ଏହି ସପ୍ତାହର ସମ୍ପୂର୍ଣ୍ଣ ରାଶିଫଳ – ଏହି ରାଶିର ବ୍ୟକ୍ତିଙ୍କ ନାମ ସମ୍ମାନ ଲାଭ

ମେଷ: ସପ୍ତାହରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବ୍ୟସ୍ତ ରହିବେ । ପ୍ରଶାସନ ଓ ରାଜନୀତିରେ ମାନମର୍ଯ୍ୟାଦା ବୃଦ୍ଧି ପାଇବ । ପରିବହନ ଓ ବ୍ୟବସାୟରେ ଉତ୍ତମ ଲାଭ ପାଇବେ । ଭାଗ୍ୟାଙ୍କ-୩, ଶୁଭ ରଙ୍ଗକ୍ରିମ୍, ବିଧେୟ-ଅନାଥମାନଙ୍କୁ ସାହାଯ୍ୟ କରନ୍ତୁ ।

ବୃଷ- ସପ୍ତାହଟିରେ ଆର୍ଥିକ ଉନ୍ନତି ହୋଇପାରେ । •କିରିରେ କାର୍ଯ୍ୟ ବ୍ୟସ୍ତତା ରହିବ । ପରିବହନ, ଶିଳ୍ପ ଓ ବ୍ୟବସାୟରେ ସାଧାରଣ ଫଳ ମିଳିବ । ବିଦ୍ୟାର୍ଥୀ ସୁଫଳ ପାଇବେ । ଭାଗ୍ୟାଙ୍କ-୨,ଶୁଭ ରଙ୍ଗ-ଧଳା, ବିଧେୟ-ମହାଦେବ ତିଳ ଅର୍ପଣ କରନ୍ତୁ ।

ମିଥୁନ-ସପ୍ତାହଟିରେ ସମାଜରେ ପ୍ରତିଷ୍ଠିତ ହେବେ । •କିରିରେ ସ୍ଥାନାନ୍ତର ଯୋଗ ରହିଛି । ମହିଳାମାନେ ଯଶକିର୍ତ୍ତି ପାଇବେ । ରାଜନୀତିରେ ପ୍ରସିଦ୍ଧି ବଢ଼ିବ । ଭାଗ୍ୟାଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍, ବିଧେୟ-ଗଣପତି ଭଗବାନଙ୍କୁ ଉପାସନା କରନ୍ତୁ ।

କର୍କଟ-ସପ୍ତାହଟିରେ ଧନ ସମ୍ମାନ ପାଇବେ । ପରିଶ୍ରମର ଫଳ ପାଇବେ । ପ୍ରଶାସନ ଓ ରାଜନୀତିରେ ସୁନାମ ପାଇବେ । ପରିବହନ ଓ ବ୍ୟବସାୟ ଲାଭଜନକ ରହିବ । ଭାଗ୍ୟାଙ୍କ-୯, ଶୁଭ ରଙ୍ଗ-ମେରୁନ, ବିଧେୟ-ହରଗୌରୀଙ୍କୁ ଉପାସନା କରନ୍ତୁ ।


ସିଂହ- ସପ୍ତାହରେ କର୍ମକ୍ଷେତ୍ରରେ ସହଯୋଗ ପାଇ ଆଗେଇବେ । ଅତିଥିଙ୍କ ଆଗମନ ହୋଇପାରେ । ପ୍ରଶାସନ ଓ ରାଜନୀତିରେ ସମ୍ମାନ ପାଇବ । ବିଦ୍ୟାର୍ଥୀ ସଫଳ ହେବେ । ଭାଗ୍ୟାଙ୍କ-୩, ଶୁଭ ରଙ୍ଗଗୋଲଡେନ୍, ବିଧେୟ- ହରଗୌରୀଙ୍କୁ ଉପାସନା କରନ୍ତୁ ।

କନ୍ୟା- ସପ୍ତାହଟିରେ ସମସ୍ୟା ଭିତରେ ଗତି କରିବେ । ମହିଳାମାନେ ଆତ୍ମନିର୍ଭରଶୀଳ ହେବେ । ରାଜନୀତିରେ ନେତୃତ୍ୱ ବୃଦ୍ଧି ପାଇବ । ପରିବହନ, ଶିଳ୍ପ ଓ ବ୍ୟବସାୟରେ ସ୍ୱଳ୍ପ ଲାଭ ହେବ । ଭାଗ୍ୟାଙ୍କ-୫,ଶୁଭ ରଙ୍ଗ-ସବୁଜ, ବିଧେୟ- ଲକ୍ଷ୍ମୀନାରାୟଣଙ୍କୁ ଉପାସନା କରନ୍ତୁ ।

ତୁଳା- ସପ୍ତାହଟିରେ ଆର୍ଥିକ ଚିନ୍ତା ରହିବ । ମହିଳାମାନେ ରକ୍ଷଣଶୀଳ ହେବେ । ପରିବହନ ଓ ବ୍ୟବସାୟରେ ଲାଭଜନକ ରହିବ । ବିଦ୍ୟାର୍ଥୀମାନେ ସଫଳ ହେବେ । ଭାଗ୍ୟାଙ୍କ-୪, ଶୁଭ ରଙ୍ଗମେଟାଲିକ୍, ବିଧେୟ-ପକ୍ଷୀମାନଙ୍କୁ ଶସ୍ୟ ଦିଅନ୍ତୁ ।ବିଛା- ସପ୍ତାହଟି ବ୍ୟସ୍ତତା ଭିତରେ କଟିବ । ବନ୍ଧୁବାନ୍ଧବମାନଙ୍କର ସହଯୋଗ ପାଇବେ । ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ ।
ବିଦ୍ୟାର୍ଥୀମାନେ ସଫଳ ହେବେ । ଭାଗ୍ୟାଙ୍କ-୧,ଶୁଭ ରଙ୍ଗ-ପିଙ୍କ୍, ବିଧେୟ-ତାରିଣୀ ମା’ଙ୍କୁ ଉପାସନା କରନ୍ତୁ ।

