PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ବୁର୍ଲା ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ପଶିଲା କରୋନା , ଜଣେ ଶିକ୍ଷକ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଆଜି ସ୍କୁଲ ବନ୍ଦ
  • ||
  • ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ଦେଉଳି ଗ୍ରାମ ପଞ୍ଚାୟତର ଗୋପୀନାଥପୁର ଖଣିରେ ଚଢ଼ାଉ, ୭ଟି ବେଆଇନ ମାଙ୍କଡା ପଥର ବୋଝେଇ ଟ୍ରକ୍ ଜବତ
  • ||
  • ବ୍ରହ୍ମପୁର: କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢଉ
  • ||
  • ମହାକାଳପଡ଼ା : କୁମାରୁଣି ନିକଟରେ ବସ୍ ଓଲଟି ୩ ଗୁରୁତର , ଅଳ୍ପକେ ବର୍ତ୍ତିଲେ ୪୬ଯାତ୍ରୀ , ସମସ୍ତ ଗୁରୁତର କେନ୍ଦ୍ରାପଡ଼ା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି
  • ||

ରିପବ୍ଲିକ ଡେ’ ଡିଜିଟାଲ ଇଣ୍ଡିଆ ସେଲ୍‌: ପ୍ରି-ବୁକିଂରେ ଅଧିକ ସଞ୍ଚୟ ଦେବ ରିଲାଏନ୍ସ ଡିଜିଟାଲ, ଗ୍ରାହକଙ୍କୁ ମିଳିବ ରିହାତି

http://www.heropxl.com

ଭୁବନେଶ୍ୱର,୧୭/୦୧: ରିପବ୍ଲିକ୍‌ ଡେ’ ‘ଡିଜିଟାଲ ଇଣ୍ଡିଆ ସେଲ୍‌’ ପାଇଁ ରିଲାଏନ୍ସ ଡିଜିଟାଲ ଆକର୍ଷଣୀୟ ପ୍ରି-ବୁକିଂ ଅଫର ପ୍ରଦାନ କରିବାକୁ ଯାଉଛି । ଏ ବର୍ଷ ଦୁଇଗୁଣା ଲାଭ ପାଇବେ ଗ୍ରାହକ । ଜାନୁଆରୀ ୧୮ରୁ ୨୦ ମଧ୍ୟରେ ନିଜର ପସନ୍ଦର ଇଲେକ୍ଟ୍ରୋନିକ୍ସ ସାମଗ୍ରୀକୁ ୧୦୦୦ ଟଙ୍କାରେ ପ୍ରି-ବୁକ୍‌ କରି ଗ୍ରାହକ ଡିଜିଟାଲ ଇଣ୍ଡିଆ ସେଲ୍‌ରେ ଇନ୍‌ଷ୍ଟାଣ୍ଟ ଡିସ୍‌କାଉଣ୍ଟ ଏବଂ ସ୍ୱତନ୍ତ୍ର ଅଫର ବାଦ୍‌ ଅତିରିକ୍ତ ୧୦୦୦ ଟଙ୍କା ରିହାତି ପାଇବେ ।

ଗ୍ରାହକ ମଧ୍ୟ ୨୦୦୦ ଟଙ୍କାରେ ପ୍ରି-ବୁକ୍‌ କରି ଇଏମ୍‌ଆଇ ଉପରେ ଅତିରିକ୍ତ ୨୦୦୦ ଟଙ୍କା ରିହାତି ପାଇପାରିବେ । ଏହା ସହିତ ଅନ୍ୟାନ୍ୟ ଅଫର ମଧ୍ୟ ଗ୍ରାହକ ପାଇବେ । ପ୍ରି-ବୁକିଂ ବେନିଫିଟ୍‌ ସହ ସମସ୍ତ ଅଫର ଗ୍ରାହକ ଜାନୁଆରୀ ୨୨ରୁ ୨୬ ଯାଏ ଚାଲିବାକୁ ଥିବା ଡିଜିଟାଲ ଇଣ୍ଡିଆ ସେଲ୍‌ରେ ପାଇପାରିବେ । ପ୍ରି-ବୁକିଂ ସହିତ ସମସ୍ତ ଅଫର ରିଲାଏନ୍ସ ଡିଜିଟାଲ, ମାଇଁ ଜିଓ ଷ୍ଟୋର ଏବଂ ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁ ଡଟ୍‌ ରିଲାଏନ୍ସ ଡିଜିଟାଲ ଡଟ୍‌ ଇନ୍‌ରେ ଉପଲବ୍ଧ ବୋଲି କମ୍ପାନି ପକ୍ଷରୁ ପ୍ରକାଶ ।

ସମ୍ବନ୍ଧିତ ଖବର