PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ରାଉରକେଲାରେ ଆରମ୍ଭ ହେଲା ୧୮ରୁ ୪୪ ବର୍ଷର ଆୟୁ ବର୍ଗ ଦିବ୍ୟାଙ୍ଗଙ୍କୁ ଟିକାକରଣ

ରାଉରକେଲା, ୩୦/୦୫ : ରାଉରକେଲାରେ ଆଜିଠୁ ଆରମ୍ଭ ହେଲା ଦିବ୍ୟାଙ୍ଗଙ୍କୁ ଟିକାକରଣ। ୧୮ ବର୍ଷରୁ ୪୪ ବର୍ଷର ଆୟୁ ବର୍ଗ ପର୍ଯ୍ୟନ୍ତ ହେବ ଟିକାକରଣ। ରାଉରକେଲା ସହରର ସରକାରୀ ଡାକ୍ତରଖାନା, ଇସ୍ପାତ ଜେନେରାଲ ହସ୍ପିଟାଲର ନେହେରୁ ଓପିଡ଼ି, ବାସି କଲୋନୀ ୟୁପିଏଚସି, ଛେଣ୍ଡି କଲୋନି ୟୁପିଏଚସି, କୋଏଲ ନଗର ୟୁପିଏଚସି ସହ ବନ୍ଦମୁଣ୍ଡା ତିଲକା ନଗର ୟୁପିଏଚସିରେ ମୋଟ ୬ଟି ଟିକା କେନ୍ଦ୍ର ଖୋଲାଯାଇ ଦିବ୍ୟାଙ୍ଗମାନଙ୍କୁ କରେନା ଟିକା ଦିଆଯାଉଛି ।

ସକାଳ ୮ଟାରୁ ଟିକାକରଣ ଆରମ୍ଭ ହୋଇଥିବା ବେଳେ ଦିନ ୧ଟା ପର୍ଯ୍ୟନ୍ତ ଟିକାକରଣ କରାଯିବ । ଦିବ୍ୟାଙ୍ଗଙ୍କ ସୁବିଧା ଦୃଷ୍ଟିରୁ ରାଉରକେଳଲା ସ୍ଵାସ୍ଥ୍ୟ ବିଭାଗ ସହ ରାଉରକେଲା ପ୍ରଶାସନ ମିଳିତ ଭାବରେ ବ୍ୟବସ୍ଥା କରିଛି । ଦିବ୍ୟାଙ୍ଗମାନେ କେବଳ ନିଜର ଆଧାର କାର୍ଡ଼ ଦେଖାଇ ଟିକା ନେବାର ବ୍ୟବସ୍ଥା କରାଯାଇଛି ।