ଧନୁ- ସପ୍ତାହଟିରେ ଆର୍ଥିକ ଯୋଜନା କାର୍ଯ୍ୟକାରୀ ହେବ । ରାଜନୀତିରେ ନେତୃତ୍ୱ ବୃଦ୍ଧି ପାଇବ । ପରିବହନ, ବ୍ୟବସାୟରେ ଲାଭାନ୍ନିତ ହେବେ । ବିଦ୍ୟାର୍ଥୀ ସଫଳ ହେବେ । ଭାଗ୍ୟାଙ୍କ-୮, ଶୁଭ ରଙ୍ଗ-ବାଇଗଣି, ବିଧେୟ-ଗ୍ରାମଦେବୀଙ୍କୁ ଉପାସନା କରନ୍ତୁ ।

ମକର- ସପ୍ତାହର ଅସ୍ଥିରତା କାରଣରୁ କାର୍ଯ୍ୟତ୍ରୁଟି କରିପାରନ୍ତି । ରାଜନୀତିରେ ପ୍ରତିଦ୍ୱନ୍ଦ୍ୱିତା ରହିବେ । ପରିବହନ, ଶିଳ୍ପ ଓ
ବ୍ୟବସାୟରେ ସାଧାରଣ ଫଳ ପାଇବେ । ଭାଗ୍ୟାଙ୍କ-୫, ଶୁଭ ରଙ୍ଗସବୁଜ, ବିଧେୟ-ମହାଦେବଙ୍କୁ ଉପାସନା କରନ୍ତୁ ।

କୁମ୍ଭ- ସପ୍ତାହଟିରେ ବଡ଼ ଧରଣର ସଫଳତା ପାଇ ପାରନ୍ତି । ରାଜନୀତିରେ ଲୋକ ସମ୍ପର୍କ ବୃଦ୍ଧି ପାଇବ । ପରିବହନ ଓ ବ୍ୟବସାୟ ଲାଭାନ୍ୱିତ ହେବେ । ବିଦ୍ୟାର୍ଥୀ ସଫଳ ହେବେ । ଭାଗ୍ୟାଙ୍କ-୬, ଶୁଭ ରଙ୍ଗ-ସିଲଭର, ବିଧେୟ-ଗ୍ରାମଦେବୀଙ୍କୁ ଉପାସନା କରନ୍ତୁ ।

ମୀନ- ସପ୍ତାହଟିରେ କର୍ମକ୍ଷେତ୍ରରେ ସହଯୋଗ ମିଳିବ । ଚଳଚଞ୍ଚଳ ରହିବେ । ରାଜନୀତିରେ ପ୍ରସିଦ୍ଧି ପାଇବେ । ପରିବହନ ଓ ବ୍ୟବସାୟରେ ସଞ୍ଚୟ ହେବ । ବିଦ୍ୟାର୍ଥୀ ସଫଳ ହେବେ । ଭାଗ୍ୟାଙ୍କ-୩, ଶୁଭ ରଙ୍ଗହଳଦିଆ, ବିଧେୟ-ମହାଦେବଙ୍କୁ ଦୁଗ୍ଧାଭିଷେକ କରନ୍ତୁ ।

   ସମ୍ବନ୍ଧିତ ଖବର


ହଠାତ୍ ଆକାଶରେ ଦେଖିବାକୁ ମିଳିଲା ଅଗ୍ନି ପିଣ୍ଡୁଳା,ଜୋରଦାର ଲାଇଟ୍ ସହିତ ହୋଇଗଲା ଗାଏବ୍

ଆଜି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ: ଲାଗିବନି ସୂତକ,ଏହି ରାଶିର ବ୍ୟକ୍ତି ଓ ଗର୍ଭବତୀ ରୁହନ୍ତୁ ସତର୍କ

ଆଜିର ରାଶିଫଳ (୩୦/୧୧, ସୋମବାର)

ଗୋଟେ ବର୍ଷରେ ୨୩ଜଣ ପିଲାଙ୍କର ବାପା ହେଲେ ଯୁବକ ! କହିଲେ, ତାଙ୍କୁ କାହିଁକି ମହିଳାମାନେ ପସନ୍ଦ କରୁଛନ୍ତି

ଭାରତ ବିସ୍ମୟ ବାଳକ- ବୟସ ମାତ୍ର ୪ ବଜାଉଛନ୍ତି ତାଳରେ ଢୋଲ:ଦେଖନ୍ତୁ ଶୁଣନ୍ତୁ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ

ଦେଶର ସବୁ ରେଳ ଷ୍ଟେସନରୁ ଉଭାନ ହେବ ପ୍ଲାଷ୍ଟିକ୍‌ କପ୍ – ଏବେ ‘କୁଲହଡ’ରେ ଚା’ ପିଇବେ ଯାତ୍ରୀ