ଶନିବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଅଦ୍ୟ ତା.୨୪.୧୦.୨୦୨୦ରିଖ, ତୁଳା ୮ ଦିନ, ଆଶ୍ୱିନ ଶୁକ୍ଳପକ୍ଷ ଅଷ୍ଟମୀ, ଶନିବାର । ଅଷ୍ଟମୀ-ଦିବା ୭ଟା ୦୨ ମିନିଟ୍‌, ଶ୍ରବଣା-ରାତ୍ରି ୨ଟା ୪୧ ମିନିଟ୍‌, ମକର ଚନ୍ଦ୍ର-୬୦ ଦଣ୍ଡ ଅହୋରାତ୍ର ।ସୂର୍ଯ୍ୟୋଦୟ : ୫ଟା ୪୫ ମିନିଟ୍‌ ୫୩ ସେକେଣ୍ଡ ।ସୂର୍ଯ୍ୟାସ୍ତ: ୫ଟା ୧୫ ମିନିଟ୍‌ ୨୮ ସେକେଣ୍ଡ ।ମୃତେଏକପାଦ ପୁଷ୍କରଦୋଷ ।ଲାଉଖାଇବାମନା, ଖାଇଲେଗୋମାଂସସହସମାନ । ଅଦ୍ୟ ଫଳଥୁଆବ୍ରତ, ମହାଷ୍ଟମୀ, ପୀଠେମହାନବମୀପୂଜା ।

ଶନିବାର ରାଶିଫଳ

ମେଷ: କର୍ମରେ ଉନ୍ନତି କରିବା ପାଇଁ ଯୋଜନା କରିବେ ।ସେଥିରେ ସଫଳ ହେବାପାଇଁ ଚେଷ୍ଟା ଜାରି ରଖିବେ । ନୂତନ କର୍ମାରମ୍ଭ କରିପାରନ୍ତି କିମ୍ବା ନୂତନ ନିଯୁକ୍ତି ମିଳି ପାରେ ।ବାଣିଜ୍ୟ, ପରିବହନରେ ଆୟ ଉତ୍ତମ ହେବ ଓ ବ୍ୟବସାୟ କର୍ମରେ ଦୂରସ୍ଥାନକୁ ଯାତ୍ରାକରିବେ ।କର୍ମପ୍ରତି ଏକାଗ୍ରତା ଓ ଆନ୍ତରିକତା ଭାବ ଜାଗ୍ରତ ହେବ ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅଧିକ ଧ୍ୟାନ ଦେବେ ।ମହିଳାମାନଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧିପାଇବ ।ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୩, ଆରାଧନା: ପ୍ରଭୁହନୁମାନ ।

ବୃଷ: ଘାତବାର ଓ ନବମ ଚନ୍ଦ୍ରହେତୁ କର୍ମରେ କିଛି ବିଘ୍ନ ଘଟି ପାରେ ଓ ମନରେ ଅସ୍ଥିରଭାବପ୍ରକାଶ ପାଇ ପାରେ ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମହେବ ।ପଦସ୍ଥକର୍ମ•ରୀ, କ୍ଷମତାଶାଳୀ ବ୍ୟକ୍ତି ଓ ରାଜନୈତିକ ବ୍ୟକ୍ତିଙ୍କ ସହାୟତା ପାଇବେ ।ରାଜନୈତିକ ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅଧିକ ଯତ୍ନ କରିବେ ।ମହିଳା ମାନେ ଗୁରୁଜନଙ୍କ ସେବାରେ ବ୍ରତୀ ହେବେ ।ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୧୨, ଆରାଧନା: ପ୍ରଭୁଶ୍ରୀରାମ ।

