ରାଣୀ ପଣ୍ଡାଙ୍କୁ ଶୁଣନ୍ତୁ – ଯୋଉଟା ମେନ୍‌ ଜିନିଷ ଘୋଡାଇବା କଥା ତାହା ଘୋଡାଇ ନାଚୁଛି,ଉଲଗ୍ନ ହେବାର ଥିଲେ ପର୍ଣ୍ଣ ସିନେମା କରିଥାଆନ୍ତି !

ଭୁବନେଶ୍ୱର – ରାଣୀ ପଣ୍ଡା , ଯାତ୍ରା ଜଗତର ଏକ ବେଶ୍‌ ପରିଚିତ ନାଁ । ଯାତ୍ରା ଦୁନିଆଁରେ ନିଜ ଆଇଟମ୍‌ ନାଚ ପାଇଁ ଅନେକ ଥର ବିବାଦ ଭିତରକୁ ଚାଲି ଆସିଛନ୍ତି ରାଣୀ ପଣ୍ଡା । କେତେବେଳେ ପୋଷାକ ଖୋଲି ଫିଙ୍ଗି ବା ପାଇଁ କେତେ ବେଳେ ଅଙ୍ଗ ପ୍ରଦର୍ଶନର ଅଭିଯୋଗ ଆଉ କେତେବେଳେ ଯାତ୍ରା ପେଣ୍ଡାଲରୁ ତଳକୁ ଓହ୍ଲାଇ ଦର୍ଶକଙ୍କ କାନ କାମୁଡା ହେଉ । ତେବେ ରାଣୀ ପଣ୍ଡା କରୋନା ସମୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଅନେକ ଟଙ୍କା ଦାନ କରିଥିବାରୁ ତାଙ୍କୁ ପ୍ରଶଂସା କରାଯାଇଛି ।

ଯାତ୍ରା ଦୁନିଆଁରେ ଆଇଟମ୍‌ ନାଚ ପାଇଁ ବେଶ୍‌ ବିବାଦ ଭିତରେ ଥିବା ରାଣୀ ପଣ୍ଡା ପ୍ରମେୟନ୍ୟୁଜ ସେଭନ୍‌କୁ ଏକ ସାକ୍ଷାତକାରରେ ଆଇଟମ୍‌ ନାଚ ବିଷୟରେ କହିଛନ୍ତି। ଯୋଉଟା ମେନ୍‌ ଜିନିଷ ଘୋଡାଇବା କଥା ତାହା ଘୋଡାଇକରି ନାଚୁଛି । ଆଇଟମ୍‌ ଡ୍ୟାନ୍ସର ମାନେ ସ୍ପେଶାଲ୍ ଆଇଟମ୍‌ । ତ ମାନେ ନୁହେଁ ଉଲଗ୍ନ ଅବସ୍ଥା ବା ଅଙ୍ଗ ପ୍ରଦର୍ଶନ ତା ନୁହେଁ । ତାହା ଏହି ନାଚର ଅଂଶ । ଅଙ୍ଗ ଭଙ୍ଗୀ ଦେଖାଇବା ତ ନାଚ ଅଂଶ । ଲୋକ କହୁଛନ୍ତି । ଡ୍ରେସ୍‌ ଖୋଲି ନାଚୁଚି ବୋଲି କହୁଛନ୍ତି । ଯୋଉଟା ଘୋଡାଇ କରି ନାଚିବା କଥା ତାହା ଘୋଡାଇ ନାଚୁଛି । ଉଲଗ୍ନ ହେବାର ଥିଲେ ଏତେ ବିବାଦ ହୋଇ ନଥାନ୍ତା ।

ନଙ୍ଗଳା ହୋଇ ନାଚିବାର ଥିଲେ । ଓଡିଶାରେ ଏତେ ବିବାଦ ହୋଇ ନଥାନ୍ତା କି ଏତେ ବଦ ନାମ ମୁଣ୍ଡାଇ ଚାଲି ନଥାନ୍ତି । ପର୍ଣ୍ଣ ସିନେମାରେ ଅଭିନୟ କରିଥାଆନ୍ତି, ଏଠି କାହିଁକି କାମ କରିଥାଆନ୍ତା ।

ମାତ୍ର ସେମିତି ହେବାର ନାହିଁ । ରାଣୀ ତାଙ୍କ ବିଷୟର ଅନେକ କଥା ଏହି ସାକ୍ଷାତକାରବେଳେ ପ୍ରକାଶ କରିଛନ୍ତି ।

   ସମ୍ବନ୍ଧିତ ଖବର


କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

ଝିଟିପିଟିର ଦାମ୍‌ ୫୫ଲକ୍ଷ ଟଙ୍କା – ଚୋରୀ ହୋଇଯାଇଥିବା ଏହି ଜୀବକୁ ଉଦ୍ଧାର କଲା ପୁଲିସ୍‌ , ୨ଚୋର ଗିରଫ

ନବରାତ୍ରୀ ନେଇ ସୋସିଆଲ ମିଡିଆରେ ଅଶ୍ଲୀଳ ପୋଷ୍ଟ, କ୍ଷମା ମାଗିଲା Eros Now

ଅନ୍ଧବିଶ୍ୱାସର କରୁଣ ଦୃଶ୍ୟ … ନିଜ ୨୪ ବର୍ଷିୟ ପୁଅକୁ ବଳି ଦେଇଦେଲେ ମହିଳା !

ଭଙ୍ଗା ହାତରେ ଚା’ ବିକୁଛନ୍ତି ବୟସ୍କ ଦମ୍ପତି

ଏତେ ଭିଡ଼ରେ କରୋନା ବି ପଶି ପାରିବନି- ଏମିତି କହିଲେ ଆଇପିଏସ୍ ଅଫିସର