ସ୍ୱର୍ଗତ ଏନଡି ତିୱାରୀଙ୍କ ପୁଅ ରୋହିତଙ୍କ ମୃତ୍ଯୁ

ନୁଆଦିଲ୍ଲୀ ୧୬/୪: ୟୁପି-ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ଯମନ୍ତ୍ରୀ ସ୍ୱର୍ଗତ ଏନଡି ତିୱାରୀଙ୍କ ପୁଅ ରୋହିତ ଶେଖର ତିୱାରୀଙ୍କ ମୃତ୍ଯୁ । ସାଉଥ୍ ଦିଲ୍ଲୀ ଡିସିପି ବିଜୟ କୁମାର ଏହି ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ନିଜ ବାସଭବନରେ ରୋହିତଙ୍କ ମୃତ୍ଯୁ ହୋଇଛି । ଅଚାନକ ତାଙ୍କ ହୃଦସ୍ପନ୍ଦନ ଅଟକି ଯାଇଥିଲା । ତାଙ୍କୁ ମ୍ୟାକ୍ସ ହସ୍ପିଟାଲ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ତାଙ୍କୁ ହାର୍ଟଆଟାକ୍ ଆସିଥିବା କହିଛନ୍ତି ଡାକ୍ତର ।

ଶେଖର ଗତବର୍ଷ ମଧ୍ଯପ୍ରଦେଶ ଇନ୍ଦୋର ଅଧିବାସୀ ଅପୂର୍ବା ଶୁକ୍ଲାଙ୍କ ସହିତ ହୋଇଥିଲା । ଅପୂର୍ବା ସୁପ୍ରିମକୋର୍ଟରେ ଓକିଲ ଅଛନ୍ତି । କହିରଖୁଛୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନଡି ତିୱାରୀଙ୍କର ଗତ ବର୍ଷ ଅକ୍ଟୋବରରେ ମୃତ୍ଯୁ ହୋଇଥିଲା ।

   ସମ୍ବନ୍ଧିତ ଖବର


କ୍ଷମତା ବାହାରେ ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ୍‌, ଏମିତି କାହିଁକି କହିଲେ ICCର ନୂତନ ଅଧ୍ୟକ୍ଷ

‘କୋଭିସିଲ୍ଡ’ର ପାର୍ଶ୍ଵ ପ୍ରତିକ୍ରିୟା ଅଭିଯୋଗକୁ ସେରମ ଇନ୍‌ଷ୍ଟିଚ୍ୟୁଟ୍‌ର ଖଣ୍ଡନ, ସ୍ବେଚ୍ଛାସେବୀଙ୍କୁ ୧୦୦ କୋଟି ଟଙ୍କାର ମାନହାନୀ ଧମକ

କରୋନାରେ ରାଜସମନ୍ଦ ବିଜେପି ବିଧାୟକ କିରଣ ମାହେଶ୍ୱରୀଙ୍କର ନିଧନ

୧ ଡିସେମ୍ବରରୁ ହେଉଛି ଏହି ୫ ବଡ ପରିବର୍ତ୍ତନ, ଜାଣନ୍ତୁ ଲାଭରେ ରହିବେ ନା ସହିବେ କ୍ଷତି

ବାହାଘରକୁ ନେଇ ବର ଆଖିରେ ଥିଲା ଆଖିଏ ସ୍ୱପ୍ନ, କିନ୍ତୁ ଦଇବ ସହିଲାନି : ହାତଗଣ୍ଠି ପଡ଼ିବା ଆଗରୁ ଆଖି ବୁଝିଦେଲା କନ୍ୟା

ହଠାତ୍ ଆକାଶରେ ଦେଖିବାକୁ ମିଳିଲା ଅଗ୍ନି ପିଣ୍ଡୁଳା,ଜୋରଦାର ଲାଇଟ୍ ସହିତ ହୋଇଗଲା ଗାଏବ୍