ମିଥୁନ: ଅଷ୍ଟମ ଚନ୍ଦ୍ରହେତୁ ମାନସିକ ଅସ୍ଥିରତା, ଶାରୀରିକ ପୀଡ଼ା ଓ ପରିବାରରେ ଅଶାନ୍ତି ଦେଖା ଦେବ ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ରହିବ ।କର୍ମସ୍ଥାନରେ ସହ କର୍ମୀଙ୍କ ସହ ବିବାଦ ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ ।ଯେଉଁମାନଙ୍କର ପୁନର୍ବସୁମିଥୁନ ସେମାନଙ୍କ ପାଇଁ ଦିନଟି ବହୁତ ଅଶୁଭ ରହିବ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଆଳସ୍ୟତା କରିବେ ।ମହିଳା ମାନେ ମନସ୍ତାପରେ ରହିବେ ।ଶୁଭରଙ୍ଗ-ମେରୁନ୍‌୍‌, ଶୁଭସଂଖ୍ୟା-୮, ଆରାଧନା-ପ୍ରଭୁଶ୍ରୀଜଗନ୍ନାଥ ।

କର୍କଟ: ଶୁକ୍ଳପକ୍ଷର ସପ୍ତମଚନ୍ଦ୍ର ହେତୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ।କର୍ମରେ ପ୍ରଶଂସିତ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ ।ସ୍ତ୍ରୀହେତୁକ ଧନଲାଭ କିମ୍ବା କୌଣସି ବିଶେଷସୂତ୍ରରୁ ଧନ ପ୍ରାପ୍ତି ହୋଇ ପାରେ ।ପରିବାରରେ ଶାନ୍ତି ଓ ସହଧର୍ମିଣୀଙ୍କ ସହ ସମ୍ପର୍କ ମଧୁର ହେବ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ‌ସ୍ୱକର୍ମରେ ଅବହେଳା କରିବେ ।ମହିଳା ମାନେ ସ୍ୱାମୀସେବାରେ ବ୍ରତୀହେବେ ।ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୯, ଆରାଧନା-ମା’ ଭୁବନେଶ୍ୱରୀ ।

ସିଂହ : ଘାତବାର ଓ ଘାତଚନ୍ଦ୍ର ହେତୁ ବିଶେଷ ସତର୍କତା ଅବଲମ୍ବନ କରିବେ ।ଯେଉଁମାନଙ୍କର ପୂର୍ବଫାଲ୍‌ ‌ଗୁନୀସିଂହ ସେମାନଙ୍କ ପାଇଁ ଦିନଟି ବହୁତ ଅଶୁଭରହିବ ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମରହିବ ।କର୍ମସ୍ଥାନରେ ନିଜରଲୋକ, ସହକର୍ମୀଶତ୍ରୁ ତାକରିବେ ।ପରିବାରରେ ଅଶାନ୍ତି ଓ ସାମାନ୍ୟଶାରୀରିକ ଅସୁସ୍ଥତା ଅନୁଭବକରିବେ । ଅଯଥା ବିବାଦରେ ଫସିବେ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ‌କର୍ମପ୍ରତି ବିମୁଖହେବେ ।ମହିଳାମାନେ ବିଷାଦଗ୍ରସ୍ତହେବେ ।ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୬, ଆରାଧନା: ମା’ ମାତଙ୍ଗୀ ।

କନ୍ୟା: ଘାତବାରହେତୁବାଦବିବାଦ ଓ ସ୍ୱାସ୍ଥ୍ୟପ୍ରତିସତର୍କରହିବେ ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମହେବ ।କର୍ମରେ ସଫଳତା ଓ ମାନସମ୍ମାନ ବୃଦ୍ଧିପାଇବ ।ବାପା, ମା’ଙ୍କକୃପା, ପରିବାରର ସମସ୍ତଙ୍କ ସାହାଯ୍ୟ ଓ ସହଯୋଗ ପାଇବେ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ମନୋନିବେଶ କରିବେ ।ମହିଳାମାନେ ମାନସିକଶା ନ୍ତିପାଇବେ ।ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୪, ଆରାଧନା: ମା’ ଷୋଡ଼ଶୀ ।

