PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ମିଲ୍କବାସ୍କେଟ୍‌ ଓ ଅର୍ବାନ୍ ଲ୍ୟାଡରକୁ କିଣିପାରେ ରିଲାଏନ୍ସ , ଇ-କମର୍ସ ସେକ୍ଟରରେ ଚମକିବ RIL

www.bhaskar.com

ନୂଆଦିଲ୍ଲୀ – ଇ-କମର୍ସ ସେକ୍ଟରରେ ନିଜର ସ୍ଥିତି ସୁଦୃଢ଼ କରିବାକୁ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଲିମିଟେଡ୍ ( ଆର୍‌ଆଇଏଲ୍‌)  ଅର୍ବାନ ଲ୍ୟାଡର ଓ ମିଲ୍କ ବାସ୍କେଟ୍କୁ କିଣିପାରେ । ଅର୍ବାନ ଲ୍ୟାଡର ଅନଲାଇନ୍‌ ଫର୍ଣ୍ଣିଚର ବିକିବାର ବ୍ୟବସାୟ କରୁଛି।  ଆଉ ମିଲ୍କବାସ୍କେଟ୍‌ ଏକ ମିଲ୍କ ଡେଲିଭରି ଫ୍ଲାଟଫର୍ମ ।

ଅର୍ବାନ ଲ୍ୟାଡର ସହ କିଛି ମାସ ହେଲା ଚାଲୁଛି କଥାବାର୍ତ୍ତା –

 ଅର୍ବାନ ଲ୍ୟାଡରର ସପିଂକୁ ନେଇ  ଆରଆଇଏଲ୍‌ର କଥାବାର୍ତ୍ତା ଗତ କିଛି ମାସ ହେଲା ଚାଲିଛି ।  ଟାଇମ୍ସ ଅଫ୍‌ ଇଣ୍ଡିଆର ଏକ ରିପୋର୍ଟ  ମୁତାବକ , ଏବେ ଏହି କଥାବାର୍ତ୍ତା  ଆଡଭାନ୍ସ ଷ୍ଟେଜ୍‌ରେ ପହଞ୍ଚି ସାରିଛି । ଏହି ମାମଲାରେ ଲୋକଙ୍କ କହିବା ହେଲା  ଏହି ଡିଲ୍‌ ୩୦ ମିଲିୟନ ଡଲାରର ପାଖାପାଖି  ହୋଇପାରେ ।  ଏହି ପ୍ରକାରରେ ଆମାଜନ ଓ ବିଗ୍‌ବାସ୍କେଟ୍ରୁ ଡିଲ୍‌ ଫେଲ୍‌ ହେବା ପରେ ମିଲ୍କବାସ୍କେଟ୍‌ ଓ ରିଲାଏନ୍ସ ବହୁତ ନିକଟତର ହୋଇଯାଇଛି ।  

ମୁକେଶ ଅମ୍ୱାନୀଙ୍କ ଦ୍ୱାରା ପରିଚାଳିତ ରିଲିଏନ୍ସ କମ୍ପାନୀ ଏହି ଅନଲାଇନ୍‌ ଫର୍ଣ୍ଣିଚର ବ୍ରାଣ୍ଡ୍‌କୁ କିଣି ଆମାଜନ ଓ ୱାଲମାର୍ଟ ମାଲିକାନା ଫ୍ଲିପକାର୍ଟ ସହ ପ୍ରତିଯୋଗୀତା କରିବାକୁ ପ୍ରୟାସ ଆରମ୍ଭ କରିଦେଇଛି ।