PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ମହିଳାଙ୍କର ଅଜବ ସଉକ୍‌ : ୧୦୫ ପିଲାଙ୍କ ମାଆ ହେବାକୁ ନେଲେ ଶପଥ

ରୁଷିଆ : ପିଲାଙ୍କର ମାଆ ହେବାର ଏମିତି ଉତ୍ସାହ ଆପଣ ଆଜିସୁଦ୍ଧା କେବେ ଶୁଣିନଥିବେ କି ଦେଖିନଥିବେ। ରୁଷ୍‌ରେ ରହୁଥିବା ଜଣେ ମହିଳା ମାଆ ହେବାକୁ ବହୁତ ପସନ୍ଦ କରନ୍ତି । ଏଥିପାଇଁ ସେ ୧୦୫ଟି ଶିଶୁର ମାଆ ହେବାକୁ ନେଇଛନ୍ତି ଶପଥ । ତାଙ୍କର ଏହି ଘୋଷଣା ପରେ ମହିଳାଙ୍କର ଏହି ଇଚ୍ଛା ସୋସିଆଲ ମିଡ଼ିଆରେ ଖୁବ୍‌ ଭାଇରାଲ ହେଉଛି ।

ବର୍ତ୍ତମାନ ମହିଳାଙ୍କ ୧୧ଜଣ ପିଲା ଅଛନ୍ତି । ସେ ବଡ଼ ସ୍ନେହ ଶ୍ରଦ୍ଧାରେ ସମସ୍ତଙ୍କୁ ଲାଳନ ପାଳନ କରୁଛନ୍ତି । ଖାଲି ଏତିକି ନୁହେଁ ଏହି କାମରେ ମହିଳାଙ୍କର ସ୍ୱାମୀ ବି ତାଙ୍କୁ ପୂରା ସହଯୋଗ ଦେବାକୁ କହିଛନ୍ତି  । ମିରରରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ , କ୍ରିଶ୍ଚିନାଙ୍କର ବୟସ ଏବେ ପାଖାପାଖି ୨୩ ବର୍ଷ ହେବ । ସେ ଏତେ କମ୍‌ ବୟସରେ ୨୨ଜଣ ପିଲାଙ୍କର ମାଆ ହୋଇଛନ୍ତି । ଆଉ ଏହି ନମ୍ୱରକୁ ସେ ଏତିକିରେ ରଖିବାକୁ ଚାହିଁ ନାହାନ୍ତି । ୧୦୫ଜଣ  ପିଲାର ମାଆ ହେବାକୁ ମଧ୍ୟ ସେ ନିଜର ଇଚ୍ଛା ଜାହିର କରିଛନ୍ତି ।

Christina Ozturks husband is a businessman

ମହିଳାଙ୍କର ବ୍ୟବସାୟୀ ସ୍ୱାମୀ ୫୬ ବର୍ଷିୟ  ଗାଲିପ୍‌ ମଧ୍ୟ ନିଜର ସ୍ତ୍ରୀଙ୍କର ଏହି ପ୍ରୟାସରେ ବହୁତ ଖୁସି । ସେ ସର୍ବଦା ପତ୍ନୀ କ୍ରିଶ୍ଚିନାଙ୍କୁ ସାହାଯ୍ୟ କରିବାକୁ କଥା ଦେଇଛନ୍ତି। କ୍ରିଶ୍ଚିନାଙ୍କର ଏହି ଅଜବ ନିଶା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।  

 

ସମ୍ବନ୍ଧିତ ଖବର