PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ଗୁରୁବାର କରନ୍ତୁ ସାଇ ବାବାଙ୍କର ଏହି ମନ୍ତ୍ର ଜପ, ସବୁ ବିପଦରୁ ମିଳିଯିବ ମୁକ୍ତି

ଶିରିଡି ସାଇ ବାବା ବହୁତ ପ୍ରସିଦ୍ଧ । ବିଶ୍ୱାସ କରାଯାଏ ଯେ ଯିଏ ସାଇ ବାବାଙ୍କୁ ହୃଦୟରେ ପୂଜା କରେ କିମ୍ବା ତାଙ୍କୁ ସ୍ମରଣ କରେ ସେ ସବୁ ବିପଦରୁ ମୁକ୍ତି ପାଇଯାଏ। ଗୁରୁବାର ସାଇ ବାବାଙ୍କୁ ଉତ୍ସର୍ଗ କରାଯାଇଛି ଏବଂ ଲୋକମାନେ ସେମାନଙ୍କର ଇଚ୍ଛା ପୂରଣ କରିବା ପାଇଁ ଏହି ଦିନ ଉପବାସ କରନ୍ତି । ଜାତି ବା ଧର୍ମ ନିର୍ବିଶେଷରେ ସମସ୍ତେ ସାଇ ବାବାଙ୍କୁ ପୂଜା କରିପାରିବେ, ସେ ସମସ୍ତଙ୍କ ଇଚ୍ଛା ପୂରଣ କରନ୍ତି। ସାଇ ବାବାଙ୍କ ବିଶେଷ ଆଶୀର୍ବାଦ ପାଇବା ପାଇଁ ଆପଣ କେଉଁ ମନ୍ତ୍ର ଜପ କରିବା ଉଚିତ୍ ତାହା ଜାଣନ୍ତୁ।

୧. ଓଁ ସାଇ ରାମ . ଜୟ-ଜୟ ସାଇ ରାମ

୨. ଓମ୍ ସାଇ ଗୁରୁଦେବାୟ ନମଃ.

୩. ସବକା ମାଲିକ ଏକ୍‌ ହୈ

୪. ଓଁ ସାଇ ଦେବାୟ ନମଃ

୫. ଓଁ ଶିରିଡି ଦେବାୟ ନମଃ

୬. ଓଁ ଶିରିଡି ବାସାୟ ବିଦ୍ୟାହୈ ସଚ୍ଚିଦାନନ୍ଦାୟ ଧୀମାହି ନନ୍ତ୍ରୋ ସାଇ ପ୍ରଚାଦୟାତ

୭. ଓଁ ସାଇ ନମୋ ନମଃ, ଶ୍ରୀ ସାଇ ନମୋ ନମଃ, ଜୟ ଜୟ ସାଇ ନମୋ ନମଃ, ସଦ୍‌ଗୁରୁ ସାଇ ନମୋ ନମଃ।