ଫଟୋକୁ ସମାଜସେବୀ ନତାଶା ପୁନୱାଲା ସେୟାର କରିଛନ୍ତି ।

ଭୟାନୀ ଏହି ଫଟୋ ସହିତ କ୍ୟାପ୍ସନ ଦେଇଛନ୍ତି କି ହ୍ୟାଶଟ୍ୟାଗ୍ ନତାଶା ପୁନୱାଲା, ହ୍ୟାଶଟ୍ୟାଗ୍ ଆଲିଆ ଭଟ୍ଟ, ହ୍ୟାଶଟ୍ୟାଗ୍ ରଣବୀର କପୁର ।  ତେବେ ଫିଲ୍ମ କଥା କହିବା ତ ଆଲିଆ ଓ ରଣବୀର ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ । ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ଅୟାନ୍ ମୁଖର୍ଜୀ । ଫିଲ୍ମରେ ଅମିତାଭ ବଚ୍ଚନ ମଧ୍ୟ ନଜର ଆସିବେ ।

   ସମ୍ବନ୍ଧିତ ଖବର


ମନାଲୀ ରାସ୍ତାରେ ରୋମାଣ୍ଟିକ୍‌ ହେଲେ ଅର୍ଜୁନ କାପୁର ଏବଂ ତାଙ୍କ ଠାରୁ ଢେର ବଡ ମଲାଇକା ଆରୋରା

କପିଲ ଶର୍ମାଙ୍କ ପିଛା ଛାଡୁନି ବିବାଦ : ୟୁଜର କହିଲେ, ‘ଚୁପ୍‌ଚାପ୍‌‌ କମେଡି କରନ୍ତୁ, ରାଜନୀତି କରିବାକୁ ଚେଷ୍ଟା କରନ୍ତୁ ନାହିଁ’

ପୁଣି ରାଜନୀତିରେ ରଖିବେ ପାଦ : କଂଗ୍ରେସରୁ ଇସ୍ତଫା ଦେବା ପରେ ଏବେ ଶିବସେନାରେ ଯୋଗ ଦେବେ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର

ରାସ୍ତାରେ ଏହିଭଳି ଅନ୍ଦାଜରେ ନଜର ଆସିଲେ ରାକ୍ଷୀ ସାଓ୍ବନ୍ତ, ଭାଇରାଲ ହେଉଛି ଫଟୋ

‘ଆଦିପୁରୁଷ’ର ସୀତା ଚରିତ୍ରରେ ଅଭିନୟ କରିବେ କ୍ରିତି

ସୁଟିଂ ସମୟରେ ରାହୁଲ ରାୟଙ୍କର ବ୍ରେନ୍‌ ଷ୍ଟ୍ରୋକ୍‌ – ଆଇସିୟୁରେ ଭର୍ତ୍ତି