୨୫ ତାରିଖରେ ୯ଟି ବୁଥରେ ସାନି ଭୋଟ୍ ଗ୍ରହଣ

ଭୁବନେଶ୍ୱର ୨୩/୪:  ୨୫ ତାରିଖରେ ୯ଟି ବୁଥରେ ସାନି ଭୋଟ୍ ଗ୍ରହଣ ।  ୨୫ ତାରିଖରେ(ଗୁରୁବାର) ୯ଟି ବୁଥରେ ସାନି ଭୋଟ ଗ୍ରହଣ ହେବ । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ଯାୟରେ ବିଭିନ୍ନ କାରଣ ନେଇ ମତଗ୍ରହଣ ସ୍ଥଗିତ ଥିବା ୯ ବୁଥରେ ପୁଣି ମତଗ୍ରହଣ ହେବ ।

ସାନି ମତଗ୍ରହଣ ହେବାକୁ ଥିବା ବୁଥ୍ ଗୁଡିକ ହେଲା ବଣାଇ ବିଧାନ ସଭା ୧୨୯ ନଂ ଉପରପଡା କେନ୍ଦ୍ରକେଲା ବୁଥ୍, ସୁନ୍ଦରଗଡ ବିଧାନସଭା ୨୧୩ ନଂ ରଙ୍ଗଡିପା ବୁଥ୍, ଦଶପଲ୍ଲା ୨୧୦ ବାହାଡଝୋଲା, ୨୨୨ ବେତନଟୀ ବୁଥ୍, ଅତାବିରା ୨୩୫ ନଂ ଅରେଇଗୁଡି, ବରଗଡ ୬୮ ନଂ ଶକ୍ତିନଗର ବୁଥ୍, ପଦ୍ମପୁର ୧୬ ନଂ ଡାଭା, ବ୍ରଜରାଜନଗର ୨୫୪ ନଂ ଚାରମାଳ ବୁଥ୍ ଏବଂ ସୋରଡା ବିଧାନସଭା ୧୮୨ ନଂ ରେଣ୍ଟି ବୁଥରେ ସାନି ଭୋଟ୍ ହେବ । ଏନେଇ ମୁଖ୍ଯ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି ।

   ସମ୍ବନ୍ଧିତ ଖବର


ମାଲକାନଗିରି ଛତିଶଗଡ଼ ସୀମାନ୍ତରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ: ଜଣେ ଯବାନ ସହିଦ,୧୦ ଗୁରୁତର

ଦିନିକିଆ କ୍ରିକେଟରେ ଟିମ୍‌ ଇଣ୍ଡିଆ ନାମରେ ଅଲୋଡା ରେକର୍ଡ, ୯୭୮ଟି ମ୍ୟାଚ୍‌ ପୂର୍ବରୁ କେବେ ହୋଇ ନଥିଲା ଏମିତି..

୧୦ ଦିନରେ ସରିଲା ଶୀତ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ

ଟାଟା ମ୍ୟାଜିକରେ ହଠାତ୍ ଲାଗିଗଲା ନିଆଁ, ଜୀଅନ୍ତା ଜଳି ଦୁଇ ଜଣଙ୍କର ମୃତ୍ୟୁ

ରାଜନୀତିରେ ପୁଣି ପାଦ ରଖିବେ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର, ଆସନ୍ତାକାଲି ଶିବସେନାରେ ହେବେ ସାମିଲ୍‌…

ଆଫଗାନିସ୍ତାନରେ କାର୍ ବୋମା ବିସ୍ଫୋରଣ, ୨୬ ସୁରକ୍ଷାକର୍ମୀ ନିହତ