PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ପ୍ରତି ମାସରେ ଚାହୁଁଛନ୍ତି ନିୟମିତ ଆୟ, ଏହି ବିକଳ୍ପ ଆପଣଙ୍କୁ ଦେବ ପଇସା

ନୁଆଦିଲ୍ଲୀ ୬/୯: ରିଟାୟର ହେବା ସ୍ଥିତିରେ କିମ୍ବା ରିଟାୟର ହେବା ପରେ ପ୍ରତି ବ୍ୟକ୍ତି ଏକ ନିଶ୍ଚିତ ଆୟ ଚାହିଁଥାଏ । କୌଣସି ନିର୍ଦ୍ଧିଷ୍ଟ ରୋଜଗାର ସ୍ରୋତ ବିନା ବରିଷ୍ଠ ନାଗରିକ ଚାହାଁନ୍ତି ଯେ ତାଙ୍କୁ ଏକ ନିଶ୍ଚିତ ରୂପେ ଏବଂ ସୁରକ୍ଷିତ ଆୟ ମିଳୁ । ମାସିକ ଆୟ ଯୋଜନା(ଏମଆଇଏସ୍) ବହୁତ ସୁରକ୍ଷିତ ବିକଳ୍ପ ମଧ୍ଯରେ ଗୋଟିଏ ଯେଉଁଥିରେ କି କମ୍ ରିସ୍କ ରହିଥାଏ । ଆମେ ଆଜି ଆପଣଙ୍କୁ ବ୍ୟାଙ୍କ ଏଫଡି, ପୋଷ୍ଟ ଅଫିସ୍ ଡିପୋଜିଟ, ମ୍ଯୁଚଆଲ୍ ଫଣ୍ଡ ସିଷ୍ଟେମେଟିକ୍ ୱିଥଡ୍ରଲ୍ ପ୍ଲାନ୍(ଏସଡବ୍ଲୁପି) ଆଦି  ବିକଳ୍ପ ସମ୍ପର୍କରେ କହିବୁ ।

ଅଧିକ ପଢନ୍ତୁ ପ୍ରତିଦିନ ୫୦ ଟଙ୍କା ବଞ୍ଚାଇ ଆପଣ ପାଇପାରିବେ ୧୦ ଲକ୍ଷ ଟଙ୍କା, ଜାଣନ୍ତୁ ସହଜ ଉପାୟ

ଫିକ୍ସ୍ଡ ଡିପୋଜିଟ୍ MIS
ଫିକ୍ସ୍ଡ ଡିପୋଜିଟ୍ ମାସିକ ଆୟ ଯୋଜନା ପ୍ରତି ମାସରେ ଏକ ନିଶ୍ଚିତ ସୁଧ ଦରରେ ନିୟମିତ ଆୟ ଦେଉଥିବା ଏକ ବିକଳ୍ପ ମଧ୍ଯରୁ ଗୋଟିଏ । ସ୍କିମ୍ ଓ ବ୍ୟାଙ୍କ ଆଧାରରେ ଫିକ୍ସ୍ଡ ଡିପୋଜିଟ୍ MISର ଅବଧି ୧୦ ବର୍ଷ ପର୍ଯ୍ୟନ୍ତ ହୋଇଥାଏ । ଏହି ଯୋଜନାରେ ସୁଧର ପୈଠ ସାଧାରଣତଃ ମାସିକ ପେଆଉଟ୍ ଏଫଡି ପାଇଁ ଡିସକାଉଣ୍ଟ ଦରରେ କରାଯାଇଥାଏ । ଏଥିପାଇଁ ଆପଣ ଏହି ବିକଳ୍ପକୁ ଚୟନ କରିପାରିବେ ।

ଅଧିକ ପଢନ୍ତୁ ୧୦ ବର୍ଷରେ ହୋଇଯିବେ କୋଟିପତି, ଜାଣନ୍ତୁ ଏହି ସହଜ ଉପାୟ

ମ୍ଯୁଚୁଆଲ ଫଣ୍ଡ ଏସଡବ୍ଲୁପି
ଅନ୍ୟ ମାସିକ ଆୟ ଯୋଜନା ଭଳି ନିବେଶକ ମ୍ଯୁଚୁଆଲ ଫଣ୍ଡ ବ୍ୟବସ୍ଥିତ କ୍ଲିୟରାନ୍ସ ଯୋଜନା(ଏସଡବ୍ଲୁପି) ଜରିଆରେ ନିଶ୍ଚିତ ଆୟ ପ୍ରାପ୍ତ କରିପାରିବେ । ନିଜ ନିବେଶ ଆର୍ଭ କରିବା ସମୟରେ ଏଭଳି ବିକଳ୍ପର ଚୟନ କରିପାରିବେ । ଏହି ଯୋଜନା ନିୟମିତ ଓ ଲାଭ ଉଭୟ ବିକଳ୍ପ ସହିତ ଆସିଥାଏ । ଅବଶ୍ଯ ଲାଭାଂଶ ପୈଠର ଗ୍ୟାରେଣ୍ଟି ନଥାଏ କାରଣ ଏହି ଫଣ୍ଡର ପ୍ରଦର୍ଶନ ମାର୍କେଟ ଉପରେ ନିର୍ଭର କରିଥାଏ । ଇକ୍ୱିଟି ସ୍କିମ ବ୍ୟତୀତ ଡେଟ୍ ସ୍କିମକୁ ମଧ୍ଯ ଚୟନ କରାଯାଇହେବ ।

ଅଧିକ ପଢନ୍ତୁ ଘରେ ବସି ଏଠାରେ ଲଗାନ୍ତୁ ପଇସା, FD ଅପେକ୍ଷା ୪ ଗୁଣ ଅଧିକ ମିଳିବ ଲାଭ

ଡାକଘର MIS
ପୋଷ୍ଟ ଅଫିସ MIS କେନ୍ଦ୍ର ସରକାରଙ୍କ ତରଫରୁ ସବୁଠାରୁ ସୁରକ୍ଷିତ ନିବେଶ ବିକଳ୍ପ ମଧ୍ୟରେ ଗୋଟିଏ । ଏହି ଯୋଜନା ୫ ବର୍ଷର ପରିପକ୍ୱତା ଅବଧି ସହିତ ଆସିଥାଏ ।  ଏହାକୁ ବ୍ୟକ୍ତି କିମ୍ବା ୨-୩ ଲୋକଙ୍କ ଦ୍ୱାରା ନିବେଶର ବରାବର ଭାଗ ସହିତ ଖୋଲାଯାଇହେବ । ଯଦି ଆପଣ ସିଙ୍ଗଲ ଆକାଉଣ୍ଟ ରଖୁଛନ୍ତି ତେବେ ଆପଣ ୧୫୦୦ ରୁ ୪-୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରିପାରିବେ । ଅନ୍ଯପଟେ ଜଏଣ୍ଟ ଆକାଉଣ୍ଟ ସହିତ ୯ ଲକ୍ଷ ଟଙ୍କା ପର୍ଯ୍ଯନ୍ତ ନିବେଶ କରିପାରିବେ । ତେବେ ୫ ବର୍ଷ ପରେ ଆପଣ ପ୍ରତି ମାସରେ ଏହାର ରେଜଲ୍ଟ ପାଇପାରିବେ । ତେବେ ଏହି ବିକଳ୍ପଗୁଡିକ ମଧ୍ଯରୁ ଆପଣଙ୍କ ପାଇଁ କେଉଁଟି ଉପଯୁକ୍ତ ସେନେଇ ଆପଣ ନିଜେ ତଦାରଖ କରିସାରିବା ପରେ ଚୟନ କରିବେ ।