ସାନ ଭାଇର କଟୁରି ଚୋଟରେ ବଡ ଭାଇ ମୃତ

ଜଳେଶ୍ୱର –  ବାଲେଶ୍ଵର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଗିଲାଜୁଡି ଗ୍ରାମରେ ଅଘଟଣ ।ସାନ ଭାଇର କଟୁରି ଚୋଟରେ ବଡ ଭାଇ ମୃତ ।

ବଡ ଭାଇକୁ ହତ୍ୟା କରିବା ପରେ ସାନ ଭାଇ ଅଭିଯୁକ୍ତ ଶୁକ୍ରା ରାଉତ ଗାତ କରି ପୋତିବା ବେଳେ ଗ୍ରାମବାସୀମାନେ ଏହା ଜାଣିବାକୁ ପାଇଥିଲେ । ଶୁକ୍ରା କଟୁରୀରେ ଆକ୍ରମଣ କରିବାରୁ ବଡ ଭାଇ ଶୁକ୍ରାର ମୃତ୍ୟୁ ହୋଇଥିଲା ।

ଗ୍ରାମବାସୀମାନେ ଏହା ଜାଣିବାପରେ ଶୁକ୍ରାକୁ ଅଟକ ରଖିଥିଲେ ।  ପରେ ପୁଲିସକୁ ଏ ବିଷୟରେ ସୂଚନା ଦିଆଯାଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶୁକ୍ରାକୁ ଗିରଫ କରିବା ସହ ଘଟଣାର ତଦନ୍ତ କରୁଛି । ହତ୍ୟାର କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।

   ସମ୍ବନ୍ଧିତ ଖବର


ଡିସେମ୍ବର ପହିଲାରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

ଚାଉଳ ଡବାରୁ ମିଳିଲା ଚାରି ଲକ୍ଷ, ଟଙ୍କା ଚୋରି ଅଭିଯୋଗରେ ଜଣେ ଗିରଫ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ

ରାଜ୍ୟରେ ବାକି ପଡ଼ିଛି ୩୯୩୬ କୋଟିର ଜଳ କର

ବଦଳିଲା ୨ ସ୍ୱତନ୍ତ୍ର ଟ୍ରେନ୍‌ର ଚଳାଚଳ ସମୟ: ଡିସେମ୍ବର ୧ରୁ ହାଓଡା-ସିକନ୍ଦରାବାଦ, ବିଶାଖାପାଟଣା-ବିଜୟୱାଡା ଚାଲିବ

ଟ୍ୱିନ୍‌ ସିଟି ଏନ୍‌ଏଚ୍‌ରେ ଲେନ୍‌ ଡ୍ରାଇଭିଂ: ନିୟମ ଭାଙ୍ଗିଲେ ଧରିବ ସିସିଟିଭି ଓ ଇଣ୍ଟରସେପ୍ଟର, ଘରରକୁ ପଠାଯିବ ଇ-ଚାଲାଣ