PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ବିଧାନସଭାକୁ ହେଲମେଟ୍ ପିନ୍ଧିକି ଆସିଲେ ଆରଜେଡି ବିଧାୟକ, କହିଲେ-ମୁଖ୍ୟମନ୍ତ୍ରୀ ଆମକୁ ପିଟିବାକୁ ଗୁଣ୍ଡା ଡକାଇଛନ୍ତି

https://news.abplive.com

ପାଟନା,୨୬।୭: ବିହାର ବିଧାନସଭାର ମୌସୁମୀ ଅଧିବେଶନ ସୋମବାର(୨୬ ଜୁଲାଇ)ଠାରୁ ଆରମ୍ଭ ହୋଇଛି। ଏହି ସମୟରେ ବିଧାନସଭାରେ ସାଙ୍କେତି ବିରୋଧ ଭାବରେ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ର ବିଧାୟକ ସତୀଶ ଦାସ ଓ ମୁକେଶ ରୋଶନ୍ ହେଲମେଟ୍ ପିନ୍ଧି ଗୃହରେ ପହଁଞ୍ଚିଥିଲେ। ସେ ନିଜ ସହିତ ମେଡିକାଲ କିଟ୍ ମଧ୍ୟ ରଖିଥିଲେ। ଆରଜେଡି ବିଧାୟକ କହିଛନ୍ତି, ଗୃହରେ ଆସିବାକୁ ଭୟ ଲାଗୁଛି, ତେଣୁ ସେ ହେଲମେଟ୍ ପିନ୍ଧିଛନ୍ତି।

ଉଲ୍ଲେଖନୀୟ ଯେ, ଗୃହ​‌ରେ ଗତ ଅଧିବେଶନରେ ୨୩ ମାର୍ଚ୍ଚରେ ବିଧାନସଭା ଭିତରେ ବିଧାୟକଙ୍କ ସହିତ ର୍ଦୁବ୍ୟବହାର ମାମଲା ଚର୍ଚ୍ଚାର ପରିସରରେ ରହିଥିଲା। ଆରଜେଡି ସହିତ ସମସ୍ତ ବିରୋଧୀ ଦଳ ଏହି ପ୍ରସଙ୍ଗକୁ ନେଇ ବିରୋଦ କରୁଛି। ତେବେ ପରେ ଦୁଇ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଦିଆଯାଇଛି। ଏହା ଉପରେ ଆରଜେଡି ବିଧାୟକ ସତୀଶ କୁମାର ସୋମବାର କହିଛନ୍ତି, ୨୩ ମାର୍ଚ୍ଚରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଧାନସଭା ଭିତରେ ଗୁଣ୍ଡାଙ୍କୁ ଡକାଇଥିଲେ। ପୋଲିସ କର୍ମଚାରୀଙ୍କୁ ନିଲମ୍ବନର କୌଣସି ସଜା ନାହିଁ।  

ଉଲ୍ଳେଖନୀୟ ଯେ, ୨୩ ମାର୍ଚ୍ଚରେ ହୋଇଥିବା ଘଟଣାର ବିରୋଧରେ ବିହାର ବିଧାନସଭାର ମୌସୁମୀ ଅଧିବେଶର ପ୍ରଥମ ଦିନ ହଙ୍ଗା​‌ମା​‌ରେ ଚାଲିପାରିନଥିଲ। ପୂର୍ବଦିନ ଅଧ୍ୟକ୍ଷଙ୍କ ଭାଷଣ ଓ ଦିବଂଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାର ତୁରନ୍ତ ପରେ ବିରୋଧୀ ହଙ୍ଗାମା ଆରମ୍ଭ କରିଦେଇଥିଲେ। ବିଧାୟକମାନେ ୨୩ ମାର୍ଚ୍ଚ​‌ରେ ବିଧାନସଭାରେ ହୋଇଥିବା ଘଟଣା ଉପରେ ନୀତୀଶ ସରକାରଙ୍କୁ କ୍ଷମା ମାଗିବାର ଦାବି କରିଥିଲେ। ବିରୋଧୀଙ୍କ ଅଭିଯୋଗ ଅନୁସାରେ,ଗତ ୨୩ ମାର୍ଚ୍ଚରେ ସରକାରଙ୍କ ଇଶାରାରେ ବିରୋଧୀ ଦଳର ବିଧାୟକଙ୍କ ସହିତ ମାରମିଟ୍ କରାଯାଇଥିଲା।