ସମ୍ବଲପୁରରେ ଅଗଷ୍ଟ ୧୫ ସଟ୍‌ଡାଉନ୍‌ ବାତିଲ- ଅଗଷ୍ଟ ୧୬ ଏବଂ ୧୭ ତାରଖରେ ହେବ ସଟ୍‌ଡାଉନ୍‌

ସମ୍ବଲପୁର – ପୂର୍ବରୁ ଅଗଷ୍ଟ ୧୫ ତାରିଖରେ ସମ୍ବଲପୁର ଜିଲ୍ଲାପାଳ ଘୋଷଣା କରିଥିବା ସପ୍ତାହନ୍ତ ସଟଡାଉନକୁ ବାତିଲ କରିଛନ୍ତି | ଏହା ବଦଳରେ ଅଗଷ୍ଟ ୧୬ ଓ ୧୭ ତାରିଖ ସମ୍ବଲପୁର ଜିଲ୍ଲା ସଟଡାଉନ ରହିବ |

ସେହିପରି ଅଗଷ୍ଟ ୨୨ ଓ ୨୩ ତାରିଖ ପାଇଁ ଘୋଷଣା ହୋଇଥିବା ସପ୍ତାହନ୍ତ ସଟଡାଉନକୁ ବି ବାତିଲ୍ କରାଯାଇଛି | ଅଗଷ୍ଟ ୨୩ ତାରିଖ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ଥିବାରୁ ସେହିଦିନ ତଥା ତା ପୂର୍ବ ଦିନର ସଟଡାଉନକୁ ବାତିଲ କରାଯାଇଛି |

   ସମ୍ବନ୍ଧିତ ଖବର


ପାଠକ ବାପ-ପୁଅଙ୍କ ନୂଆ ଠିକଣା ଝାରପଡ଼ା ଜେଲ, ଗିରଫ ପରେ ଚାକିରିରୁ ନିଲମ୍ବନ କଲେ ରାଜ୍ୟ ସରକାର

ସାବରିମାଲାରେ କରୋନା ଆତଙ୍କ – ୨୭ କର୍ମଚାରୀଙ୍କ ସହ ୩୯ଲୋକ ସଂକ୍ରମିତ

ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

କରୋନାରେ ଆର୍ଥିକ ପ୍ରଭାବ ପାଇଁ କିମ୍‌ ଜୋଙ୍ଗ୍‌ଙ୍କ ବଢ଼ିଲା କ୍ରୋଧ – ଲୋକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଲେ, ମାଛ ମାରିବାରେ ଲଗେଇଲେ ରୋକ୍‌

ସ୍ପୁଟନିକ୍ ଭି ଭ୍ୟାକସିନ୍: ଭାରତରେ ପ୍ରସ୍ତୁତ ହେବ ଋଷୀୟ କରୋନା ଭ୍ୟାକସିନର ୧୦ କୋଟି ଡୋଜ୍

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ଉତ୍କଳକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ପାଇଁ କଲେ ଅନୁରୋଧ