ଷ୍ଟୁଡିଓ ବାହାରେ ବିନା ଫେସ୍‌ ମାସ୍କରେ ନଜର ଆସିଲେ ରଣବୀର ସିଂହ, ଫଟୋ ଭାଇରାଲ

ମୁମ୍ବାଇ,୨୦/ ୧୦: ବଲିଉଡର ଷ୍ଟାଇଲସ୍‌ ହିରୋ ରଣବୀର ସିଂହଙ୍କୁ ନେଇ ଚର୍ଚ୍ଚା। ମଙ୍ଗଳବାର ଦିନ ରଣବୀର ସିଂହ ନିଜ ଘରୁ ବାହାରି ଏକ ଷ୍ଟୁଡିଓକୁ ଯାଇଥିଲେ। ଏହା ମଧ୍ୟରେ ନିଜର ଷ୍ଟାଇଲିସ୍‌ ଅନ୍ଦାଜରେ ପୁଣି ଥରେ ଦେଖା ଦେଲେ ରଣବୀର ସିଂହ। ସେ ଫଙ୍କି ଲୁକରେ କୁଲ ଦେଖାଯାଉଥିଲେ। ଏହି ସମୟରେ ତାଙ୍କ ଫ୍ୟାନ୍ସ ମାନେ ଉଠାଇଥିଲେ ତାଙ୍କ ଫଟୋ।

ରଣବୀରଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ରଣବୀରଙ୍କ ଫଟୋରେ ଦେଖିବାକୁ ମିଳିଛି ଯେ ତାଙ୍କ ମୁହଁରେ ଫେସ୍‌ ମାସ୍କ ନଥିଲା। ଅଥଚ ତାଙ୍କ ବେକରେ ଏକ ସ୍କାର୍ଫ ଥିବାର ଦେଖିବାକୁ ମିଳିଛି। ଯେଉଁ ଫଟୋ ଭାଇରାଲ ହେବାରେ ଲାଗିଛି। ରଣବୀରଙ୍କ ଆଗାମୀ ଫିଲ୍ମ ୮୩ ଆସୁଛି।

   ସମ୍ବନ୍ଧିତ ଖବର


ସୁଟିଂ ସମୟରେ ରାହୁଲ ରାୟଙ୍କର ବ୍ରେନ୍‌ ଷ୍ଟ୍ରୋକ୍‌ – ଆଇସିୟୁରେ ଭର୍ତ୍ତି

ଟଲିଉଡ୍‌ରେ ଏଣ୍ଟ୍ରି କରିବେ ଟ୍ୟାଲେଣ୍ଟେଡ ଓଡ଼ିଆ ଅଭିନେତା ଦେବାଶିଷ

ଦିବ୍ୟାଙ୍କୁ କରୋନା, ମା କହିଲେ ‘ଫ୍ରଡ୍ ପତି’

ଗାର୍ଲଫ୍ରେଣ୍ଡ ରୁଚିକାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେଲେ ଅଭିନେତା ଶାହିର ଶେଖ

ବିବେକ ଓବରୟେଙ୍କ ସହ ଫିଲ୍ମ କରିବେ ଅରବାଜ୍‌ ଖାନ୍‌ , ସଲଖାନ ଖାନ ଅନୁମତି ଦେବେ ତ ?

କଙ୍ଗନାଙ୍କୁ ‘ଦି ଟଙ୍କାର ମଣିଷ’ କହି ଆକ୍ଷେପ କରିଥିଲେ ମୁମ୍ବାଇ ମେୟର, ତା’ପରେ ପାଲଟା ଜବାବ୍‌ ଦେଲେ ପଙ୍ଗା କୁଇନ୍