ତୁଳା: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ପଳ୍ପ ରହିବ ।କର୍ମସ୍ଥାନରେ ଅଶାନ୍ତି ଓ ବହୁବାଧାବିଘ୍ନର ସମ୍ମୁଖୀନ ହେବେ । ସ୍ୱଜନ, ପ୍ରିୟଜନଙ୍କ ସହ ଅପ୍ରିୟତା ଓ ବନ୍ଧୁବାନ୍ଧବଙ୍କ ସହ ମତାନ୍ତର ହେବ ।ମୂଲ୍ୟବାନ ପଦାର୍ଥ ନଷ୍ଟ, ପରିବାରରେ ଅଶାନ୍ତି ଓ ମାଲିମକଦ୍ଦମାରେପଡ଼ିପାରନ୍ତି ।ଯେଉଁମାନଙ୍କ ରବିଶାଖାତୁଳା ସେମାନଙ୍କପାଇଁ ଦିନଟିବହୁତ ଅଶୁଭରହିବ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ‌ସ୍ୱକର୍ମରେ ଅନାଗ୍ରହୀ ହେବେ ।ମହିଳା ମାନେ ଶାରୀରିକ ପୀଡ଼ା ପାଇବେ ।ଶୁଭରଙ୍ଗ-ସବୁଜ, ଶୁଭସଂଖ୍ୟା-୪, ଆରାଧନା: ମା’ କମଳା ।

ବିଛା: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମହେବ ।କର୍ମରେ ଉନ୍ନତି କରିବେ ଓ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କରିପାରନ୍ତି କିମ୍ବା ନୂତନ ନିଯୁକ୍ତି ମିଳିପାରେ ।ପରିବାରରେ ଶାନ୍ତି ଓ ଭାଇଭଉଣୀଙ୍କ ସହ ସମ୍ପର୍କ ମଧୁର ହେବ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଗ୍ରହୀ ହେବେ ।ମହିଳା ମାନେ ଭ୍ରାତୃପ୍ରେମୀ ହେବେ ।ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୩, ଆରାଧନା-ମା’ ବଗଳାମୁଖୀ ।

ଧନୁ:ଆର୍ଥିକ ଅବସ୍ଥା ସ୍ୱଚ୍ଛଳହେବ ।ହୃତଧନ ଫେରିପାଇବେ ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକହେବ ।କର୍ମସ୍ଥାନରେ ଦରମାରେକିଛିବୃଦ୍ଧିଘଟିପାରେ ।ମୂଲ୍ୟବାନ ଧାତୁକିମ୍ବା ଭୂମିକ୍ରୟ କରିପାରନ୍ତି ।ଘାତବାର ହେତୁମନରେ ଅସ୍ଥିରତା ଓ ବିରକ୍ତିଭାବ ପ୍ରକାଶ ପାଇପାରେ ଓ ଶାରୀରିକ ଅସୁୁସ୍ଥତା ଅନୁଭବ କରିପାରନ୍ତି ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅନାଗ୍ରହୀ ହେବେ ।ମହିଳାମାନେ ଶାରୀରିକ ପୀଡ଼ା ପାଇବେ ।ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୯, ଆରାଧନା- ମା’ ବିମଳା ।

ମକର: ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧିଘଟିବ ।ସୁଖାଦ୍ୟ, ସୁବସନ ପ୍ରାପ୍ତି ଓ ସ୍ୱଜନ, ପ୍ରିୟଜନଙ୍କ ସହସମ୍ପର୍କ ମଧୁରହେବ ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମହେବ ।କର୍ମରେ ସଫଳତା ଓ କର୍ମସ୍ଥାନରେ ମାନସମ୍ମାନ ବୃଦ୍ଧିପାଇବ ।ମାନସିକ, ପାରିବାରିକ ଶାନ୍ତି ଓ ଦେହମନ ସୁସ୍ଥରହିବ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ସଫଳତା ପାଇବେ ।ମହିଳା ମାନଙ୍କର ଆତ୍ମସମ୍ମାନ ବୃଦ୍ଧିପାଇବ ।ଶୁଭରଙ୍ଗ-ବାଇଗଣୀ, ଶୁଭସଂଖ୍ୟା-୧୧, ଆରାଧନା-ମା’ ଦୁର୍ଗା ।

କୁମ୍ଭ: ଅପବ୍ୟୟ, ଅପବାଦ ଓ ଅପଯଶ ପାଇପାରନ୍ତି ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅପେକ୍ଷାବ୍ୟୟ ଅଧିକରହିବ ଓ ଅଯଥା ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି ।କର୍ମପ୍ରତି ଅନାଗ୍ରହଭାବ ଓ ଆଳସ୍ୟତା ଭାବବୃଦ୍ଧି ପାଇବ ଓ ସମସ୍ତକର୍ମରେ ଅଯଥା ବିଳମ୍ବ ପରିଲକ୍ଷିତହେବ ।ବିଦ୍ୟାର୍ଥୀ, କ୍ରୀଡ଼ାବି ତ୍‌ସ୍ୱକର୍ମରେ ଅନାଗ୍ରହୀ ହେବେ ।ମହିଳାମାନେ ଘରକରଣା ଦ୍ରବ୍ୟ କ୍ରୟକରିବେ ।ଶୁଭରଙ୍ଗ-କଳା, ଶୁଭସଂଖ୍ୟା-୩, ଆରାଧନା-ମା’ କାଳୀ ।

ମୀନ:ଆର୍ଥିକ ଅବସ୍ଥାରେ ଦ୍ରୁତ ଉନ୍ନତି ଘଟିବ ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟଉତ୍ତମ ହେବ ।କର୍ମରେ ଆଶାତୀତ ସଫଳତା ଓ ଦରମାରେ କିଛିବୃଦ୍ଧି ଘଟିପାରେ ।ମୂଲ୍ୟବାନ ଧାତୁ କିମ୍ବା ଭୂମିକ୍ରୟ କରିବାରସୁଯୋଗ ପାଇବେ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ମନୋନିବେଶକ ରିବେ ।ମହିଳାମାନେ ସଞ୍ଚୟ କରିବାରେ ରୁଚିରଖିବେ ।ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୯, ଆରାଧନା-ମା’ ତାରା ।
ବିଶେଷସୂଚନା
ସମସ୍ତରାଶିରବ୍ୟକ୍ତିମାନେ ଦିନଟିଶୁଭହେବାପାଇଁଉକ୍ତମନ୍ତ୍ରଟିଋଷ୍ୟାଦିକରିପାଠକରନ୍ତୁ ।
ଋଷ୍ୟାଦି : ଓଁ ଅସ୍ୟଶ୍ରୀ ଶନିଶ୍ଚର ମହାମନ୍ତ୍ରସ୍ୟ,
କାଶ୍ୟପଋଷିଃ ଅନୁଷ୍ଟୁପ୍‌ଛନ୍ଦଃ
ଅଦ୍ୟ ଦିବସ ଦିବସାଧିପତି ଶନିଶ୍ଚର ଦେବତା
ସୁପ୍ରୀତୟେ ମନ୍ତ୍ର ଜପେବିନିଯୋଗଃ । (୧ ଥର)
ମନ୍ତ୍ର : ଓଁଐଂହୀଂଶ୍ରୀଂଶନୈଶ୍ଚରାୟ ନମଃ । (୧୦୮ ଥର)
(ସକାଳେ, ସନ୍ଧ୍ୟାରେ ୨ ଥର)
ହିତବାଣୀ : ନି ବିଶ୍ୱସେଦ ବିଶ୍ୱସ୍ତେ
ବିଶ୍ୱସ୍ତେ ନାତିବିଶ୍ୱସେତ୍‌ ।
ବିଶ୍ୱାସାଦ୍‌ଭୟମୁତ୍ପନଂ
ମୂଳାନ୍ୟପି ନି କୃନ୍ତତି ।
ଭାବାର୍ଥ: ଯାହାବିଶ୍ୱାସକରିବାଯୋଗ୍ୟ ନୁହେଁତାକୁବିଶ୍ୱାସକରିବା ଅନୁଚିତ ଓ ଯିଏବିଶ୍ୱାସରଯୋଗ୍ୟତାକୁ ଅନ୍ଧ ଭାବରେବିଶ୍ୱାସକରନ୍ତୁ ନାର୍ହିଁ, କଲେ ଆପଣଙ୍କପାଇଁଘାତକହୋଇପାରେ ।
ଜ୍ୟୋତିର୍ବିଦ୍‌: କୈଳାସ ଦାଶ