PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ଏବେ ଯୋଗ ଓ ପୁସ୍ତକ ପଠନରେ ବ୍ୟସ୍ତ ରିୟା ଚକ୍ରବର୍ତ୍ତୀ

ମୁମ୍ୱାଇ –ବଲିଉଡ୍‌ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ , ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ  ଏକ ଖରାପ ସମୟ ଦେଇ ଗତି କରୁଥିଲେ। ତାଙ୍କୁ ଜେଲ୍‌ ଦଣ୍ଡ ବି ଭୋଗିବାକୁ ପଡ଼ିଛି ।  ଅଭିନେତ୍ରୀଙ୍କ ପାଇଁ ଏବେ ସବୁକିଛି ପୂର୍ବଭଳି ଆଉ ହୋଇ ରହି ନାହିଁ। ଅଭିନେତ୍ରୀ ଏବେ ନିଜର ପର୍ସନାଲ ଲାଇଫ୍‌ର ଖରାପ ସମୟକୁ ଭୁଲି ଜୀବନକୁ ସ୍ପିରିଚୁଆଲ ପଏଣ୍ଟ ଅଫ୍‌ ଭିୟୁରେ ଦେଖୁଛନ୍ତି। ସେ ଲାଇମ୍‌ଟାଇଟ୍‌ ଠାରୁ ଦୂରେଇ ଏକୁଟିଆ ସମୟ ବିତାଛନ୍ତି ।

ଅଭିନେତ୍ରୀ ସୋସିଆଲ ମିଡ଼ିଆରେ ଆକ୍ଟିଭ୍‌ ରହୁଛନ୍ତି ଏବଂ ନିଜର ପର୍ସନାଲ ଲାଇଫ୍‌ ସହ ଜଡ଼ିତ କଥା ସେୟାର କରୁଛନ୍ତି। ନିକଟରେ ଅଭିନେତ୍ରୀ ନିଜର ଏକ ଫଟୋ ସେୟାର କରିଛନ୍ତି , ଯେଉଁଥିରେ ସେ ହାତରେ ଯୋଗର ପୁସ୍ତକ ନେଉ ଥିବାର ନଜର ଆସୁଛନ୍ତି ।

ରିୟା ଚକ୍ରବର୍ତ୍ତୀ ଇନଷ୍ଟାଗ୍ରାମ୍‌ରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଫଟୋରେ ସେ ନିଜର ବୁକ୍‌ ସେଲଫ୍‌ ପାଖରେ ଠିଆ ହୋଇଛନ୍ତି। ତାଙ୍କ ହାତରେ ଏକ ଯୋଗର ପୁସ୍ତକ ଅଛି। ଅଭିନେତ୍ରୀ ଏହି ସମୟରେ ବ୍ଲାକ୍‌ ଆଉଟ୍‌ଫିଟ୍‌ରେ ଅଛନ୍ତି ଓ ବହୁତ ସୁନ୍ଦର ଲାଗୁଛନ୍ତି । ସେ ନିଜର କେଶକୁ ଖୋଲା ରଖିଛନ୍ତି ଏବଂ କାନ ପାଖରେ ଏକ ଫୁଲ ଲଗେଇଛନ୍ତି । ଯାହାକି ତାଙ୍କର ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରୁଛି ।