PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

୪୬ ବର୍ଷୀୟ ଏହି ଅଭିନେତ୍ରୀ ବିବାହ ନକରି ମଧ୍ୟ ମା’ ହୋଇଥିବାରୁ ଖୁବ୍ ଖୁସି

ମୁମ୍ବାଇ,୧୪।୪: ଜଗତର ସଂସ୍କାରୀ ବୋହୁ ଓ ମା ଭାବରେ ପ୍ରସିଦ୍ଦ ସାକ୍ଷୀ ତନଓ୍ବାର ଦୀର୍ଘ ଦିନ ଧରି ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ତେବେ କୌଣସି ଫିଲ୍ମ ପାଇଁ ନୁର୍ହେ ଏବେ ୪୫ ବର୍ଷୀୟ ଏହି ଅଭିନେତ୍ରୀ ବିବାହ ନକରି ମଧ୍ୟ ମା’ ବନି ଯାଇଛନ୍ତି। ତାହା ରିଲ ନୁହେଁ ରିୟଲ ଲାଇଫରେ। ଆପଣମାନେ ଭାବୁଥିବେ ଏହା କିଭଳି ସମ୍ଭବ? ତେବେ ହଁ ସାକ୍ଷୀ ଏକ ୯ ମାସର ଝିଅକୁ ପୋଷ୍ୟଭାବରେ ଗ୍ରହଣ କରିଛନ୍ତି। ସେ ତାଙ୍କ ଝିଅର ନାମ ଦେଇଛନ୍ତି ଦିତ୍ୟା।

ନିକଟରେ ଏକ ସାକ୍ଷାତକାର ସମୟରେ ସାକ୍ଷୀ କହିଥିଲେ ମା’ ହେବା ପରେ ତାଙ୍କ ଜୀବନ ପୂର୍ବ ଅପେକ୍ଷା ବଦଳି ଯାଇଛି। ପ୍ରତି ବାପା-ମା ମୋ ଭଳି ଅନୁଭବ କରୁଥିବେ। ମୋତେ ଲାଗୁଛି ମୁଁ କିଛି ଅଲଗା ନୁହେଁ। ମୁଁ ଜଣେ ସାଧାରଣ ମା’। ଏହାପରେ ସାକ୍ଷୀ ଏକତା କପୁରଙ୍କ ଭଳି ସିଙ୍ଗଲ ମଦର ହେବା ନେଇ ମଧ୍ୟ କହିଥିଲେ। ସେ କହିଥିଲେ ଆମେ ଯେତେବେଳେ ଜୀବନର ଗୋଟେ ପାଦ ଆଗକୁ ବଢିବାର ଏହା ଏକ ସୁନ୍ଦର ଅନୁଭୂତି। ମାତୃତ୍ବ  ସୁଖ ବେଶ୍ ନିଆରା। ମୋ ପରିବାର ଲୋକଙ୍କ ଆର୍ଶିବାଦ ଏବଂ ସମର୍ଥନ ପାଇଁ ମୁଁ ଏହି ଝିଅକୁ ପୋଷ୍ୟ ଭାବରେ ଗ୍ରହଣ କରିଛି।