ରଞ୍ଜୀବ ବିଶ୍ୱାଳ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର

ଭୁବନେଶ୍ୱର, ୨୮ା୩(ବ୍ୟୁରୋ): ରାଜ୍ୟସଭା ସାଂସଦ ତଥା ଯୁବ କଂଗେସ୍ରର ପବୂର୍ତନ ରାଜ୍ୟ ସଭାପତି ରଞ୍ଜୀବ ବିଶ୍ୱାଳଙ୍କୁ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ଭାବେ ନିଯୁକ୍ତି ମିଳିଛି । ତାଙ୍କ ନିଯୁକ୍ତିକୁ କଂଗେସ୍ର ସଭାପତି ରାହୁଲ ଗାନ୍ଧୀ ମୋହର ମାରିଥିବା ଏଆଇସସିି ପକ୍ଷରୁ ସୂଚନା ଦିଆଯାଇଛି । ନିଯୁକ୍ତି ପାଇବା ପରେ ରଞ୍ଜୀବ ରାହୁଲ ଗାନ୍ଧୀଙ୍କୁ କୃତଜ୍ଞତା ଜଣାଇଥିବାବେଳେ ଓଡିଶା କଂଗ୍ରସ ପକ୍ଷରୁ ରଞ୍ଜୀବଙ୍କୁ ଅଭିନନ୍ଦନ ଜଣାଯାଇଛି । ଅପରପକ୍ଷେ ଶୈଳନ୍ଦଙ୍କ୍ରୁ ରାଷ୍ଟ୍ରୀୟ ମିଡିଆ ସଂଯୋଜକ ଓ ରଚତି୍‌ ସେଠ୍‌ଙ୍କୁ ରାଷ୍ଟ୍ରୀୟ ମିଡିଆ ସହ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି ।

   ସମ୍ବନ୍ଧିତ ଖବର


କାହାକୁ ନଜଣାଇ ଲୁଚିଛପି କିମ ଜୋଙ୍ଗ ଉନ ନିଜ ପରିବାର ସହ ନେଇଗଲେ କରୋନା ଟିକା, ଜାଣନ୍ତୁ କେଉଁଠୁ ପାଇଲେ ସେ ଟିକା ?

ସୁର Vs ସମ୍ବିତ – ଏମିତି ଚେତାବନୀ ଦେଲେ ସୁର କହିଲେ ଆତ୍ମାକୁ ବାଧିଲା.. ୧୫ ଦିନ ସମୟ ଦେଲୁ ନହେଲେ

ଦେଶର ସମସ୍ତ ଲୋକଙ୍କୁ ମିଳିବନି କରୋନା ଟିକା: କେନ୍ଦ୍ର ସ୍ବାସ୍ଥ୍ୟସଚିବ

ତୃତୀୟ ପର୍ଯ୍ୟାୟରେ ଏମସ୍‌ର ଡାକ୍ତର ନେଲେ କୋଭାକ୍ସିନ୍‌ ଟିକା- କହିଲେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ନାହିଁ

ସୁଧୁରୁଚି ଦେଶର ଅର୍ଥନୀତି, ଲଗାତାର ଭାବେ ଦ୍ବିତୀୟ ମାସରେ ୧ ଲକ୍ଷ କୋଟି ପାରକଲା GST କଲେକସନ୍ …

ସୋଆ ରେ ପୂର୍ବାଂଚଳ ପ୍ରାକ୍ ସାଧାରଣତନ୍ତ୍ର ଦିବସ ଏନ୍‌ଏସ୍‌ଏସ୍ ପ୍ୟାରେଡ କ୍ୟାମ୍ପ ଉଦ୍‌ଯାପିତ