PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ଆଫଗାନିସ୍ତାନରେ ଆସୁଛି ତାଲିବାନ ରାଜ୍‌ – ରୁଷ୍‌ ତାଜିକିସ୍ତାନକୁ ପଠାଇଲା ସେନା ଓ ଟ୍ୟାଙ୍କ୍‌

nbt

ଦୁଶାମ୍ୱେ- ଆଫଗାନିସ୍ତାନରେ ତାଲିବାନର ଅଧିକାର ବୃଦ୍ଧି ପାଉଥିବା ନେଇ ମଧ୍ୟ ଏସିଆରେ ମାହୋଲ ଖୁବ୍‌ ଅଶାନ୍ତପୂର୍ଣ୍ଣ ହୋଇ ଉଠିଛି । ଏହି ତାଲିବାନୀ ବିପଦକୁ ଦେଖି ରୁଷ୍‌ ଏବେ ତାଜିକିସ୍ତାନରେ ବଡ଼ ସ୍ତରରେ ନିଜର ସେନା ଓ ଅସ୍ତ୍ରଶସ୍ତ୍ର ପଠାଇଛି । ରୁଷ୍‌ ଏବେ ତାଜିକିସ୍ତାନ ଓ ଉଜବେକିସ୍ତାନ ସହ ମିଶି ଏକ ବଡ଼ ଯୁଦ୍ଧାଭ୍ୟାସ କରିବାକୁ ଯାଉଛି । ଖାଲି ଏତିକି ନୁହେଁ ରୁଷ୍‌ ଆଫଗାନିସ୍ତାନ ସ୍ଥିତିକୁ ଖୁବ୍‌ ପାଖରୁ ନଜର ରଖିଛି।   

ଗତ ମାସରେ ରୁଷ୍‌ ଚେତାବନୀ ଦେଇଥିଲା କି, କଲେକ୍ଟିଭ୍‌ ସିକ୍ୟୁରିଟି ଅର୍ଗାନାଇଜେସନ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ନେବ , ଯଦି ଏହାର କୌଣସି ସଦସ୍ୟ ଦେଶର ସୀମାରେ କୌଣସି ଆକ୍ରମଣାତ୍ମକ  କାର୍ଯ୍ଯାନୁଷ୍ଠାନ କରେ ବା କୌଣସି ଉସୁକାଇଲା ଭଳି କାମ କରାଯାଏ । ତାଜିକିସ୍ତାନରେ ଥିବା ରୁଷୀୟ ସେନାକୁ ଏବେ ଦୁଶାମ୍ୱେ ସ୍ଥିତ ତାଙ୍କର ସ୍ଥାୟୀ ଜାଗାରୁ ହଟାଇ ହର୍ବ ମୈଦାନ ଟ୍ରେନିଂ ଏରିଆରେ ମୁତୟନ କରିଦିଆଯାଇଛି ,ଯାହା ଆଫଗାନିସ୍ତାନର ସୀମା ସହ ଲାଗି ରହିଛି ।

ରୁଷ୍ ସେନା ଏକ ବୟାନ ଜାରି କରି କହିଛି , ତାଜିକିସ୍ତାନର ୨୦୧ ମିଲିଟ୍ରୀ ବେସ୍‌ରେ ମୁତୟନ ରୁଷୀୟ ସେନାକୁ ହର୍ବ ମୈଦାନରେ ପୁଣି ଏକତ୍ର କରାଯାଇଛି । ଏଠାରେ ରୁଷ୍‌ , ଉଜ୍‌ବେକିସ୍ତାନ ଓ ତାଜିକିସ୍ତାନର ସେନା ମଧ୍ୟରେ  ଯୁଦ୍ଧାଭ୍ୟାସ କରାଯିବ ।

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡ଼ିଓରେ ନଜର ଆସୁଛି କି ରୁଷ୍‌ ଟ୍ୟାଙ୍କ୍‌ , ଅସ୍ତ୍ରଶସ୍ତ୍ରଯୁକ୍ତ ଗାଡ଼ି , ଟ୍ରକ୍‌ , ତୋପ ଓ ଅନ୍ୟ ୟୁନିଟ୍‌ ସ୍ଥାନୀୟ  ହାଇୱେ ଦେଇ ନିଜର ଠିକଣା ସ୍ଥାନକୁ ଯାଉଛି । ଏହି ସମୟରେ ରୁଷୀୟ ସୈନିକଙ୍କର ଏମ୍‌ଆଇ-୧୪ ଲଢ଼ୁଆ ହେଲିକପ୍ଟରର ସାହାଯ୍ୟରେ ସୁରକ୍ଷା କରାଯାଉଛି ।