PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ଇଶା ନେଗୀ କିଏ? ଯାହାଙ୍କ ପ୍ରେମରେ ମତୁଆଲା ଟିମ୍‌ ଇଣ୍ଡିଆର ଯୁବ ଓ୍ବିକେଟ କିପର ବ୍ୟାଟସମ୍ୟାନ୍, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫେଟା..

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଯୁବ ଓ୍ବିକେଟ କିପର ବ୍ୟାଟସମ୍ୟାନ୍‌ ଋଷଭ ପନ୍ତଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ। ଧୂଆଁଦାର ବ୍ୟାଟିଂ ଓ ନିଆରା ଅନ୍ଦାଜ ପାଇଁଁ ଚର୍ଚ୍ଚାରେ ରହୁଥିବା ପନ୍ତ ନିଜର ବ୍ୟକ୍ତିଗତ ଜୀବନକୁ ନେେଇ ତାଠୁ ଅଧିକ ଚର୍ଚ୍ଚାରେ ପନ୍ତ। ପନ୍ତଙ୍କ ଗାର୍ଲଫ୍ରେଣ୍ଡ ଇଶା ନେଗୀ ବୋଲି ସର୍ବାଦ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ତେବେ କିଏ ସେ ଇଶା ନେଗୀ ଯାହାଙ୍କ ପ୍ରେମରେ ମତୁଆଲା ପନ୍ତ।

ଇଶା ନେଗୀ ଜଣେ ଇଣ୍ଟେଣିଅର ଡିଜାଇନଅର ସମେତ ଜଣେ ବ୍ୟବସାୟୀ। ସେ ଡେରାଡୁନରେ ରୁହନ୍ତି। ସେ ଡେରାଡୁନର ଜିସସି ଆଣ୍ଡ ମ୍ୟାରୀରୁ ସ୍କୁଲ ଶିକ୍ଷା ଲାଭ କରିଥିବା ବଳେ ନୋଏଡାର ଆମିଟି ବିଶ୍ବବିଦ୍ୟାୟର କଲେଜେ ଶିକ୍ଷା ଶେଷ କରିଛନ୍ତି ସେ। ସାହିତ୍ୟ ଓ ଦର୍ଶନ ଶାସ୍ତ୍ରରେ ଡିଗ୍ରୀ ହାସଲ କରିଛନ୍ତି।

ଇଶା ନେଗୀ ସୋସିଆଲ ମିଡିଆ ସାଇଟ୍‌ ଇନଷ୍ଟାଗ୍ରାମ୍‌ରେ ସର୍ବାଦ ସକ୍ରିୟ ଥାଆନ୍ତି। ଇନଷ୍ଟାରେ ତାଙ୍କର ୧ ଲକ୍ଷ ୭୧ ହଜାରରୁ ଉର୍ଦ୍ଧ୍ବ ଫୋଲର ଅଛନ୍ତି। ୨୦୨୦ ଆରମ୍ଭରେ ଋଷଭ ପନ୍ତ ଇଶା ନେଗୀଙ୍କ ସହିତ ଥିବାର ଏକ ଫଟୋ ସୋସିଆଲ ମିଡିଆରେ ଛାଡ଼ି ନିଜର ପ୍ରେମ କଥା ଜଣାଇଥିଲେ। ସେତେବେଳେ ପନ୍ତ ଓ ଇଶାଙ୍କୁ ନେଇ ଖୁବ୍‌ ଚର୍ଚ୍ଚା ହେଉଥିଲା।