PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଆଲିଆଙ୍କ ସାମ୍ନାରେ ନିଜ ସାର୍ଟ ଖୋଲିଦେଲେ ରଣବୀର, ତାପରେ ଘଟିଲା ଏମିତି..

ବାରଣାସୀ, ୧୫|୧୨: ରଣବୀର କପୁର ଓ ଆଲିଆ ଭଟ୍ଟ ଏବେ ବାରଣାସୀରେ ବ୍ରହ୍ମାସ୍ତ୍ର ଚଳଚ୍ଚିତ୍ରର ସୁଟିଂରେ ବ୍ୟସ୍ତ ଅଛନ୍ତି। ନିକଟରେ ରାଜଘାଟରେ ସୁଟିଂ ସମୟରେ ଉଭୟଙ୍କର କିଛି ଫଟୋ ଓ ଭିଡିଓ ଭାଇରାଲ ହୋଇଛି। ଏଥିରେ ଏପରି ଏକ ଫଟୋ ରହିଛି, ଯେଉଁଥିରେ ରଣବୀର ସାର୍ଟ ଖୋଲୁଥିବା ନଜର ଆସିଛି। ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

https://www.instagram.com/p/B6DkBkFAfnp/?utm_source=ig_embed

ଚଳଚ୍ଚିତ୍ରରେ ରେମୋ ଡିସୌଜାଙ୍କ ଦ୍ୱାରା କୋରିଓଗ୍ରାଫିର ଏହି ଗୀତର ସୁଟିଂ ବାରଣାସୀର ରାଜଘାଟରେ ହେଉଥିଲା। ଏହି ଗୀତରେ ରଣବୀର ନିଜ ସାର୍ଟ ଖୋଲୁଥିବା ନଜର ଆସିଥିଲା। ଏଥିରେ ଆଲିଆ ହ୍ୱାଇଟ୍ ଟପ୍ ସହ ବ୍ଲୁ ଜିନ୍ସରେ ଥିଲେ। ସେହିପରି ରଣବୀର ମିଲଟାରୀ ପ୍ରିଣ୍ଟ ସାର୍ଟ ପିନ୍ଧିଥିଲେ। କ୍ୟାମେରା ସାମ୍ନାରେ ସାର୍ଟ ଖୋଲୁଥିବା ରଣବୀରଙ୍କ ଏହି ଫଟୋ ଏବେ ସାମ୍ନାକୁ ଆସିଛି।

ଆୟାନ ମୁଖାର୍ଜୀଙ୍କ ନର୍ଦ୍ଦେଶିତ ଏହି ଫିଲ୍ମର ଅଧା ସୁଟିଂ ବାରଣାସୀରେ ହୋଇଛି। ଶନିବାର ଫିଲ୍ମର ଦ୍ୱିତୀୟ ଭାଗ ସୁଟିଂ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର