PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଇରଙ୍ଗପୁର : ବିଦ୍ୟୁତ ଆଘାତରେ ବୃଦ୍ଧ ମୃତ, ପାଣିରେ ବୁଡି ଯୁବକ ମୃତ
  • ||
  • ଭୁବନେଶ୍ୱର : ଓଡ଼ିଶା ଅନଲକ୍‌ ହେବା ନେଇ ସୋସିଆଲ ମିଡିଆରେ ପ୍ରଚାର ହେଉଛି ଗୁଜବ, ସ୍ପଷ୍ଟୀକରଣ ଦେଲେ SRC- ଏଭଳି ମାର୍ଗଦର୍ଶିକା ଜାରି ହୋଇନି
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୩୩୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୬ ହଜାର ପାର୍
  • ||
  • ଭୁବନେଶ୍ୱର : ଗଣପର୍ବ ରଜ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ନୂଆଦିଲ୍ଲୀ : ଆଜିଠାରୁ ରାଜଧାନୀରେ ଖୋଲିବ ମଲ୍, ବଜାର ଏବଂ ଦୋକାନ, ୫୦ ପ୍ରତିଶତ କ୍ଷମତାରେ ଚାଲିବ ମେଟ୍ରୋ
  • ||
  • ନୂଆଦିଲ୍ଲୀ : ଇସ୍ରାଇଲରେ ନେତ୍‌ନ୍ୟାହୁଙ୍କ ଯୁଗ ଶେଷ, ନଫତାଲୀ ବେନେଟ୍ ହେଲେ ନୂଆ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ରଜ ପାଇଁ ଓଟିଡିସି ଆରମ୍ଭ କଲା ‘ପିଠା ଅନ୍‌ ହ୍ୱିଲ୍‌’, ଭୁବନେଶ୍ୱର ସହ ସମ୍ବଲପୁର ଓ କଟକରେ ମିଳିବ ପିଠା
  • ||
  • ବଅଁରପାଳ : ସୁନାର ସଂସାରକୁ ଛାରଖାର କରିଦେଲା କରୋନା, ଆଗପଛ ହୋଇ ଚାଲିଗଲେ ପୁଅ-ବୋହୂ ଓ ମା, ଅନାଥ ହୋଇଗଲା ୧୪ ମାସର ଶିଶୁପୁତ୍ର
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ କନ୍ୟା ଚୋରି ନୀତି
  • ||
  • ଭୁବନେଶ୍ୱର : ଆଜି ପହିଲି ରଜ, ଗାଁଠାରୁ ସହର ସବୁଠି ଜମୁଛି ପିଠାପଣାର ଆସର
  • ||
  • ଭୁବନେଶ୍ୱର : ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, ଆହୁରି ଦୁଇଦିନ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା, ୧୫ ପର୍ଯ୍ୟନ୍ତ ଧୀବରଙ୍କୁ ସମୁଦ୍ର ମନା
  • ||

ରାନୁ ମଣ୍ଡଲଙ୍କ ଦ୍ୱାରା ପ୍ରେରିତ ହୋଇ ଓଡ଼ିଆରେ ରିଲିଜ୍‌ ହେଲା ‘ତୋର ମୋର ଏ ପ୍ରେମ କାହାଣୀ’

ଭୁବନେଶ୍ବର ୩/୯: ‘ତେରି ମେରି କାହାନୀ’ ଗାଇ ରାତି ରାତି ନୂଆ ପରିଚୟ ପାଇଥିବା ରାନୁ ମଣ୍ଡଲଙ୍କ ଗୀତ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଥିବାବେଳେ ଓଡ଼ିଆରେ ତାକୁ କପି କରି ନୂଆ ଗୀତ ‘ତୋର ମୋର ଏ ପ୍ରେମ କାହାଣୀ’ର ଷ୍ଟୁଡିଓ ଭର୍ସନ ରିଲିଜ୍‌ ହୋଇଛି ।

୨୯ତାରିଖରେ ଇନ୍ୟୁଜ୍‌ ଓଡ଼ିଆର ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ରିଲିଜ୍‌ ହୋଇଥିବା ଏ ଗୀତ ବି ଲୋକପ୍ରିୟତା ସାଉଁଟିବାରେ ପଛାଇ ନାହିଁ । ଏହାକୁ ଗାଇଛନ୍ତି କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ପ୍ରଜ୍ଞା । ଗୀତ ଲେଖିଛନ୍ତି ସୁନୀଲ ମହାରଣା । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅବିନାଶ ମିଶ୍ର ।

ଆରେଞ୍ଜମେଣ୍ଟ କରିଛନ୍ତି ସୁରଜ ରଥ(ସିଟୁ) । ଏଡିଟିଂ କରିଛନ୍ତି ଏଲ୍‌. କୁମାର । ଷ୍ଟୁଡିଓ ଭର୍ସନ ମେକିଂ କରିଛନ୍ତି ଦୀପକ । ମିଳିଥିବା ସୂଚନା ଅନୁସାରେ କଟକ ଏମ୍‌ଆର୍‌ଆର୍‌ ଷ୍ଟୁଡିଓରେ ଏହାର ରେକର୍ଡିଂ ହୋଇଥିବାବେଳେ ଶକ୍ତିସ୍ୱର ମହାପାତ୍ର ମିକ୍ସିଂ କରିଛନ୍ତି । ଏହି ଗୀତ ଶୁଣିବା ପରେ ବିଭିନ୍ନ ଶ୍ରୋତା ଭିନ୍ନ ଭିନ୍ନ ମତ ପୋଷଣ କରିଛନ୍ତି । ଏପଟେ ଗୀତଟି କିନ୍ତୁ ଲୋକଦୃତ ହୋଇଚାଲିଛି ।

ସମ୍ବନ୍ଧିତ ଖବର