PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

୧୦୦ ବର୍ଷର ଶାସନ ନମିଳୁ ପଛେ , କଂଗ୍ରେସ ବିଜେପି ଭଳି କେବେ ହେବନାହିଁ : ସଲମାନ ଖୁର୍ଶିଦ୍‌

ନୂଆଦିଲ୍ଲୀ – ନିକଟରେ ସଲମାନ ଖୁର୍ଶିଦଙ୍କର ଏକ ବକ୍ତବ୍ୟ ଖୁବ୍‌ ଚର୍ଚ୍ଚାର ବିଷୟ ପାଲଟି ଥିଲା । ଉତ୍ତର ପ୍ରଦେଶରେ ଜନସଂଖ୍ୟା ବିଲ୍‌ର ଡ୍ରାଫ୍ଟ ଉପସ୍ଥାପିତ ହେବା ପରେ ସେ କହିଥିଲେ କି ପ୍ରଥମେ ସରକାରଙ୍କର ମନ୍ତ୍ରୀ କୁହନ୍ତୁ କି ତାଙ୍କର କେତୋଟି ସନ୍ତାନ ସନ୍ତତି ଅଛନ୍ତି । ଖାଲି ଏହି କଥା କହି ଖୁର୍ଶିଦ ରହି ଯାଇନଥିଲେ , ସେ ଏହା ବି କହିଥିଲେ କି  ବୈଧ ଓ ଅବୈଧ ସନ୍ତାନଙ୍କର ମଧ୍ୟ ଗଣନା କରାଯିବା ଉଚିତ୍‌।

ଏବେ ଖୁର୍ଶିଦ କହିଛନ୍ତି ତାଙ୍କର ଉକ୍ତ ବକ୍ତବ୍ୟ ଲୋକଙ୍କର ଧ୍ୟାନ ଆକର୍ଷଣ କରିବାକୁ ଦେଇଥିଲେ । ସଲମାନ ଖୁର୍ଶିଦ ହିନ୍ଦୁସ୍ତାନ ଟାଇମ୍ସର କାର୍ଯ୍ୟକ୍ରମ  ଦ ଇଣ୍ଟରଭ୍ୟୁରେ କୁମକୁମ୍‌ ଚଢ଼ାଙ୍କ ସହ କଥାବାର୍ତ୍ତା ହେଉଥିଲେ ।   ଏହି ସମୟରେ ସେ  ପେଗାସସ୍‌ ଜାସୁସୀ , କଂଗ୍ରେସର ଭବିଷ୍ୟତ ଓ ଜନସଂଖ୍ୟା ନିୟନ୍ତ୍ରଣ ବିଲ୍‌ ସମେତ ଅନେକ ବିଷୟ ଉପରେ ନିଜର ମତ ରଖିଥିଲେ ।

ଦ ଇଣ୍ଟରଭ୍ୟୁରେ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସଲମାନ  କହିଥିଲେ , ଯଦିଓ ୧୦୦ ବର୍ଷ ପର୍ଯ୍ୟନ୍ତ ଶାସନ ନମିଳୁ , କଂଗ୍ରେସ  କିନ୍ତୁ ବିଜେପି ଭଳି  କେବେ ହେବ ନାହିଁ । ଏବେ ଖୁର୍ଶିଦଙ୍କ ଏହି କଥା ପଦକ ଖୁବ୍‌ ଭାଇରାଲ ସାଜିଛି । ଆଉ ଆଲୋଚନାର ବିଷୟ ବସ୍ତୁ ପାଲଟିଛି ।

ସମ୍ବନ୍ଧିତ ଖବର