PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି ସନ୍‌ସାଇନ୍‌ ସ୍କୁଲ୍‌ ସଭାପତି ଗୋବିନ୍ଦ ସାହୁ ଗିରଫ , ମମିତା ମର୍ଡର ମିଷ୍ଟ୍ରିର ମୋଷ୍ଟ ୱାଣ୍ଟେଡ୍‌ ଗୋବିନ୍ଦ ସାହୁ
  • ||
  • ବଲାଙ୍ଗୀର: ମୁଖ୍ୟଅଭିଯୁକ୍ତ ଚମ୍ପଟ ପରେ ଜବତ କାରର ବଢ଼ିଲା ସୁରକ୍ଷା, ଗୋବିନ୍ଦଙ୍କ ପରେ କାରକୁ ଉଠାଇଥିଲା ପୁଲିସ
  • ||
  • ବଲାଙ୍ଗୀର : ଫେରାର୍ ଗୋବିନ୍ଦ ସାହୁକୁ ଧରିବା ପାଇଁ ବଢିଲା ପୁରସ୍କାର ରାଶି, ସୂଚନା ଦେଲେ ମିଳିବ ୧ ଲକ୍ଷ୍ୟ ଟଙ୍କା ପୁରସ୍କାର ରାଶି
  • ||
  • ବଲାଙ୍ଗୀର: ମୋଷ୍ଟ ଓ୍ବାଣ୍ଟେଡ ଗୋବିନ୍ଦ ସାହୁ, ଧରାଇ ଦେଲେ ଦିଆଯିବ ୨୦ ହଜାର ଟଙ୍କାର ପୁରଷ୍କାର
  • ||
  • ବ୍ରହ୍ମପୁର: ଗୋପାଳପୁର ଛକ ନିକଟରେ ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ ଓ ଦୁଇ ଜଣ ଆହତ
  • ||
  • ବଲାଙ୍ଗୀର: ମହାଲିଙ୍ଗ ମିନି ଷ୍ଟାଡିୟମରୁ ପୋତା ଯାଇଥିବା ମମିତା ମେହେରଙ୍କ ମୃତ ଦେହ ଉଦ୍ଧାର, ଡିଏନଏ ପରୀକ୍ଷା ପରେ ସ୍ପଷ୍ଟ ହେବ।
  • ||
  • ରଙ୍ଗେଇଲୁଣ୍ଡା: ଚାଟ୍ ମାଗିବାକୁ ନେଇ ଗଣ୍ଡଗୋଳରେ ଜଣେ ଗୁରୁତର, ଦମ୍ପତ୍ତି ଆହତ
  • ||
  • ଟିକିଟି: ସିଦ୍ଧ ବାରାହୀ ପୀଠରୁ ଚୋରି, ଦେବୀଙ୍କ ପିତଳ ମୁକୁଟ (ପ୍ରାୟ ଦେଢ଼ କିଲୋ) ସହ ୨୦ ତୋଳାରୁ ଅଧିକ ରୁପା ଅଳଙ୍କାର ଚୋରି ଅଭିଯୋଗ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୨୯୪କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର : ବନ୍ଦ କୋଠରୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ନୀଳଗିରି: ନିଶ୍ଚିତପୁରରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର
  • ||
  • ଜଳେଶ୍ବର: ଜଳେଶ୍ବର ଷ୍ଟେସନ ବଜାରସ୍ଥିତ ଡାଇମଣ୍ଡ ହୋଟେଲ ଉପରେ ଚଢାଉ, ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ
  • ||

