PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ ଉପ-ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ଅନୀଲ ବୈଜଲ
  • ||
  • ଜ୍ଞାନବାପୀ ମସଜିଦ ବିବାଦ: ଶିବ ଲିଙ୍ଗକୁ ନେଇ ଆପତ୍ତିଜନକ ମନ୍ତବ୍ୟ ପଡିଲା ମହ‌ଙ୍ଗା, AIMIM ନେତା ଦାନିଶ କ୍ୟୁରେସୀ ଗିରଫ
  • ||
  • ଦେବଗଡ଼ : ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ, ଜନ୍ମକଲା ପୁଅକୁ କଟୁରୀରେ ହାଣି ହତ୍ୟାକଲା ସଇତାନ ବାପା
  • ||
  • ଭୁବନେଶ୍ଵର : ତିର୍ତ୍ତୋଲ ବିଧାୟକଙ୍କ କୋର୍ଟ ମ୍ୟାରେଜ୍‌କୁ ନେଇ ପରିବାରରେ ଅସନ୍ତୋଷ, ଆତ୍ମହତ୍ୟା ଉଦ୍ୟମ କଲେ ବିଜୟଙ୍କ ମାଆ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ଵର : ବରମୁଣ୍ଡା ତ୍ରିନାଥ ମନ୍ଦିର ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ପୁରୀ : ଜୀବନ ନେଲା ମୁକୁଳା ଡ୍ରେନ୍ ! ପୁରୀ ବଡଦାଣ୍ଡ ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • କଟକ : ପାଣି ଟାଙ୍କି ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||

ମଦ ଦୋକାନ ଖୋଲିବାରୁ ତାତିଲେ ଲୋକେ, ରାସ୍ତାରୋକୋ କରି ପ୍ରତିବାଦ

ନିଶ୍ଚିତକୋଇଲି, ୨୦।୧ ନିଶ୍ଚିନ୍ତକୋଇଲି ବଜାର ନିକଟସ୍ଥ ବାହବଳପୁର ଛକ ଠାରେ ଏକ ସରକାରୀ ମଦ ଦୋକାନ  ଖୋଲିବାରୁ ଲୋକେ ତାତିଛନ୍ତି।   କଟକ-କେନ୍ଦ୍ରାପଡା ରାସ୍ତା ର ବାହାବଳପୁର ଛକରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକୋ  କରିଛନ୍ତି । ଏହି ରାସ୍ତାରୋକ ରେ ଶତାଧିକ ସ୍ଥାନୀୟ ମହିଳା ଓ ପୁରୁଷ ସାମିଲ ହୋଇଛନ୍ତି। ଶହ ଶହ ଗାଡି ରାସ୍ତା ଉପରେ ଦୀର୍ଘ ସମୟଧରି ଅଟକ ରହିଛି।

କଟକ-କେନ୍ଦ୍ରାପଡା ରାସ୍ତା ର ନିଶ୍ଚିନ୍ତକୋଇଲି ବଜାର ନିକଟସ୍ଥ ବାହବଳପୁର ଛକ ଠାରେ ଏକ ସରକାରୀ ମଦ ଦୋକାନ ଖୋଲିଛି। ଏହାକୁ ସ୍ଥାନୀୟ ଲୋକ ବିରୋଧ କରିଛନ୍ତି।ଏହି ମଦ ଦୋକାନ ନିକଟରେ ଘରୋଇ ହସ୍ପିଟାଲ, ଛାତ୍ରୀ ନିବାସ ଏବଂ ବିଭିନ୍ନ ଘରୋଇ ଅନୁଷ୍ଠାନ ସହ ଲୋକେ ବସବାସ କରୁଛନ୍ତି। ସେଥିପାଇଁ ଏଠାରେ ମଦ ଦୋକାନ ​ ଖୋଲିବାକୁ ସ୍ଥାନୀୟ ବାସିନ୍ଦା ବିରୋଧ କରୁଛନ୍ତି।  ଦୀର୍ଘ ସମୟ ରାସ୍ତାରୋକ ହେତୁ ଯାନବାହାନ ଚଳାଚଳରେ ବାଧାପ୍ରାପ୍ତ ସୃଷ୍ଟି ହେବାରୁ ନିଶ୍ଚିନ୍ତକୋଇଲି ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା ପରେ ରାସ୍ତା ଅବରୋଧ ହଟିଥିଲା ।