ସ୍କୁଟିକୁ ଧକ୍କା ଦେଲା ଟାଟା ଏସିଇ : ଘଟଣାସ୍ଥଳରେ ୨ ଶିକ୍ଷୟିତ୍ରୀ ମୃତ

ନିମାପଡା ୨୫।୧ : ପୁରୀ ଜିଲ୍ଲା ଦାଣ୍ଡମୁକୁନ୍ଦପୁର ନିକଟରେ ଏକ ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୨ଜଣ ଶିକ୍ଷୟିତ୍ରୀ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ଶୁଭଲକ୍ଷ୍ମୀ ପରିଡା ଓ ସ୍ନେହଲତା ସାହୁ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି ।

ସୂଚନାଯୋଗ୍ୟ ଯେ, ଦାଣ୍ଡମୁକୁନ୍ଦପୁର ନିକଟରେ ଦୁଇ ଜଣ ଶିକ୍ଷୟିତ୍ରୀ ସ୍କୁଟିରେ ଯାଉଥିବାବେଳେ ଟାଟା ଏସି ପଛରୁ ଧକ୍କା ଦେଇଥିଲା । ଫଳରେ ଉଭୟ ଶିକ୍ଷୟତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତ ଶିକ୍ଷୟିତ୍ରୀ ଦୁଇ ଜଣ ପୁରୀ ଜିଲ୍ଲା ପିପିଲି ପୀତବାସ ଏମ୍‌.ଇ ସ୍କୁଲରେ କାର୍ଯ୍ୟରତ ଥିଲେ।

   ସମ୍ବନ୍ଧିତ ଖବର


ଭଦ୍ରକ: ୩ ଗାଁ ୪୮ ଘଣ୍ଟା ସଟଡାଉନ୍

ଟ୍ରକ୍‌ ସହ ବାଇକ ମୁହାଁମୁହିଁ ଧକ୍କା : ଚାଲିଗଲା ୨ଜଣଙ୍କ ଜୀବନ, ଡ୍ରାଇଭର ଅଟକ

ପଙ୍ଗପାଳ ପରି ଝିଣ୍ଟିକା ଦେଖି ଚିନ୍ତାରେ ବରଗଡ଼ ଚାଷୀ : ବିଭିନ୍ନ ଗଛର ପତ୍ର ସଫା କରିସାରିଲେଣି

ଧର୍ମପରାୟଣ ମହିଳା ଜୟକୁମାରୀ ପ୍ରଧାନଙ୍କ ପରଲୋକ

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସହଯୋଗରେ ବେଙ୍ଗାଲୁରୁରୁ ଜନ୍ମମାଟିକୁ ଆସିଲା ମୃତଦେହ

ଲୁଚି ଲୁଚି ଆସିଥିଲେ ସମସ୍ତଙ୍କ ସାମ୍ନାରେ ବାହା ହେଲେ : ପ୍ରେମ ଓ ପ୍ରଣୟର ସାକ୍ଷୀ ରହିଲା ସଙ୍ଗରୋଧ କେନ୍ଦ୍ର