PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨୪ ଘଣ୍ଟା ପ୍ରଚାର ବ୍ୟାନ୍ କଲେ ନିର୍ବାଚନ କମିଶନର , ନିର୍ବାଚନ ପ୍ରଚାରରେ ବିବାଦୀୟ ଭାଷଣ ପାଇଁ ଲାଗିଲା କଟକଣା
  • ||
  • ସୁଶିଲ ଚନ୍ଦ୍ରା ନୂଆ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ
  • ||
  • ଆଜି ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ ଟିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୮ ଓ ଲୋକାଲ କଣ୍ଟାକ୍ଟରୁ ୧୫୨ସଂକ୍ରମିତ
  • ||
  • ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲ ରାଲିରେ ନବୀନ ପଟ୍ଟନାୟକ କରୁଛନ୍ତି ପ୍ରଚାର , ୬ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ସିଧା ପ୍ରସାରଣ ବ୍ୟବସ୍ଥା
  • ||
  • କଟକ ଏସ୍‌ସିବିରୁ ହାଇଦର ଫେରାର ଘଟଣା – ହାଇଦର ଫେରାର ପଛରେ ତାର ପରିବାର ଲୋକଙ୍କ ହାତ ଅଛି, ମଙ୍ଗଳାବାଗ ଥାନାରେ ଏତଲା ଦେଲେ ଗ୍ୟାଙ୍ଗଷ୍ଟରକୁ ଜଗୁଥିବା ନିଲମ୍ୱିତ କନଷ୍ଟେବଲ ମହମ୍ମଦ ମୌସିମ୍,‌
  • ||
  • ଭାରତରେ ରୁଷ୍ ଟିକା ସ୍ପୁଟ୍‌ନିକ୍ –V କୁ ମଞ୍ଜୁରୀ , ବିଶେଷଜ୍ଞ କମିଟି ବୈଠକରେ ନିଆଗଲା ନିଷ୍ପତ୍ତି, ମାନବ ଦେହରେ ବ୍ୟବହାର ପାଇଁ ଅନୁମତି
  • ||
  • ବଲାଙ୍ଗୀର ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଁ ୨ ଜଣ ନୂଆ କୁଳପତିଙ୍କୁ ମିଳିଲା ନିଯୁକ୍ତି
  • ||
  • ଭୁବନେଶ୍ୱର: କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭଞ୍ଜନଗର: ଭାଲୁ ଆକ୍ରମଣରେ ବାଘୁଆପଲ୍ଲୀ ଗ୍ରାମର ୪ ଜଣ ଗୁରୁତର ଆହତ
  • ||
  • ଢେଙ୍କାନାଳ: ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଖୋଜାଖୋଜି ପରେ ଉଦ୍ଧାର ହେଲା ମୃତହେଦ
  • ||
  • କଟକ: ନିଆଳିର ଏକ ବିଲରୁ ଏକ ମୃତଦେହ ଉଦ୍ଧାର
  • ||
  • ଗଜପତି ଜିଲ୍ଲାର ସମସ୍ତ ସୀମା ସିଲ, ବାହାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର
  • ||
  • ଭୁବନେଶ୍ୱର: ଆଜି ପହଞ୍ଚିବ ୨ ଲକ୍ଷ ୭୧ ହଜାର ଟିକା
  • ||
  • ଜଗନ୍ନାଥପୁର ଛକ ପୁକୁଡ଼ିବନ୍ଧ ଜଙ୍ଗସନ୍ରୁ ୯୨୦ କିଲୋ ଗଞ୍ଜେଇ ଧରିଲା ଅବକାରୀ ବିଭାଗର ସ୍ଵତନ୍ତ୍ର ୱିଙ୍ଗ, ୮ ଗିରଫ, ଟ୍ରକ୍ ଓ ମ୍ୟାକ୍ସପିକ୍ପ ଜବତ
  • ||
  • ବୀରମହାରାଜପୁର: ଚନ୍ଦଲି ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୀଳଗିରି: ଅଭୟାରଣ୍ୟ ଭିତରୁ ଜଣେ ଶିକାରୀ ଗିରଫ,ମାରଣାସ୍ତ୍ର ଜବତ, ଖସିଗଲେ ୩ଜଣ ଶିକାରୀ…
  • ||
  • କଟକ: ଚାଉଳିଆଗଞ୍ଜ ଥାନାରେଆତ୍ମସମର୍ପଣ କଲା ହାଇଦର ସହଯୋଗୀ ୟାକୁବର
  • ||
  • ନୀଳଗିରି: କୂଳଡିହା ଅଭୟାରଣ୍ୟ ସୀମାନ୍ତରୁ ବିରାଟକାୟ ହରିଣ କ୍ଷତବିକ୍ଷତ ଉଦ୍ଧାର କଲେ ଗ୍ରାମବାସୀ
  • ||
  • କଟକ: ହଷ୍ଟେଲ ଭିତରେ ପଶି ନର୍ସିଂ ଛାତ୍ରୀଙ୍କୁ ତଡୁଛି ପୁଲିସ, ଏସସିବି ବିଏସି ନର୍ସିଂ କଲେଜରେ ଉତ୍ତେଜନା
  • ||
  • ନୀଳଗିରି: ଅସନବଣି ଅଞ୍ଚଳରୁ ଉଦ୍ଧାର ହେଲା ୧୫ ଫୁଟ୍ ଲମ୍ବର ଅହିରାଜ ସାପ
  • ||

