ଭାରତ ସହ ଏକ ମିଳିତ ଯୁଦ୍ଧାଭ୍ୟାସ ପାଇଁ ୪୦ଟି ବିମାନ ପଠାଇବ ରୁଷ

ନୂଆଦିଲ୍ଲୀ ୧୯/୯: ଆସନ୍ତା ଡିସେମ୍ବର ମାସରେ ଭାରତ ସହ ଏକ ମିଳିତ ଯୁଦ୍ଧାଭ୍ୟାସ କରିବା ପାଇଁ ରୁଷ ଭାରତକୁ ସମୁଦାୟ ୪୦ଟି ସାମରିକ ବିମାନ ପ୍ରେରଣ କରିବ । ଏହା ମଧ୍ୟରେ ୨୦ଟି ସାମରିକ ପରିବହନ ବିମାନ, ୧୫ଟି ଯୁଦ୍ଧବିମାନ ଏବଂ ୫ଟି ସେନା ହେଲିକପ୍ଟର ଅନ୍ତର୍ଭୁକ୍ତ । ରୁଷ ମଧ୍ୟ ଭାରତକୁ ସ୍ଥଳସେନାର ୩୦୦ ସୈନିକ ଏବଂ ନୌସେନାର ଦୁଇଟି ଯୁଦ୍ଧଜାହାଜ, ଗୋଟିଏ ସି’ଟ୍ୟାଙ୍କର ଏବଂ ଦୁଇଟି ମୋଟୋରବୋଟ୍‌ ପଠାଇବ ।

‘ଇନ୍ଦ୍ର-୨୦୧୯’ ନାମକ ଏହି ଯୁଦ୍ଧାଭ୍ୟାସରେ ଦୁଇ ଦେଶର ସ୍ଥଳସେନା, ବାୟୁସେନା ଏବଂ ନୌସେନା ଭାଗ ନେବେ । ଏହା ଦୁଇ ଦେଶ ମଧ୍ୟରେ ମିଳିତ ଯୁଦ୍ଧାଭ୍ୟାସର ୧୧ତମ ସଂସ୍କରଣ ହେବ ।

   ସମ୍ବନ୍ଧିତ ଖବର


ସମାଜବାଦୀ ପାର୍ଟି ପତାକା ରଙ୍ଗରେ ତିଆରି ହେଲା ରେଲଓ୍ବେ ହସପିଟାଲ ଶୌଚାଳୟ, ଦଳ କହିଲା ତୁରନ୍ତ ନିଆଯାଉ କାର୍ଯ୍ୟାନୁଷ୍ଠାନ…

ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ, କରୋନାରୁ ସୁସ୍ଥ ହୋଇ ଫେରିଥିଲେ

ଭାରତକୁ ସାଉଦିର ଦୀପାବଳି ଉପହାର: ପାକ୍‌ ମାନଚିତ୍ରରୁ କାଶ୍ମୀର, ଗିଲଗିଟ୍‌କୁ ଦେଲା ବାଦ

ସାଙ୍ଘାତିକ ରୂପ ନେଉଛି କରୋନାର ଦ୍ବିତୀୟ ଲହର, ପୁଣି ଲକଡାଉନ୍ ପ୍ରସ୍ତୁତିରେ ଏହି ୩ ଦେଶ

ମୁଙ୍ଗେରର‘ଲେଡି ସିଙ୍ଘମ’,ଜାଣନ୍ତୁ ତାଙ୍କୁ ଏବେ ଲୋକେ କାହିଁକି ଡାକୁଛନ୍ତି ‘ଜେନେରାଲ୍ ଡାୟାର୍’

ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା: ଦେଶର ପ୍ରତ୍ୟେକ ଲୋକଙ୍କୁ ମିଳିବ କରୋନା ଭ୍ୟାକସିନ, କେହି ବି ଏହି ସୁବିଧାରୁ ହେବେନି ବଞ୍ଚିତ…