ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ- ମଦ ପିଇବା ଅଭ୍ୟାସ ପଛରେ ଏହା ହେଉଛି ମୁଖ୍ୟ କାରଣ: ଗବେଷକ

ନୂଆଦିଳ୍ଳୀ ୨୨/୮: ମଣିଷ ଜିନ୍‌ରେ ଗୋଟିଏ ଛୋଟିଆ ପରିବର୍ତ୍ତନ ଯୋଗୁଁ ସେ ନିଶାପାନ କିମ୍ବା ଅନ୍ୟ ମାଦକ ଦ୍ରବ୍ୟ ପ୍ରତି ଆକୃଷ୍ଟ ହୋଇଥାଏ ।ବୈଜ୍ଞାନିକମାନେ ଗବେଷଣା କରି ଜାଣିବାକୁ ପାଇଛନ୍ତି ।ମଦ ବା ଆଲକହଲରେ ଥିବା କୋମଟ୍(COMT)ନାମକ ଜିନ୍ ମନୁଷ୍ୟକୁ ମାଦକ ଦ୍ରବ୍ୟ ପ୍ରତି ଆର୍କଷିତ କରିଥାଏ । ଫଳରେ ଜଣେ ଲୋକ ବାରମ୍ବାର ମଦ ପିଇବା ପାଇଁ ଆକର୍ଷିତ ହୋଇଥାଏ । କୋମଟ୍ ନାମକ ଜିନରେ ଥିବା ଡେପାମାଇନ ରାସାୟନିକ ଦ୍ରବ୍ୟ ଶରୀର ନିର୍ମାଣରେ ସାହାଯ୍ୟ କରେ। ଡେପାମାଇନ୍ ରାସାୟନିକ ପଦାର୍ଥ  ହୋଇଥିବାରୁ ମଦ ପିଇବା ସମୟରେ କ୍ଷରଣ ହୋଇ ଶରୀର ମଦର ଆବଶ୍ୟକ ବଢ଼ାଇଥାଏ ଫଳରେ ମଦର ଅଭ୍ୟାସ  ହୋଇ ଲୋକ ମଦୁଆ ହୋଇଯାଆନ୍ତି ।

ଉଲିୟମ୍ ଆର ଲେବାଲ୍  ୟୁନିଭର୍ସିଟି ଆଫ ଓକଲେହମ୍‌ କଲେଜ ଆଫ ମେଡିସିନ୍ ବିଭାଗ କୋମଟ୍‌(COMT) ଜିନ୍ ଉପରେ ଗବେଷଣା କରି ଜାଣିବାକୁ ପାଇଛନ୍ତି ଯେ ଏହା ଶରୀର କେତକ ଜିନ୍‌ରେ  ପରିବର୍ତ୍ତନ କରିଥାଏ। ଫଳରେ ମନୁଷ୍ୟର ମନସ୍ତାତ୍ତ୍ୱିକ ପରିବର୍ତ୍ତନ ହେବା ଫଳରେ ପ୍ରାଥମିକ ସ୍ତରରେ ଜୀବନରେ ସହ ଶୀଳତା କମିଯାଏ ।ମନ ବିଷାଦ ରହେ. ଏଥିଯୋଗୁଁ  ଶରୀର ଅବଶ ହୋଇଯାଇଥାଏ।ଏହା ଶାରିରୀକ ବିଶାଦରେ ପରିଣତ ହୋଇଥାଏ ।

କମୋଟ ଜିନ ପ୍ରଭାବରେ ବିଶାଦରେ ଅସନ୍ତୁଳନ ହେବା ଶରୀରରେ ବିପଦ ସୃଷ୍ଠି କରିଥାଏ। ୧୫ବର୍ଷ କମ୍ ବୟସରୁ ମଦ ଏବଂ ମାଦକ ଦ୍ରବ୍ୟ ବ୍ୟବହାର ପରବର୍ତ୍ତିତ ସମୟରେ ଅଭ୍ୟାସରେ ପଡିଯାଇଥାନ୍ତି। ଏହି  ଗବେଷଣା ବିଷୟରେ ଆଲକହଲିଜମ୍‌ ଆଣ୍ଡ କ୍ଲିନିକାଲ୍‌ରେ ଖବର ପ୍ରକାଶ ପାଇଛି।

ଉଲିୟମ୍ ଆର ଲେବାଲଙ୍କ ମତ ମଦ ପିଇବାର ପ୍ରାରମ୍ଭିକ ଅଭ୍ୟାସ ମଦୁଆ ବନାଇ ନଥାଏ। ଗବେଷକ କହିଛନ୍ତି କୋମଟ୍ ଜିନ୍ ଯୋଗୁଁ  ମଣିଷ ନିଶାଖୋର କିମ୍ବା ମଦୁଆ ହୋଇଯାଇଥାଏ ।

   ସମ୍ବନ୍ଧିତ ଖବର


ଡିଏନ୍‌ଏ ଗବେଷଣାରୁ ମିଳିଲା ଚିକିତ୍ସାର ଏକ ନୂଆ ଉପାୟ-ଏହି ଜିନିଷ କମ୍‌ଥିଲେ ଗୁରୁତର ହେଉଛନ୍ତି ରୋଗୀ

ସାବଧାନ ! ଆପଣ ପାଖକୁ ବି ଫୋନ୍‌ ଆସିପାରେ – ସେକ୍ସ ପାଇଁ ଅଫର ଦେଉଛନ୍ତି ଯୁବତୀ

ଆୟୋଡିନ୍‌ରେ ନିଷ୍କ୍ରିୟ ହେବ କରୋନା-ମାତ୍ର ୧୫ ସେକେଣ୍ଡ ଲାଗିବ:ଘରେ ଏହି ବ୍ୟବସ୍ଥା ନ ଆପଣାଇବାକୁ ଗବେଷକମାନେ ପରାମର୍ଶ

ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ସାକ୍ଷାତ ଲକ୍ଷ୍ମୀ ସଦୃଶ୍ୟ ହୋଇଥାନ୍ତି, ଆପଣ ବି ଅଛନ୍ତି କି ସାମିଲ…

ବେଶୀ ସମୟ କମ୍ପ୍ୟୁଟର ସାମ୍ନାରେ ବସିରହୁଛନ୍ତି କି ? ହୋଇପାରେ ଏଭଳି ଅସୁବିଧା

ଏହି ଦିଗରେ ଅଛି କି କିଚେନ୍, ଗେଷ୍ଟ୍ ରୁମ୍ ଏବଂ ପୂଜାସ୍ଥଳ..ହୋଇଯାଆନ୍ତୁ ସାବଧାନ…