ଆରବିଆଇ ମୁଦ୍ରା ନୀତି: ସୁଦ୍ଧ ଦରରେ କୌଣସି ପରିବର୍ତ୍ତନ ନାହିଁ, ଶସ୍ତା ଇଏମଆଇ ପାଇଁ କରିବାକୁ ହେବ ଅପେକ୍ଷା

https://www.orfonline.org/

ନୂଆଦିଲ୍ଲୀ,୬।୮: ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି ସମୀକ୍ଷା ବୈଠକର ଫଳାଫଳ ଆସିସାରିଛି। ୩ ଦିନ ପର୍ଯ୍ୟନ୍ତ ଚାଲିଥିବା ଏହି ବୈଠକରେ ରୋପୋ ରେଟକୁ ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ରେପୋ ରେଟରେ ପରିବର୍ତ୍ତନ ନହେବା ଅର୍ଥ ଏହା ଯେ, ଆପଣଙ୍କୁ ଇଏମଆଇ କିମ୍ବା ଋଣରେ ସୁଦ୍ଧ ଦର ଉପରେ ନୂଆ ଆଶ୍ବସ୍ଥି ମିଳିବ ନାହିଁ। ରିଜର୍ଭ ବ୍ୟାଙ୍କର ଗର୍ଭନବର ଶକ୍ତିକାନ୍ତ ଦାସ ବୈଠକର ଫଳାଫଳର ସୂଚନା ଦେଇ କହିଛନ୍ତି, ରୋପୋ ରେଟର ୪ ପ୍ରତିଶତ ବଜାୟ ରଖିବାର ନିଷ୍ପତ୍ତି ନିଆଯାଇଛି। ସେଭଳି ରିଭର୍ସ ରେପୋ ରେଟ୍ ମଧ୍ୟ ୩.୩୫ ପ୍ରତିଶତରେ ସ୍ଥିର ରହିଛି।

ତେବେ ଆରବିଆଇ ଗର୍ଭନର ଲୋନ୍ ମୋରିଟୋରିୟମକୁ ନେଇ କିଛି କଥା ହୋଇନାହାନ୍ତି।  ତେବେ ଚଳିତ ବର୍ଷର ଯଦି କଥା ହେବା ତେବେ ରିଜର୍ଭ ବ୍ୟାଙ୍କ ଲକଡାଉନକୁ ଦେଖି ୨ ଥର ସୁଦ୍ଦ ଦରରେ ୧.୧୫ ପ୍ରତିଶତ ହାସ୍ର କରିଛନ୍ତି। ଆରବିଆଇ ସାଧାରଣ ଲୋକଙ୍କୁ ଆଶ୍ବସ୍ଥି ନେଇ ଗୋଲ୍ଡା ଜୁଏଲାରୀ ଉପରେ ଋଣ ଦରକୁ ବଢାଇ ଦେଇଛି। ଏବେ ୯୦ ପ୍ରତିଶତ ପର୍ଯ୍ୟନ୍ତ ଋଣ ମିଳିପାରିବ। ଏପର୍ଯ୍ୟନ୍ତ ସୁନାର ମୋଟ ଭ୍ୟାଲୁର ୭୫% ହିଁ ଲୋନ୍ ମିଳୁଛି ଓ ଆପଣ ଯେଉଁ ବ୍ୟାଙ୍କ କିମ୍ବା ନନ୍-ବ୍ୟାଙ୍କିଂ ଫାଇନାନ୍ସ କମ୍ପାନୀରେ ଗୋଲ୍ଡା ଲୋନ୍ ପାଇଁ ଆବେଦନ କରୁଥିଲେ ତାହା    ଆପଣଙ୍କ ସୁନାର ଗୁଣବର୍ତ୍ତା ଯାଞ୍ଚ କରିଥାନ୍ତି।  ସୁନାର ଗୁଣବତ୍ତା ହିସାବରେ ଳୋନର ଅର୍ଥ ଧାର୍ଯ୍ୟ କରାଯାଇଥାଏ। ସାଧାରଣତ ବ୍ୟାଙ୍କରେ ସୁନାର ମୂଲ୍ୟର ୭୫ ପ୍ରତିଶତ ପର୍ଯ୍ୟନ୍ତ ଲୋନ୍ ଦିଆଯାଇଥାଏ।

