ଟ୍ରେନ ଛାତ ଉପରେ ଚଢି ଏହି ଯୁବକ ଜଣକ ଛୁଇଁଲା ହାଇଟେନସନ୍ ଲାଇନକୁ, ଏହାପରେ କ’ଣ ହେଲା ଦେଖନ୍ତୁ ଭିଡିଓ

ବେଙ୍ଗାଲୁର,୨୫।୪: ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି ଏକ ଭିଡିଓ। ଯେଉଁଥିରେ ଜଣେ ଯୁବକ ଟ୍ରେନ ଉପରେ ଠିଆ ହୋଇଥିବା ବେଳେ ତା ହାତରେ ହାଇଟେନସନ୍ ଲାଇନକୁ ଛୁଇଁବା ସମୟରେ ନିଆଁ ବାହାରିବା ପରେ ଘଟଣାସ୍ଥଳରେ ଯୁବକ ଜଣକର ମୃତ୍ୟୁ ହୋଇଯାଇଥିଲା।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓ ବେଙ୍ଗାଲୁରର ଏକ ରେଳ ଷ୍ଟେସନର ବୋଲି ଜଣାପଡିଛି। ୧୭ ସେକେଣ୍ଡର ଏହି ଭିଡିଓକୁ ଦେଖିବା ପରେ ଯେକୌଣସି ଲୋକ ମଧ୍ୟ ଭୟଭୀତ ହୋଇଯିବ। କୁହାଯାଉଛି ଯେ ଯୁବକ ଜଣକ ଆତ୍ମହତ୍ୟା କରିବାର ଧମକ ଦେଉଥିଲା ଓ ଏହି ସମୟରେ ବିଦ୍ୟୁତର ଲାଇଭ ତାରକୁ ଛୁଇଁ ଦେବା ଫଳରେ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।

   ସମ୍ବନ୍ଧିତ ଖବର


ଜାପାନରେ କରୋନାଠୁ ବି ବଡ ବିପଦ, ଲଗାତର ମରୁଛନ୍ତି ଲୋକ

ବିବାହରେ ଲୋକଙ୍କୁ ଏମିତି କରାଗଲା ସାନିଟାଇଜ୍‌ , ଆଇଏଏସ୍‌ ଅଫିସର କହିଲେ …

ଆଉ ଦୁଇ ଦିନ – ବୁଧବାରଠାରୁ ଏନ୍‌ଏଚ୍‌ଏସ୍‌ ହସ୍ପିଟାଲମାନଙ୍କରେ ଦିଆଯିବ କରୋନା ଟିକା

ଡିସେମ୍ବର ମାସରେ ପ୍ରାୟ ଅଧା ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ତାଲିକା

୧୩ ବର୍ଷିୟା ନାବାଳିକାଙ୍କୁ ନିଶା ଦେଇ ଗଣଦୁଷ୍କର୍ମ – ୨ ଗିରଫ

ଜାଆଁଳା ଶିଶୁଙ୍କ ଛାତି ଓ ପେଟ ଯୋଡି ହୋଇ ରହିଥିଲା,୮ ଘଣ୍ଟାର ଅପରେସନ୍ ପରେ କରାଗଲା ଅଲଗା