ମାତ୍ର ଗୋଟିଏ ମିସ୍ଡ କଲରେ ୭.୫୦ ଲକ୍ଷ ଟଙ୍କାର ଲୋନ୍ ଦେଉଛି SBI, ଜାଣନ୍ତୁ ସବୁକିଛି…

https://www.bhaskar.com/

ନୂଆଦିଲ୍ଲୀ ୩/୩: ଦେଶର ସବୁଠାରୁ ବଡ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ(SBI) ସିନିୟର ସିଟିଜନ୍ସଙ୍କ ପାଇଁ ଏକ ଖାସ୍ ସ୍କିମ୍ ଆଣିଛି । ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ଏସବିଆଇ ପେନସନ୍ ଲୋନ୍ ସ୍କିମ୍ ଅତି ଲାଭଦାୟକ ଯୋଜନା । ଏହି ସ୍କିମ ଅନୁସାରେ ପେନସନର୍ସଙ୍କୁ ଗୋଟିଏ କଲରେ ଲକ୍ଷ ଲକ୍ଷ ଟଙ୍କାର ଲୋନ୍ ମିଳିପାରିବ । ଏହି ସ୍କିମରେ ପେନସନର୍ସ ସର୍ବନିମ୍ନ ୨.୫୦ ଲକ୍ଷ ଟଙ୍କା ଏବଂ ସର୍ବାଧିକ ୧୪ ଲକ୍ଷ ଟଙ୍କାର ଲୋନ୍ ନେଇପାରିବେ । ଲୋନର ସୁଧ ସୁଧ ଦର ୯.୭୫ ପ୍ରତିଶତ । ଲୋନ୍ ଆବେଦନ ପାଇଁ ଏକ ଫୋନ୍ କଲ୍ କରିହେବ । ଏହା ବ୍ୟତୀତ ମିସ୍ଡ କଲ୍ ବା ଏସଏମଏସ୍ ଜରିଆରେ ମଧ୍ୟ ଲୋନ୍ ପାଇଁ ଆବେଦନ କରିହେବ ।

ଏସବିଆଇ ନିଜ ଟ୍ୱିଟରେ କହିଛି କି ଆମେ ୭୨୦୮୯୩୩୧୪୨ ରେ ମିସ୍ଡ କଲ୍ ଦିଅନ୍ତୁ ଏବଂ ପେନସନ୍ ଲୋନ୍ ସମ୍ପର୍କରେ ଅଧିକ ସୂଚନା ପାଇପାରିବେ । ଏହା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପେନସନର୍ସ, ଡିଫେନ୍ସ ପେନସନର୍ସ ଓ ଫ୍ୟାମିଲି ପେନସନର୍ସ, ଯାହାଙ୍କ ବୟସ ୭୬ ବର୍ଷରୁ କମ୍, ଏଥିପାଇଁ ଆବେଦନ କରିପାରିବେ ।

SBI ପେନସନ୍ ଲୋର ଡକ୍ୟୁମେଣ୍ଟେସନ ବହୁତ କମ୍ ଏବଂ ଏଥିରେ ପ୍ରୋସେସିଂ ଫିସ ମଧ୍ୟ ଅଧିକ ନାହିଁ । ଏହାକୁ ଏସବିଆଇ ବ୍ରାଞ୍ଚରୁ ମଧ୍ୟ ଆବେଦନ କରିପାରିବେ । ଯାହାର ପେନସନ୍ ଖାତା ଏସବିଆଇରେ ସେମାନେ ଲୋନ୍ ପାଇଁ ଆବେଦନ କରିପାରିବେ ।

ଲୋନ୍ ପାଇଁ କେମିତି କରିବେ ଆବେଦନ
ପେନସନ୍ ଲୋନ୍ ପାଇଁ ଆପଣ ବ୍ୟାଙ୍କ ବ୍ରାଞ୍ଚରେ ଆବେଦନ କରିପାରିବେ । ଏନେଇ ଅଧିକ ସୂଚନା ପାଇବା ପାଇଁ ଆପଣ ୭୨୦୮୯୩୩୧୪୨ ରେ ମିସ୍ଡ କଲ୍ ଦେଇପାରିବେ । ଏହା ବ୍ୟତୀତ ଆପଣ ୭୨୦୮୯୩୩୧୪୫ ରେ ‘PERSONAL’ SMS ମଧ୍ୟ କରିପାରିବେ । ଏହା ପରେ ବ୍ୟାଙ୍କ ଆପଣଙ୍କୁ କଲ୍ ବ୍ୟାକ୍ କରିବ ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପେନସନର୍ସଙ୍କ ପାଇଁ ଯୋଗ୍ୟତା
ପେନସନଭୋଗୀଙ୍କ ବୟସ ୭୬ ବର୍ଷରୁ କମ୍ ହେବା ଉଚିତ୍
ପେନସନ୍ ପେମେଣ୍ଟ ଅର୍ଡର ଏସବିଆଇରେ ମେଣ୍ଟେନ୍ ହେବା ଉଚିତ୍
ଯୋଜନାର ଅନ୍ୟ ସମସ୍ତ ନିୟମ ଓ ସର୍ତ୍ତ ଲାଗୁ ହେବ ଯେଉଁଥିରେ ପତି ବା ପତ୍ନୀ ବା ଉପଯୁକ୍ତ ଥାର୍ଡ ପାର୍ଟି ଦ୍ୱାରା ଗ୍ୟାରେଣ୍ଟି ସାମିଲ ।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପେନସନର୍ସ ମିନିମମ୍ ୭.୫ ଲକ୍ଷ ଟଙ୍କା ଓ ସର୍ବାଧିକ ୧୪ ଲକ୍ଷ ଟଙ୍କାର ଲୋନ୍ ନେଇପାରିବେ ।
ଲୋନର ରିପେମେଣ୍ଟ ସର୍ବାଧିକ ୭୮ ବର୍ଷ ପର୍ଯ୍ୟନ୍ତ କରିହେବ ।

ଡିଫେନ୍ସ ପେନସନର୍ସଙ୍କ ପାଇଁ ଯୋଗ୍ୟତା
ସେନା, ନୌସେନା ଓ ବାୟୁସେନା, ଅର୍ଦ୍ଧସୈନିକ ବଳ, କୋଷ୍ଟ ଗାର୍ଡ ପର୍ସନାଲ୍ ଲୋନ୍ ପାଇଁ ଆବେଦନ କରିପାରିବେ ।
ପେନସନ୍ ପେମେଣ୍ଟ ଅର୍ଡର ଏସବିଆଇରେ ମେଣ୍ଟେନ୍ ହେବା ଉଚିତ୍ ।
ଯୋଜନା ଅନୁସାରେ କୌଣସି ସର୍ବନିମ୍ନ ବୟସ ସୀମା ନିର୍ଦ୍ଧାରିତ ନାହିଁ ।
ଲୋନ୍ ପ୍ରୋସେସିଂର ସମୟ ସର୍ବାଧିକ ବୟସ ୭୬ ବର୍ଷରୁ କମ୍ ହେବା ଉଚିତ୍ ।

ଫ୍ୟାମିଲି ପେନସନର୍ସଙ୍କ ପାଇଁ ଯୋଗ୍ୟତା
ଫ୍ୟାମିଲି ପେନସନର୍ସରେ ପେନସନଭୋଗୀଙ୍କ ମୃ୍ତୁୟ ପରେ ପେନସନ୍ ପ୍ରାପ୍ତ କରିବା ପାଇଁ ପରିବାରର ଅଧିକୃତ ସଦସ୍ୟ ସାମିଲ ।
ଫ୍ୟାମିଲି ପେନସନର୍ସଙ୍କ ବୟସ ୭୬ ବର୍ଷରୁ ଅଧିକ ହେବା ଉଚିତ୍ ନୁହେଁ ।

ସମ୍ବନ୍ଧିତ ଖବର