ଉଲ୍ଲେଖନୀୟ ଯେ, ୩୧ ଅଗଷ୍ଟରେ ଲୋନ୍ ମୋରିଟୋରିୟମର ସମୟସୀମା ଶେଷ ହେଉଛି। ତେବେ ଆଶା ଥିଲା ଯେ, ଆରବିଆଇ ଗର୍ଭନର ଏହି ପ୍ରସଙ୍ଗ ନେଇଛି କିଛି ବଡ ଯୋଜନା କରିପାରନ୍ତି। ତେବେ ବ୍ୟାଙ୍କ ପକ୍ଷରୁ ଲଗାତାର ଏହାକୁ ଆଗକୁ ବଢିବାର ନିବେଦନ କରାଯାଉଥିଲା। ଏକ୍ସପର୍ଟଙ୍କ ମତରେ ଜୁନରେ ମୁଦ୍ରାସ୍ପିତୀ ଦରକୁ ଦେଖି ଏହା ଅନୁମାନ କରାଯାଉଥିଲା ଯେ, ଆରବିଆଇ ଏଥର ରେପୋ ରେଟରେ କୌଣସି ପରିବର୍ତ୍ତନ କରିବ ନାହିଁ। ଚଳିତ ବର୍ଷ ଜୁନରେ ବାର୍ଷିକ ମୁଦ୍ରାସ୍ଫୀତି ହାର ମାର୍ଚ୍ଚର ୫.୮୪ ପ୍ରତିଶତ ତୁଳନାରେ ବଢିକି ୬.୦୯ ପ୍ରତିଶତ ହୋଇଯାଇଛି। ଏହା ଆରବିଆଇ ମିଡିୟମ ଟର୍ମ ଟାର୍ଗେଟଠାରୁ ଅଧିକ। ଆରବିଆଇର ଏହି ଟାର୍ଗେଟ ୨-୬ ପ୍ରତିଶତ ଅଟେ।

ଆରବିଆଇ ଗର୍ଭନର କହିଛନ୍ତି, ଗ୍ଲୋବାର ଇକୋନୋମି ଏବେ ଦୁର୍ବଳ ରହିଛି। ତେବେ ବିଦେଶୀ ମୁଦ୍ରା ଭଣ୍ଡାରରେ ବୃଦ୍ଧି ଜାରି ରହିଛି।  ଖୁଚୁରା ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ଅଛି।  ଆରବିଆଇ ଗର୍ଭନର କହିଛନ୍ତି, ଦ୍ବିତୀୟ ତୈୟମାସିକରେ ମୁଦ୍ରାସ୍ଫୀତି ଦର କମ୍  ହୋଇପାରେ। କରୋନା ମାଡ ପରେ ଦେଶର ଅର୍ଥନୀତି ଏବେ ଟ୍ରାକକୁ ଫେରୁଛି। ପୁଣିଥରେ ଆର୍ଥିକ ବର୍ଷ ୨୦୨୦-୨୧ରେ ଜିଡିପି ଗ୍ରୋଥରେଟ୍ ନେଗେଟିଭ ରହିବ।

କରୋନା କାଳରେ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତିର ଏହା ତୃତୀୟ ସମୀକ୍ଷା ବୈଠକ ଥିଲା। କରୋନା ସଙ୍କଟ କାରଣରୁ ଦୁଇଥର ସମୟ ପୂର୍ବରୁ ବୈଠକ ହୋଇସାରିଛି। ପୂର୍ବରୁ ବୈଠକ ମାର୍ଚ୍ଚରେ ଓ ଏହାପରେ ମଇ ୨୦୨୦ରେ ଦ୍ବିତୀୟ ବୈଠକ ହୋଇଥିଲା। ଏହି ଦୁଇ ବୈଠକରେ ରିଜର୍ଭ ବ୍ୟାଙ୍କର ରେପୋ ରେଟରେ ମୋଟ ମିଶାଇ ୧.୧୫ ପ୍ରତିଶତ କାଟ୍ କରାଯାଇଥିଲା। ଗତ ବର୍ଷ ଅର୍ଥାତ ଫେବୃଆରୀ ୨୦୧୯ ପରେ ରେପୋ ରେଟରେ ୨.୫୦ ପ୍ରତିଶତ କାଟ୍ କରାଯାଇସାରିଛି।